ଯୁବତୀ ମାନେ ପବ୍ଲିକ ବାର୍ଥରୁମ ବ୍ୟବହାର କରୁଥିଲେ ସାବଧାନ ରୁହନ୍ତୁ….. କିଏ ଜାଣେ ସେଠାରେ କେହି କ୍ୟାମେରା ଦ୍ଵାରା ଆପଣଙ୍କୁ ଦେଖୁଛି ବୋଲି…. ଦେଖନ୍ତୁ ଏହି ଭିଡିଓ ଟିକୁ ଏବଂ ସତର୍କ ରୁହନ୍ତୁ…..
ବନ୍ଧୁଗଣ ଆପଣ ପ୍ରତିଦିନ ସୋସିଆଲ ମିଡ଼ିଆ ରେ ଏହିପରି ସବୁ ନିୟୁଜ ଦେଖିବାକୁ ପାଉଥିବେ କି ଅନେକ ଝିଅ ଓ ମହିଳା ଙ୍କର ଅଶୀଳ ଭିଡ଼ିଓ ସବୁ ଭାଇରଲ ହେବାରେ ଲାଗିଛି। କେତେବେଳେ ପବ୍ଲିକ ବାର୍ଥରୁମ ମଧ୍ୟରେ କ୍ୟାମେରା ଲୁଚାଇ ଝିଅ ମାନଙ୍କୁ ବ୍ଲାକମେଲ କରୁଛନ୍ତି ତ ପୁଣି କେଉଁଟି ସପିଙ୍ଗ ମଲ ର ଏକ୍ସଚେଞ୍ଜ ରୁମ ରେ ରେକଡ଼ ହୋଇଥିବା ଯୁବତୀ ଙ୍କର ଫୋଟ ଓ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଲାଣି ବୋଲି।
ତେବେ ଆମେ ଆପଣଂକୁ କହିରଖୁଚୁ ଯେ, ସାମାଜିକ ପରିବର୍ତ୍ତନ କୁ ଆଖି ଆଗରେ ରଖି ତଥା ଲୋକମାନ ଙ୍କର ଜୀଵନ ଶୈଳୀରେ ଉନ୍ନତି ଆଣିବା ପାଇଁ ଟେକ୍ନିକାଲ ତଥା କ୍ୟାମେରା ର ଉଦ୍ଭାବନ କରାଯାଇଥିଲା। ଏହି ଟେକ୍ନୋଲୋଜି ତଥା କ୍ୟାମେରା (ସିସି ଟିଭି) ସାହାଯ୍ୟ ରେ ସମାଜରେ ହେଉଥିବା କ୍ରାଇମ ଙ୍କୁ ମଧ୍ୟ ରୋକିବା ରେ ସାହାଯ୍ୟ କରିଥାଏ ଏହି ଟେକ୍ନୋଲୋଜି।
କିନ୍ତୁ ବର୍ତ୍ତମାନ ର କେତେକ ଲୋକ ଏହାର ଦୁରୂପଯୋଗ କରିଛନ୍ତି। ଟେକ୍ନୋଲୋଜି ର ଭୁଲ ବ୍ୟବହାର କରୁଛନ୍ତି ଏବଂ ନିଜର ଘୃଣ୍ୟ ମନଭାବ୍ କୁ ସତ୍ୟ ରେ ପ୍ରକାଶ କରିବା ପାଇଁ ଅନ୍ୟର ଜୀଵନ ସହ ଖେଳୁଛନ୍ତି ଏହି ଅସାମାଜିକ ବ୍ୟକ୍ତି ମାନେ।
ତେବେ ଏମାନେ ପବ୍ଲିକ ତଥା ବଡ଼ ବଡ଼ ସପିଙ୍ଗ ମଲ ଗୁଡ଼ିକ ର ମହିଳା ଏକ୍ସଚେଞ୍ଜ ରୁମ୍ ମଧ୍ୟରେ ବା ବାର୍ଥରୁମ ରେ ଛୋଟ କ୍ୟାମେରା କୁ ଲୁଚାଇ ରଖୁଛନ୍ତି ଏବଂ ମହିଳା ମାନଙ୍କ ର ପରସନଲ ଫୋଟ ଓ ଭିଡ଼ିଓ ବନାଇ ପରେ ତାଙ୍କୁ ବ୍ଲାକମେଲ କରୁଛନ୍ତି ଏବଂ ସୋସିଆଲ ମିଡ଼ିଆ ରେ ଏହାକୁ ସେୟାର କରି ତାଙ୍କର ମଜାକ ଉଡାଉଛନ୍ତି ତଥା ବଂଚିବା ମୁସ୍କିଲ କରିଦେଉଛନ୍ତି। ତେବେ ଆମେ ଆଜି ଆପଣଂକୁ ଯେଉଁ ଘଟଣା ଟି ବିଷୟରେ ଜଣେଇବୁ ତାହା ମଧ୍ୟ କିଛି ଏହିପରି ଥିଲା ମାତ୍ର ନିଜ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତି ଯାଇଛନ୍ତି ଏହିଭଳି ବ୍ୟକ୍ତି ଙ୍କର ଜାଲ ରୁ । ତେବେ ଆସନ୍ତୁ ଜାଣିବା ଏହି ଘଟଣା ଟି ବିଷୟରେ।
ସୂଚନାଯୋଗ୍ୟ ଯେ, ଏକ ବଡ଼ ସପିଙ୍ଗ ମଲ ରେ ଜଣେ ଯୁବତୀ ଏକ ଡ୍ରେସ କୁ ପସନ୍ଦ କରି ଏକ୍ସଚେଞ୍ଜ ରୁମ କୁ ଯାଇଥିଲେ ସେହି ଡ୍ରେସ ଟିକୁ ଟ୍ରାଇ କରିବା ପାଇଁ। ମାତ୍ର ଏକ୍ସଚେଞ୍ଜ ରୁମ ମଧ୍ୟରେ ତାଙ୍କୁ ସନ୍ଦେହ ଆସିବାରୁ ସେ ଡ୍ରେସ ଚେଞ୍ଜ କରିବା ପୂର୍ବରୁ ରୁମ ଚେକ କଲେ ଏବଂ ଜାଣିପାରିଲେ କି ସେହି ରୁମ ରେ ଲୁଚିକରି ଏକ ଛୋଟ କ୍ୟାମେରା ରହିଛି ଯାହାକି ତାଙ୍କର ଭିଡ଼ିଓ କୁ ରେକର୍ଡ କରି ସେଭ କରୁଛି। ଏହା ଜାଣିବା ପରେ ସେ ଡ୍ରେସ ନ ବଦଳାଇ ସେଠାରୁ ପଳେଇ ଆସିଥିଲେ। ଆଉ ମଲ ମାଲିକ କୁ ଏ ବିଷୟରେ ଜଣେଇଥିଲେ ।ତେବେ ସେ ଯୁବତୀ ଙ୍କୁ କ୍ଷମା ମାଗିଥିଲେ ଏବଂ କହିଥିଲେ କି ସେ କିଛି ବି ଜାଣିନାହାନ୍ତି ବୋଲି ।
ତେବେ ଆମେ ଆପଣଂକୁ ଖାସ କରି ଯୁବତୀ ମାନଙ୍କୁ ଜଣେଇ ଦେଉଛୁ ଯେ, କୌଣସି ପବ୍ଲିକ ବାର୍ଥରୁମ କିମ୍ବା ମଲ ରେ ଏକ୍ସଚେଞ୍ଜ ରୁମରେ ନିଜର ପରସନଲ କାର୍ଯ୍ୟ କରୁଥିବା ବେଳେ ଭଲ ଭାବରେ ଚେକ କରନ୍ତୁ ।ନଚେତ ଏହିଭଳି ମାନସିକ ଲୋକଙ୍କ ହାତରେ ଆପଣ ବି ଫସିଯାଇ ପାରନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।