viral video – ମୋ ସ୍ତ୍ରୀ ପୁରା ଖରାପ ,ସ୍ୱାମୀ ରାତିରେ ଅନେକ ଝିଅକୁ ଫୋନ କରନ୍ତି ସ୍ତ୍ରୀର _ଶହେ_ଟୋକା_ଦରକାର,ସ୍ୱାମୀ ବଖାଣୁଛି ସ୍ତ୍ରୀ ର ଗୁଣ ସ୍ତ୍ରୀ ଖୋଲୁଛି ସ୍ଵାମୀର ଚରିତ୍ର,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ସ୍ବାମୀ ଏବଂ ସ୍ତ୍ରୀ ଙ୍କ ସମ୍ପର୍କ ସବୁବେଳେ ନୈତିକତା ପୂର୍ଣ୍ଣ ଏବଂ ବିଶ୍ୱାସ ଓ ଭରସାରେ ହିଁ ମଜବୁତ୍ ହୋଇଥାଏ।ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କରେ ଯେତିକି ମଧୁରତା ଏବଂ ଭଲପାଇବା ରହିଥାଏ ସେମାନଙ୍କ ମଧ୍ୟରେ ସେହି ଅନୁସାରେ ମନ ମାଳିନ୍ୟ, ତିକ୍ତତା ସୃଷ୍ଟି ହେବା ଏବଂ ଅଭିମାନ କରିବା ଭଳି କଥା ମଧ୍ୟ ଆସିଥାଏ।

ଏମିତି କୌଣସି ସମ୍ପର୍କ ନାହିଁ ଯେଉଁ ବୈବାହିକ ସମ୍ପର୍କରେ କେବେ ତିକ୍ତତା ଆସିନାହିଁ କିମ୍ବା ସ୍ବାମୀ ସ୍ତ୍ରୀ ମଧ୍ୟରେ କେବେ ଝଗଡ଼ା ହୋଇ ନାହିଁ।ଏହା ଏକ ସ୍ୱାଭାବିକ କଥା। ଭଲପାଇବା ଭିତରେ ଅଭିମାନ ଏବଂ ଛୋଟ ଛୋଟ ଝଗଡ଼ା ସମ୍ପର୍କ କୁ ଆହୁରି ମଜବୁତ୍ କରିଥାଏ ଏବଂ ପ୍ରେମର ଗଭୀରତା କୁ ବି ପ୍ରଦର୍ଶନ କରିଥାଏ।

 ତେବେ ଯେତେବେଳେ ପୁଅ ଓ ଝିଅ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୋଇ ଯାଆନ୍ତି ସେତେବେଳେ ସେମାନଙ୍କ ସମ୍ପର୍କ କୁ ପବିତ୍ର ବନ୍ଧନ ର ଆଖ୍ୟା ଦିଆ ଯାଇଥାଏ। ସେତେବେଳେ ଦୁହେଁ ଦୁହିଙ୍କ ସୁଖ ରେ ସୁଖୀ ଓ ଦୁଃଖ ରେ ସମ ଦୁଃଖୀ ହୋଇ ଥାଆନ୍ତି ଏବଂ ସେତେବେଳେ ସେମାନଙ୍କ ସଂପର୍କ କୁ ସାତ ଜନ୍ମ ର ସମ୍ପର୍କ ବୋଲି କୁହା ଯାଏ।

ସବୁ ଝିଅ ନିଜ ବିବାହ କୁ ନେଇ ଏବଂ ତାଙ୍କ ସ୍ବାମୀଙ୍କ ଭଲପାଇବା ଓ ଆଦର କୁ ନେଇ ସ୍ବପ୍ନ ଦେଖି ଥାଆନ୍ତି। ତାଙ୍କ ସ୍ବାମୀ ତାଙ୍କୁ ବହୁତ୍ ଭଲପାଉଥିବ। କୌଣସି କଷ୍ଟ ଅନୁଭବ କରିବା ପାଇଁ ଦେଉ ନଥିବ,କୌଣସି ପରିସ୍ଥିତି ରେ ଯେପରି ତା’ ହାତ ଛାଡ଼ି ଦେବନି।

କିନ୍ତୁ ଏହି ସ୍ବପ୍ନ ସମସ୍ତଙ୍କ ଜୀବନ ରେ ସତ ରେ ପରିଣତ ହୋଇ ନଥାଏ। କାରଣ କିଛି ସ୍ବାମୀ ଏମିତି ଥାଆନ୍ତି ସବୁବେଳେ ସ୍ତ୍ରୀ ସହିତ ପ୍ରତି କଥାରେ ଝଗଡ଼ା କରିଥାନ୍ତି ଏବଂ କିଛି ସ୍ତ୍ରୀ ମଧ୍ୟ ତାଙ୍କର ସନ୍ଦେହ କାରଣରୁ ସମ୍ପର୍କ କୁ ଦୁର୍ବଳ କରି ଦିଅନ୍ତି।

ତେବେ ନୈତିକତା ହୀନ କାର୍ଯ୍ୟ ଏବଂ ଅବିଶ୍ୱାସ କାରଣରୁ ଅନେକ ସମୟରେ ଏହି ପବିତ୍ର ସମ୍ପର୍କରେ ଫାଟ ଆସିଥାଏ। ସେହିଭଳି ଏକ ଘଟଣା ନିକଟରେ ଘଟିଛି। ଏଠାରେ ଉଭୟ ସ୍ବାମୀ ସ୍ତ୍ରୀ ପରସ୍ପର ବିରୋଧରେ ଆରୋପ ଆଣିଛନ୍ତି ଏବଂ କେଶ୍ କୋର୍ଟ ରେ ପହଞ୍ଚିଛି।

ପ୍ରେମ ବିବାହ କରିଥିଲେ ତାପରେ ବିବାହ ର କିଛି ଦିନ ମଧ୍ୟ ରେ ଝଗଡ଼ା ହେଲା ତାପରେ ସ୍ବାମୀ ଜଣକ କଲିକତା ରେ ଚାକିରି କରନ୍ତି ସେ ସ୍ତ୍ରୀ ଙ୍କୁ ନେଇକି ଗଲେ କଲିକତା କୁ ତାପର କିଛି ଦିନୋ ରାହୁଲ ପରେ ଘର କୁ ପଳେଇ ଆସିଲେ ।

ଏମିତି ଯାଇଥାନ୍ତି ଓ ଆସିଥାନ୍ତି ଥରେ ଝଗଡ଼ା କରି ସ୍ତ୍ରୀ ପୋଲିସ୍ ଷ୍ଟେସନ୍ ରେ ଯାଇ ଅଭିଯୋଗ କରିଥିଲେ । ତାପରେ ସ୍ବାମୀ ଡିଭର୍ଷ ନୋଟିସ ପଠାଇଥିଲେ ସେ ଆଉ ଥରେ ପୁନ ବିବାହ କରିଥିଲେ ।ତାପରେ ପ୍ରଥମ ସ୍ତ୍ରୀ ଟି କେଶ୍ କୋର୍ଟ କୁ ଯାଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।