Ajira Anuchinta – ଗୃହରେ ଝିଟିପିଟି ଦେଖିବାର ଅର୍ଥ ଶୁଭ ନ ଅଶୁଭ ଜଣାନ୍ତୁ ଭୟଙ୍କର କଥା ବିଷୟରେ…..

ମନୁଷ୍ୟ ଜୀବନରେ ସୁଖ ଦୁଃଖ ସର୍ବଦା ଲାଗି ରହିଥାଏ , କୁହାଯାଏ କି ଏହା ଭଗବାନଙ୍କ ବରଦାନ ସଦୃଶ ହୋଇଥାଏ । ପ୍ରତ୍ୟେକ ମନୁଷ୍ୟ ଜୀବନରେ କିଛି ଦିନ ସୁଖରେ ବିତିଥିଲେ , ଆଉ କିଛି ଦିନ ଦୁଃଖରେ ସମୟ ବିତିଥାଏ । ଏହିପରି ଭାବରେ ମଣିଷ ଜୀବନ ସୁଖ ଦୁଃଖରେ ବିତିଥାଏ , ଏହା ହେଉଛି ପ୍ରକୃତିର ନିୟମ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣେ ବ୍ୟକ୍ତି ଚାହିଁଲେ ଏକ ଛୋଟ ମାଧ୍ୟମରେ ନିଜର ଦୁଃଖର କାଳକୁ କମ କରିବା ସହ ସୁଖର ସମୟକୁ ବଢେଇ ପାରିବେ ।

ଝିଟିପିଟି କୁ ନେଇ ଶୁଭ ଅଶୁଭ ବିଷୟ ରେ ଆଜି ଜାଣିବା। ଆଗାମୀ ଦିନ ମାନଙ୍କ ରେ କଣ ହେବ ତାହା କୁ ଜାଣିବା ପାଇଁ। କିନ୍ତୁ ଜୀବଜନ୍ତୁ ମାନେ ଆମକୁ ବିପଦ ପୂର୍ବରୁ ସୂଚନା ଦେଇଥାନ୍ତି। ଘରମାନଙ୍କ ରେ ଦେଖାଯାଉଥିବା ସାଧାରଣ ଝିଟିପିଟି ବି ବିପଦ ର ସଙ୍କେତ ମଧ୍ଯ୍ଯ ଦେଇଥାଏ।ମୁଁ ଆପଣଙ୍କ ମାନଙ୍କୁ କହିବାକୁ ଯାଉଛି। ଝିଟିପିଟି ସହିତ ଜଡିତ ଥିବା କିଛି ଶୁଭ ଓ ଅଶୁଭ ଘଟଣା ବିଷୟ ରେ।

ନୂତନ ଘର ର ପ୍ରବେଶ ପୂର୍ବରୁ ଯଦି ମଲା ଝିଟିପିଟି ପଡିଥାଏ। ତେବେ ସେହି ଘରର ପିଲାମାନେ ରୋଗାଗ୍ରସ୍ତ ହୋଇଥାନ୍ତି। ଏହି ଘରର ଲକ୍ଷ୍ମୀ ଠାକୁ ରକୁ ପୂଜା କରନ୍ତୁ। ଯଦି ଝିଟିପିଟି ଝଗଡା କରୁଥିବା ର ଆପଣମୀନେ ଦେଖିବେ। ତାହାଲେ ଆପଣମାନଙ୍କ କୋଣସି ଝଗଡା ହେବାର ନାହିଁ। ଯଦି ଝିଟିପିଟି ଅଲଗା ହେବାର ଦେଖିବାକୁ ମିଳିବ। କୌଣସି ପ୍ରିୟ ଜନ ଠାରୁ ଅଲଗା ହେବାକୁ ପଡିବ।

ଦିନ ରେ ଭୋଜନ ସମୟରେ ଝିଟିପିଟି ର ଶବ୍ଦ ଶୁଭାଯାଏ ତେବେ ଶିଘ୍ର କିଛି ଶୁଭ ସମାଚାର ମିଳିପାରେ। ଝିଟିପିଟି ଯଦି ମୁଣ୍ଡ ରେ ପଡେ ତାହାଲେ ଧନ ସମ୍ପତ୍ତି ବଢିଥାଏ।ଡାହାଣ କାନରେ ପଡିଲେ କିଛି ଆଭୁଷଣ ମିଳିବ ବାମ କାନରେ ଆୟୁ ବଢିବ। ନାକରେ ପଡିଲେ ଅତି ଶିଘ୍ର ଭାଗ୍ଯ ଉଦୟ ହୋଇଥାଏ।


ଏହି ଘରର ଲକ୍ଷ୍ମୀ ଠାକୁ ରକୁ ପୂଜା କରନ୍ତୁ। ଯଦି ଝିଟିପିଟି ଝଗଡା କରୁଥିବା ର ଆପଣମୀନେ ଦେଖିବେ। ତାହାଲେ ଆପଣମାନଙ୍କ କୋଣସି ଝଗଡା ହେବାର ନାହିଁ। ଯଦି ଝିଟିପିଟି ଅଲଗା ହେବାର ଦେଖିବାକୁ ମିଳିବ। କୌଣସି ପ୍ରିୟ ଜନ ଠାରୁ ଅଲଗା ହେବାକୁ ପଡିବ।
ପ୍ରତ୍ୟେକ ମନୁଷ୍ୟ ଜୀବନରେ କିଛି ଦିନ ସୁଖରେ ବିତିଥିଲେ , ଆଉ କିଛି ଦିନ ଦୁଃଖରେ ସମୟ ବିତିଥାଏ । ଏହିପରି ଭାବରେ ମଣିଷ ଜୀବନ ସୁଖ ଦୁଃଖରେ ବିତିଥାଏ , ଏହା ହେଉଛି ପ୍ରକୃତିର ନିୟମ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣେ ବ୍ୟକ୍ତି ଚାହିଁଲେ ଏକ ଛୋଟ ମାଧ୍ୟମରେ ନିଜର ଦୁଃଖର କାଳକୁ କମ କରିବା ସହ ସୁଖର ସମୟକୁ ବଢେଇ ପାରିବେ ।

ଝିଟିପିଟି କୁ ନେଇ ଶୁଭ ଅଶୁଭ ବିଷୟ ରେ ଆଜି ଜାଣିବା। ଆଗାମୀ ଦିନ ମାନଙ୍କ ରେ କଣ ହେବ ତାହା କୁ ଜାଣିବା ପାଇଁ। କିନ୍ତୁ ଜୀବଜନ୍ତୁ ମାନେ ଆମକୁ ବିପଦ ପୂର୍ବରୁ ସୂଚନା ଦେଇଥାନ୍ତି। ଘରମାନଙ୍କ ରେ ଦେଖାଯାଉଥିବା ସାଧାରଣ ଝିଟିପିଟି ବି ବିପଦ ର ସଙ୍କେତ ମଧ୍ଯ୍ଯ ଦେଇଥାଏ। ମୁଁ ଆପଣଙ୍କ ମାନଙ୍କୁ କହିବାକୁ ଯାଉଛି। ଝିଟିପିଟି ସହିତ ଜଡିତ ଥିବା କିଛି ଶୁଭ ଓ ଅଶୁଭ ଘଟଣା ବିଷୟ ରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।