ତୁଳସୀ ଗଣନାଟ୍ୟ ର Sad Love Song ” ସରୁନି ଗପ କି ସରୁନି ପାପ “… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି
ଯାତ୍ରା ଜଗତର ଅନେକ ଦୃଶ୍ୟ ଆପଣ ମାନେ ଅନେକ ସମୟରେ ଦେଖିବାକୁ ପାଉଥିବେ। ସେହିପରି ଏବେ ପୁଣି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ଯାତ୍ରା ଜଗତର କିଛି ଏପରି ଦୃଶ୍ୟ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ ଏବଂ ନିଜର ପ୍ରିୟର କଳାକାର କୁ ଏପରି ଭାବରେ ଦେଖିବାକୁ ପାଇ ନିଶ୍ଚିତ ଆନନ୍ଦିତ ହେବେ।
ଯଦି ଆପଣ ଜଣେ ଯାତ୍ରାପ୍ରେମୀ ହୋଇଥିବେ ତେବେ ଜାଣିଥିବେ ଯେ ଯାତ୍ରା ଜଗତର କଥା କେତେ ମଜାଦାର ଏବଂ ମନୋରଂଜନ ପୂର୍ଣ୍ଣ ଅଟେ। ଏଠାରେ ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ଚରିତ୍ରର ଅଭିନୟକୁ ଦର୍ଶକ ପାଖରୁ ଉପଲବ୍ଧି କରିଥାନ୍ତି। ତେବେ ଯେତେବେଳେ ବି ଯାତ୍ରା ଜଗତର କୌଣସି କଥା ଆସେ ସେତେବେଳେ ଯାତ୍ରା ପ୍ରେମୀଙ୍କ ମନରେ ଭରି ଯାଇଥାଏ ଏକ ଭିନ୍ନ ଉତ୍ସାହ।
ଯାତ୍ରା ଦେଖିବାକୁ ଅନେକ ଲୋକ ବହୁତ୍ ପସନ୍ଦ କରନ୍ତି। ତେବେ ଅନେକ ଯାତ୍ରା ପ୍ରେମୀ ଅଛନ୍ତି ଯେଉଁମାନେ ସିନେମା ଅପେକ୍ଷା ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି। ଯାତ୍ରା ପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ।
ତେବେ ସେ ସିନେମା ଇଣ୍ଡଷ୍ଟ୍ରି ହେଉ କି ଯାତ୍ରା ଜଗତର କଥା ହେଉ, ଅଭିନୟ ଜଗତର କଳାକାର ବା ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ଭିନ୍ନ ଏବଂ ଆକର୍ଷିତ କଲା ଭଳି ହୋଇଥାଏ। ଲୋକେ ସେମାନଂକୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଂକୁ ଅନୁସରଣ ବି କରନ୍ତି। ତେବେ ଯାତ୍ରା ଦେଖିବାର ମଜା କିଛି ଅଲଗା।
ଯାତ୍ରା ଏକ ଏଭଳି ମନୋରଂଜନ ର ମଞ୍ଚ ଯାହା ଦର୍ଶକ ମାନଙ୍କୁ ତାର ଆକର୍ଷଣୀୟ ପ୍ରଦର୍ଶନ ରେ ବାନ୍ଧି ରଖିବାକୁ ସକ୍ଷମ ହୋଇଥାଏ। ଅନେକ ସୁନ୍ଦର୍ ସୁନ୍ଦର୍ କାହାଣୀ, ବିଷୟବସ୍ତୁ କୁ ନେଇ ପ୍ରସ୍ତୁତ ହୋଇଥାଏ ଯାତ୍ରା। ଯାହା ଅନେକାଂଶରେ ପାରିବାରିକ କଥାବସ୍ତୁ କୁ ନେଇ ଆଧାରିତ ହୋଇଥାଏ। ବେଳେବେଳେ କିଛି ଏମିତି ଦୃଶ୍ୟ ଯାତ୍ରାରେ ଦେଖିବାକୁ ମିଳେ ଯାହା ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ସମାଜର ବାସ୍ତବ ଛବିକୁ ପରିଚିତ୍ରଣ କରିଥାଏ।
।ଏହି ଭିଡିଓ ରେ ଦେଖିବାକୁ ମିଳୁଥିବା ଦୁଇ ଚରିତ୍ରଙ୍କ ଅଭିନୟ ଏଠାରେ ଆପଣ ଦେଖି ନିଶ୍ଚିତ ଖୁସି ହେବେ। ସୋସିଆଲ ମିଡିଆରେ ଏହି ଭିଡ଼ିଓଟି ବେଶ୍ ଭାଇରାଲ ହେବାରେ ଲାଗିଛି। ବେଶ୍ ଦୁଃଖଦ ସିନ ର ଏହି ଦୃଶ୍ୟ ଦେଖିଲେ ଆପଣ ଜାଣି ପାରିବେ କିପରି ଭାବରେ ଜୀବନ୍ତ ଅଭିନୟ କରୁଛନ୍ତି ଏହି କଳାକାର ମାନେ ଏବଂ ଗୀତରେ ଗୀତରେ ଡାନ୍ସ ମଧ୍ୟ କରୁଛନ୍ତି। ଯାତ୍ରାର ଏହି ଦୃଶ୍ୟକୁ ଦେଖିଲେ ଆପଣଙ୍କ ର ଯାତ୍ରା ଦେଖିବାକୁ ଆଗ୍ରହ ଆସିବ ନିଶ୍ଚିତ।
ସେହିଭଳି ତୁଳସୀ ଗଣନାଟ୍ୟ ଏକ ଯାତ୍ରାର କାହାଣୀ ଯାହାର ନାମ ହେଉଛି ସରୁନି ଗପ କି ସରୁନି ପାପ,ଏହି ଯାତ୍ରାର ଏକ ଇମୋଶନାଲ୍ ଡାନ୍ସ ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହାର ସୁନ୍ଦର୍ ଦୃଶ୍ୟ ଆପଣ ଏଠାରେ ଏହି ଭିଡିଓରେ ଦେଖିବାକୁ ପାଇବେ।ଏହି ଭିଡିଓ ରେ ଦେଖିବାକୁ ମିଳୁଥିବା ଦୁଇ ଚରିତ୍ରଙ୍କ ଅଭିନୟ ଏଠାରେ ଆପଣ ଦେଖି ନିଶ୍ଚିତ ଖୁସି ହେବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।