viral video – ଛି..ଛି..ସ୍ୱାମୀକୁ ଦିଲ୍ଲୀରେ ଛାଡି ଭୁବନେଶ୍ବର ବାର୍ ରେ ରାସଲୀଳା କରୁଛି ସ୍ତ୍ରୀ,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ ..
ଆଜିର ସମାଜରେ ଏ ନାରୀ ଜାତି ପୁରୁଷକୁ ନିଜ ହାତ ମୁଠାରେ ରଖିବା ସହ ନିଜ ଆଙ୍ଗୁଠିରେ ନଚାଇବା ପାଇଁ ଚେଷ୍ଟା କରୁଛନ୍ତି ଆଉ ନିଜ ମନ ମୁତାବକ ଯେକୌଣସି କାର୍ଯ୍ୟ କରିବା ପାଇଁ ପଛାଇ ଯାଉ ନାହାଁନ୍ତି। ପ୍ରତିଦିନ ଏହିଭଳି ଅନେକ ଘଟଣା ଆମ ସାମ୍ନାକୁ ଆସୁଛି।
କିଛି ଚାଲାକ୍ ଚତୁର ଯୁବତୀ ମାନେ ନିଜର ଅୟେସ ଆରାମ ଜିନ୍ଦେଗି ପାଇଁ ବଡ ବଡ ଧନୀ ଶିଳ୍ପପତି ମାନଙ୍କୁ ମିଠା ମିଠା କଥା କହି ନିଜ ପ୍ରେମ ଜାଲରେ ଫସାଇ ନିଜ ହାତ ମୁଠାକୁ ଆଣୁଛନ୍ତି। ଆଉ ତା ପରେ ମନ ଭରିଗଲା ପରେ ନିଜ ନିଜ ବାଟରେ ଚାଲି ଯାଉଛନ୍ତି। ଯୁବକମାନଙ୍କ ଉପରେ ଯୁବତୀ ମାନଙ୍କ ଚାଲାକି ଭାରି ପଡ଼ୁଛି। ଅନେକ ଏହିଭଳି ଘଟଣା ଆଜିକାଲି ଦେଖିବା ପାଇଁ ମିଳୁଛି।
ତେବେ ଏଠାରେ ମଧ୍ୟ ଠିକ୍ ସେହିଭଳି କିଛି ଘଟଣା ଘଟିଛି। ଏଠାରେ ପ୍ରେମିକ ଓ ପ୍ରେମିକା ନୁହେଁ ବରଂ ସ୍ବାମୀ ସ୍ତ୍ରୀ ମଧ୍ୟରେ କିଛି ଏଭଳି ଘଟିଛି। ଘଟଣାଟି ରାଜଧାନୀ ଦିଲ୍ଲୀ ସହରର। ଦିଲ୍ଲୀର ରୟାଲ ବର୍ଷା ଗ୍ରୁପ କମ୍ପାନୀର ୱନର ଡକ୍ଟର ଆଶୁତୋଷ ବିଜୟ।
ସେ ଜଣେ ବରିଷ୍ଠ ଶିଳ୍ପପତି। ସେ ଗତ ସେପ୍ଟେମ୍ବର ୨୦୨୧ ରେ ଭୂମିକା ସିଂହ ତନୁଜା ନାମକ ଏକ ଯୁବତୀକୁ ପ୍ରେମ ବିବାହ କରିଥିଲେ। କିଛି ଦିନ ଧରି ଖୁସିରେ ଘର ସଂସାର କରିବା ପରେ ଭୂମିକା ତାଙ୍କ ସ୍ଵାମୀଙ୍କୁ ଚଖମା ଦେଖାଇ ସବୁ ଧନ ସଂପତ୍ତି ଲୁଟି ନେଇ ଭୁବନେଶ୍ୱର ଚାଲିଗଲେ। ଏମିତିକି ସ୍ବାମୀଙ୍କ ନାରେ ଓଲଟା ଭୁବନେଶ୍ୱର ଥାନାରେ କେଶ କଲେ।
ଭୂମିକା ଲୋ ପଢିଥିବା ବେଳେ ନିଜକୁ ଏକ ଆଡଭୋକେଟର ପରିଚୟ ଦେଇଥିଲେ। ଏମିତିକି ସେ ପୂର୍ବରୁ ବିବାହ କରିଥିବା ବେଳେ ନିଜ ପ୍ରଥମ ସ୍ବାମୀଙ୍କୁ ଛାଡପତ୍ର ନ ଦେଇ ଶିଳ୍ପପତି ଡକ୍ଟର ଆଶୁତୋଷ ବିଜୟକୁ ନିଜ ପ୍ରେମ ଜାଲରେ ଫସାଇ ବିବାହ କରିଥିଲେ।
ଧିରେ ଧିରେ ଆଶୁତୋଷ ଭୂମିକାଙ୍କ ବିଷୟରେ ଗୋଟିଏପରେ ଗୋଟିଏ ରୋଚକ ତଥ୍ୟ ପାଉଥିଲେ।ଆଉ ଏହା ପରେ ସବୁ କିଛି ଲୁଟି ନେଇଥିଲେ ଏଇ ଚତୁରୀ ଯୁବତୀ ଜଣକ।ଆଉ ଏବେ ଜଣା ପଡୁଛି ଏହି ଚାଲାକ୍ ଚତୁର ଯୁବତୀ ଜଣକ ଭୁବନେଶ୍ୱରର ଏକ ବାରରେ ଡାନ୍ସ କରିବା ସହ ନିଜ ପୁରୁଣା ପ୍ରେମିକ ସହ ମଜା ମସ୍ତି କରୁଛନ୍ତି।
ତେବେ ଶିଳ୍ପପତି ଡକ୍ଟର ଆଶୁତୋଷ ବିଜୟ କହିବା କଥା ସେ ତାଙ୍କୁ ଛାଡପତ୍ର ଦେଇ ସବୁ ସମ୍ପର୍କ ଛିନ୍ନ କରନ୍ତୁ। ମୋର ତ ସବୁ ଲୁଟିନେଲା ଏବେ କଣ ପାଇଁ ମୋତେ ହଇରାଣରେ ପକାଉଛି। ମତେ ନ୍ୟାୟ ଦରକାର। ଏ ନେଇ ଆଶୁତୋଷ କୋର୍ଟରେ ଭୂମିକାଙ୍କ ନାରେ କେଶ ଫାଇଲ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଶିଳ୍ପପତି ଆଶୁତୋଷଙ୍କୁ ନ୍ୟାୟ ମିଳୁଛି କି ନାଇ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।