ଦେଖନ୍ତୁ Shocking ଭିଡ଼ିଓ : ହେ ଭଗବାନ ପୁଣି Garba ଖେଳୁ ଖେଳୁ ଚାଲିଗଲା ଜୀବନ…! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଯେତେ ବେଳେ ଖୁସି ର ମାହଲ ଆସେ ସେତେ ବେଳେ ସମସ୍ତେ ମୋତୁ ଆଲା ହୋଇ ଯାଇଥାନ୍ତି ମୌଜ ଆଉ ମୋଜଲିସ କରିବା ପାଇଁ ଆଉ ହସ ଖୁସି ରେ ମଧ୍ୟ ମାତି ଯାଇ ଥାନ୍ତି ସମସ୍ତେ । ଆଉ ସେହି ଖୁସି ପଛ ରେ ଯେ କେତେ ଦୁଃଖ ଲୁଚିକି ରହିଛି ତାହା କିଏ ବା କହି ପାରିବ ।

ଆଉ ଯେଉଁଠି ଏହି ଭିଡ଼ିଅ କୁ ଦେଖିଲେ ଆପଣ ମାନେ ବେଶ ଭଲ ଭାବରେ ଜାଣି ପାରିବେ ଆଉ ଯେଉଁଠି ନାଚୁ ଥିବା ସମୟ ରେ ଯୁବକ ଜଣ ଙ୍କୁ ଆସି ଯାଇଥିଲା ହାର୍ଟ ଆଟାକ , ଆଉ ଯାହା ଫଳ ରେ ଘାଟଣା ସ୍ଥଳ ରେ ଚାଲି ଯାଇ ଥିଲା ଯୁବକ ଜଣ ଙ୍କ ର ଜୀବନ । ସୋସିଆଲ ମିଡିଆ ରେ ଏଭଳି ଏକ ଭିଡିଓ ଭାଇରାଲ ହେବା ରେ ଲାଗିଛି ଯାହା ବିଷୟ ରେ ଆପଣ ବି ଶୁଣିଲେ ହେଇଯିବେ ଆଶ୍ଚର୍ଯ୍ୟ ।

ଏ ଭଳି ଏକ ଅଭାବନୀୟ ଘଟଣା ଟି ଦେଖିବା କୁ ମିଳିଛି ଗୁଜୁରାଟ ର ଆଲନ୍ଦ ଜିଲ୍ଲା ରେ ଆଉ ଯେଉଁଠି ଦେଖିବା କୁ ମିଳିଥିଲା କି 21 ବର୍ଷୀୟା ଯୁବକ ବୀରେନ୍ଦ୍ର ସିଂହ ଗରବା ଖେଳୁଥିବା ର ଦେଖିବା କୁ ମିଳି ଥିଲା । ଆଉ ଯେ ହେତୁ ପୂଜା ଆଉ ଉତ୍ସବ ର ମାହଲ ଥିଲା ସେଥି ପାଇଁ ସମସ୍ତେ ମଧ୍ୟ ବେଶ ଖୁସି ଥିଲେ ।

ଆଉ ନାଚ ରେ ପୁରା ପୁରି ନିଜ କୁ ଝୁମେଇ ଦେଇ ଥିଲେ ଏହି ଯୁବକ ଙ୍କ ସମେତ ଘଟଣା ସ୍ଥଳ ରେ ଉପସ୍ଥିତ ଥିବା ସମସ୍ତ ଲୋକ ମାନେ ଆଉ ସେହି ନାଚୁ ନାଚୁ ଘଟି ଯାଇ ଥିଲା କିଛି ଏଭଳି ଘଟଣା ଯାହା ବିଷୟରେ ଆପଣ ସ୍ବପ୍ନ ରେ ସୁଦ୍ଧା କୋଳନା କରି ଣ ଥିବେ ।

ତେବେ ଏଠାରେ ଦେଖିବାକୁ ମିଳିଛି କି ଗରବା ନାଚୁ ଥିବା ବେଳେ ଯୁବକ ଜଣଙ୍କର ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଆଉ ଯାହା ଫଳରେ ନାଚୁ ନାଚୁ ଯୁବକ ଜଣ ଙ୍କ ସମସ୍ତ ଙ୍କ ସାମ୍ନା ରେ ପଡି ଯାଇଥିଲେ । ଆଉ ଯାହା ଫଳରେ ଘଟଣା ସ୍ଥଳରେ ଯୁବକ ଜଣଙ୍କ କେମିତି ହୋଇ ଯାଇଥିଲେ । ଆଉ ଯେଉଁଥି ପାଇଁ ଯୁବକ ଜଣ ଙ୍କୁ ସାଙ୍ଗେ ସାଙ୍ଗେ ହସ୍ପିଟାଲ କୁ ମଧ୍ୟ ନିଆ ଯାଉଥିବାର ଦେଖିବା କୁ ମିଳିଥିଲା ।

ଆଉ ଯାହା ଜଣା ପଡିଛି କି ଡାକ୍ତର ଙ୍କ ପାଖରେ ପହଂଚିବା ପୂର୍ବରୁ ରାସ୍ତା ରେ ଯୁବକ ଜଣଙ୍କର ଚାଲି ଯାଇଥିଲା ଜୀବନ ତେବେ ଏଭଳି ହଠାତ ଯୁବକ ଜାଣ ଙ୍କର ଜୀବନ ଯିବା ପଚାରେ ହାର୍ଟ ଆଟାକ ଦାୟି ବୋଲି କହିଛନ୍ତି ।ଡକ୍ଟର ଜଣଙ୍କ ଆଉ ଯାହା ଜଣା ପଡିଛି କି ଏଭଳି ବି ମୃତ୍ୟୁ ଆସିପାରେ ବୋଲି କେହି ବିଶ୍ୱାସ କରି ପାରିବେ ନାହିଁ । ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।