ଛିଃ..ଛିଃ…ମୁଁ 60 ବର୍ଷରୁ ବୃଦ୍ଧାଙ୍କୁ ବିଭାହ କରିବାକୁ ଚାହୁଁଛି,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟହୋଇଯିବେ। ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ

ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଅନେକ ଘଟଣା ସମ୍ପର୍କ ରେ ଅବଗତ ହୋଇ ଥାଉ କିନ୍ତୁ ବେଳେ ବେଳେ କିଛି ଏମିତି ଘଟଣା ଶୁଣିବାକୁ ମିଳେ ଯାହା ଖୁବ ଆଶ୍ଚର୍ଯ୍ୟ ଜନକ ହୋଇ ଥାଏ | ଆପଣ ତ ଜାଣିଛନ୍ତି ପ୍ରେମ ଏକ ପବିତ୍ର ସମ୍ପର୍କ ହୋଇ ଥାଏ ଯେଉଁଥିରେ ଭୁଲ କଣ ଠିକ କଣ ତାହା କିଛି ମଧ୍ୟ ଜାଣି ହୁଏ ନାହିଁ |

କିନ୍ତୁ ଆଜି କାଲି ର ଯୁଗରେ ପ୍ରେମ ଆଉ ପବିତ୍ର ସମ୍ପର୍କ ହୋଇ ନାହିଁ ପ୍ରେମ କେହି କାହାର ସମ୍ପର୍କ ମଧ୍ୟ ଆଉ ଦେଖୁ ନାହାଁନ୍ତି |ଏମିତି କି ବିବାହ କରି ସାରିଲେ ମଧ୍ୟ ଅନ୍ୟ କାହା ପ୍ରେମ ସମ୍ପର୍କ ରେଏଭଳି ଏକ ଘଟଣା କେନ୍ଦୁଝର ଜିଲ୍ଲା ଘଷିପଦା ଥାନା କେଶୋଧୁରାପାଲୋ ଗାଁ ନିକଟରେ ଘଟିଛି |

ସୂଚନା ଅନୁସାରେ ଶାମୁକା ନିନି ପଞ୍ଚାୟତ ରେ ହୋମପଦା ଗାଁ ର ଯୁବକ ଛଅ ମାସ ତଳେ ବିବାହ କରିଥିଲେ କିନ୍ତୁ ସେ ତାପରେ ମଧ୍ୟ ସେ ଯାଜପୁର ଜିଲ୍ଲା ଟମକା ଥାନା ସମର୍ପିତ ଗାଁ ର ଜଣେ ମହିଳା ଯାହାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛି ତାକୁ ଭଲ ପାଉଛନ୍ତି ବୋଲି ଦାବି କରିଥିଲେ |

ଆଉ ସେ ଯୁବକ ଜଣଙ୍କ ଏହା ମଧ୍ୟ କହିଥିଲେ କି ସେ ବାପା ମା ଙ୍କୁ ମଧ୍ୟ ଭୁଲି ଯାଇ ପାରନ୍ତି କିନ୍ତୁ ସେ ମହିଳା ଜଣଙ୍କୁ ଭୁଲିପାରିବେ ନାହିଁ |ସେ ଯୁବକ ଜଣଙ୍କ କହିଛନ୍ତି କି ସେ ଯେତେବେଳେ ହାଣ୍ଡିଆ ଖାଇକି ଘରକୁ ଖୁସିରେ ଫେରୁ ଥିଲେ ସେତେବେଳେ ମହିଳା ଜଣଙ୍କ ତାଙ୍କୁ ରାସ୍ତାରେ ଅଟକାଇ ଥିଲେ ଆଉ ତାଙ୍କ ସହ ଗାଡ଼ିରେ ବସିକି ଯାଇ ଥିଲେ |

ଦୁହେଁ ପରସ୍ପର କୁ ଭଲ ପାଆନ୍ତି ବୋଲି ମଧ୍ୟ କହି ଥିଲେ ଆଉ ତାଙ୍କ ଭିତରେ ସମ୍ପର୍କ ମଧ୍ୟ ଅଛି ଆଉ ଏବେକା ସମୟରେ ଯୁବକ ଜଣଙ୍କ କହିଛନ୍ତି କି ତାଙ୍କୁ ନ ପାଇଲେ ମୁଁ ମରିଯିବି |କିନ୍ତୁ ଅନ୍ୟ ପଟରେ ମହିଳା ଜଣଙ୍କ କହିଛନ୍ତି ମୁଁ ତାଙ୍କ ଗାଡ଼ିରେ ବସିକି ଯାଇ ଥିଲି କିନ୍ତୁ ମତେ ଅନୁଭବ ହେଲାକି ସେ ମତେ ଅପହରଣ କରି ନେଇ ଯାଉଛନ୍ତି!

ତେଣୁ ମୁଁ ଏକ କାଚ ବୋତଲ ରେ ତାକୁ ଆଘାତ କରି ଥିଲି | ମୋର ଦୁଇଟି ଛୁଆ ଅଛନ୍ତି ଆଉ ମୋର ତା ସହିତ କୌଣସି ସମ୍ପର୍କ ନାହିଁ ବୋଲି ମହିଳା ଜଣଙ୍କ କହିଛନ୍ତି | ବର୍ତ୍ତମାନ ସମୟରେ ପୋଲିସ ପହଞ୍ଚି ଘଟଣା ର ତଦନ୍ତ ଜାରି ରଖିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ରହିବାକୁ ପଛାଉ ନାହାଁନ୍ତି ଆଉ ପ୍ରେମ ରେ ନିଜେ ଜନ୍ମ କରି ଥିବା ଛୁଆ କଥା ମଧ୍ୟ ଭୁଲି ଯାଉଛନ୍ତି | ଏଭଳି ଘଟଣା ଅନେକ ସାମ୍ନାକୁ ଆସୁଛି ଯାହା ସମାଜ ପାଇଁ ଖୁବ ଲଜ୍ୟା ଜନକ ଅଟେ | ତେବେ ପୁଣି ଏକ ସେଭଳି ଘଟଣା ଆସି ପହଞ୍ଚିଛି ଯେଉଁଠି ଜଣେ ଯୁବକ ଦୁଇ ମା ର ଛୁଆ ଉପରେ ପାଗଳ ହୋଇ ଯାଇଛି | ତେବେ ଆସନ୍ତୁ ପୁରା ଘଟଣା ଟି ଉପରେ ନଜର ପକାଇବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !