Exclusive video -ସାମ୍ନାକୁ ଆସିଲା ନନ୍ଦିନୀଙ୍କ ମିଛ ଡ୍ରାମା ! ମୁଁ ନନ୍ଦିନୀ, ମୋର ନିନ୍ଧା କେବେବି ହେବାକୁ ଦେବିନି,ସେଥିପାଈଁ ମତେ ଯେତେ ମିଛ କହିବାକୁ ପଡିବ ମୁଁ କହିବି ।,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଦିନକୁ ଦିନ ନବ ବିବାହିତା ବୋହୂ ନନ୍ଦିନୀ ପ୍ରଧାନ ସ୍ଵାମୀ ବଳରାମ ଦାସଙ୍କୁ ସର୍ବ ସାଧାରଣଙ୍କ ସାମ୍ନାରେ ମାଡ ମାରି ଫେରାର ହୋଇଯିବା ଘଟଣାକୁ ନେଇ ଚର୍ଚ୍ଚା ବଢ଼ି ବଢ଼ି ଚାଲିଛି। ବିବାହର ଗୋଟିଏ ଦିନ ପରେ ନବ ବିବାହିତା ବୋହୂ ନନ୍ଦିନୀ ସ୍ୱାମୀଙ୍କ ସହିତ ମନ୍ଦିର ଯିବା ବାହାନାରେ ସ୍ୱାମୀଙ୍କୁ ପରିବାର ଲୋକଙ୍କ ସହାୟତାରେ ମାଡ ମାରି ଘରୁ ସବୁ ସୁନା ଗହଣା ଏବଂ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ।

ଯେଉଁ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏ ନେଇ ସ୍ଵାମୀ ବଳରାମ ନନ୍ଦିନୀଙ୍କ ନାଁରେ ଥାନରେ ଅଭିଯୋଗ କରିଥିଲେ। ତେବେ ଏହି ପ୍ରସଙ୍ଗକୁ ନେଇ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି।

 ତେବେ ଏ ନେଇ ନବବଧୂ ନନ୍ଦିନୀ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଥିଲେ ଯେ ତାଙ୍କ ସ୍ଵାମୀ ଗୋଟିଏ ଓଲା କଥା କହିଲେ ତାଙ୍କର ପାଟି ଲାଗେନି। ସେ ମା ବୋଲକରା ମା ଯାହା କହେ ସେ ସେୟା କରେ। ରଙ୍ଗ ମିସ୍ତ୍ରୀ ହେଇ ସେ ମତେ ବିଲଡର ବୋଲି କହିଥିଲେ। ମୁଁ ତାଙ୍କୁ ଆଗରୁ ଜାଣି ନଥିଲି। ତାଙ୍କ ଶାଶୁ ତାଙ୍କୁ ଭାତ ଆଉ ଆଚାର ଖାଇବାକୁ ଦେଇଥିଲେ। ଆଉ ସେଥି ପାଇଁ ନନ୍ଦିନୀ ଶାଶୁ ଘର ଛାଡ଼ି ଚାଲି ଆସିବାର ଗଣ ମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଥିଲେ।

କିନ୍ତୁ ଏ ସବୁ ପରେ ଏହାର ଜବାବ ରଖିଥିଲେ ନନ୍ଦିନୀଙ୍କ ସ୍ଵାମୀ ବଳରାମ। ଏଥି ସହ ବିବାହ ପୂର୍ବରୁ ନନ୍ଦିନୀଙ୍କ ସହିତ କରିଥିବା ହ୍ଵାଟସ୍ପ ଚାଟିଂ ମଧ୍ୟ ଗଣ ମାଧ୍ୟମ ସାମ୍ନାରେ ରଖିଥିଲେ। ଜେଇଁଥିରେ ନନ୍ଦିନୀ ବିବାହ ପୂର୍ବରୁ ବଳରାମଙ୍କୁ ବେବି ବେବି ଡାକୁଥିଲେ।

 ଆଇ ଲଭ ୟୁ, ଆଇ ମିସ୍ ୟୁ, ଆଇ କିସ୍ ୟୁ ବୋଲି କହୁଥିଲେ। ଏମିତିକି ନିଜ ସୁନ୍ଦର ଫୋଟ ଦେଇ ଗୁଡ଼ ମୋର୍ଣିଂ ଜାନୁ ଏବଂ ଗୁଡ୍ ନାଇଟ୍ ଧନ ବୋଲି କହୁଥିଲେ। ବଧୁଏ ନନ୍ଦିନୀ ଭୁଲି ଯାଇଥିଲେ ଥରେ ମିଛ କହିଲେ ବାରମ୍ବାର ମିଛ କହିବାକୁ ପଡ଼ିଥାଏ।

କିନ୍ତୁ ଏବେ ନନ୍ଦିନୀଙ୍କ ବିରୁଦ୍ଧରେ ଦୁଇ ଦୁଇଟି ଥାନାରେ ଏତଲା ୬ ଟି ଦଫା ମଧ୍ୟ ଲାଗିଛି ନନ୍ଦିନୀଙ୍କ ନାଁରେ। କିନ୍ତୁ ଏତିକି ବେଳେ ଗୋପନରେ ଲୁଚି ଯାଇଛନ୍ତି ନନ୍ଦିନୀ।୧୨ ତାରିଖରେ ବାହା ହୋଇଥିବା ବେଳେ ୧୩ ତାରିଖରେ ଫେରାର ହୋଇ ଯାଇଥିଲେ ନନ୍ଦିନୀ।

ଆଉ ତା ପରେ କେଉଁଟି ଗୋପନରେ ରହି ଯାଇଛନ୍ତି ନନ୍ଦିନୀ। ଶାଶୁ ଘର ଲୋକଙ୍କ ଅଭିଯୋଗ ଯଦି ସତ ହୋଇଥାଏ ସତରେ ଯଦି ନନ୍ଦିନୀ ଶାଶୁଘରୁ ସୁନା ଗହଣା ଟଙ୍କା ପଇସା ଧରି ଫେରାର ହୋଇଯାଇଥିବେ ତେବେ ଗୋପନରେ ନନ୍ଦିନୀ ବସି ଭାବୁଥିବେ ଯିଏ ଯାହା କହୁ ମୋର ଢୋ।

ଆଉ ସେପଟେ କୁଆଡେ ନନ୍ଦିନୀଙ୍କ ଭିଣୋଇ ବଳରାମଙ୍କୁ ଧମକ ଦେଉଛନ୍ତି। ତେବେ ଏତେସବୁ ପରେ ଦେଖିବାକୁ ବାକି ରହିଲା ପୋଲିସ୍ କେବେ ନନ୍ଦିନୀଙ୍କୁ ଧରିବାରେ ସଫଳ ହେଉଛି ଏବଂ ପ୍ରକୃତ ସତ୍ କେବେ ସାମ୍ନାକୁ ଆସୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।