ଏମିତି ଝିଅ ବିଦା ଗୀତ ଆପଣ କେବେ ଶୁଣି ନ ଥିବେ । ଗୀତ ସୁଣିଲେ ଆପଣଙ୍କ ଆଖିରୁ ଲୁହ ଆସି ଯିବ..ଥରୁଟିଏ ଭିଡ଼ିଓ କୁ ନିଶ୍ଚୟ ଦେଖନ୍ତୁ ..
ଆଜି କାଲି ଯୁଗରେ ବିବାହ ଆଉ ବିବାହ ହିସାବ ରେ ନାହିଁ । କାରଣ ବାହାଘର ରେ ଆଗରୁ ଯେଉଁ ଇମସୋନାଲ ସୀନ ଦେଖିବା ପାଇଁ ମିଳି ଥାଏ । ତାହା ଏବେ ଆଉ ଦେଖିବା ପାଇଁ ମିଳୁ ନାହିଁ । ଆମେ ଏହା କହିବା ପାଇଁ ଚାଂହୁଁଚୁ ଆଗ କାଳରେ ଝିଅ ମାନେ ବିବାହ କରିବା ସମୟ ରେ ବହୁତ ମନ ଦୁଃଖ ରେ ରହୁ ଥିଲେ । କାରଣ ସେମାନେ ଜାଣି ଥିଲେ ବିବାହ ପରେ ନିଜ ଘର ହୋଇ ଯାଏ ପର ଘର ।
ଆଉ ପର ଘରକୁ ନିଜ ଘର କରିବା ପାଇଁ ପଡି ଥାଏ । ପିଲାଟି ଦିନ ରୁ ଯେଉଁ ଘରେ ରହି ଝିଅ ସବୁ କିଛି ସେହ୍ନ ଶ୍ରଦ୍ଧା ପାଇ ଥାଏ । ତାହା କେବେ ଶାଶୁ ଘରେ ସେ ପାଇବ ନାହିଁ ବୋଲି ଭାବି ବହୁତ ମନ ଦୁଃଖ କରି ଥାଏ । ଆଉ ବାହା ହେଇ ଘରୁ ଗୋଡ଼ କାଢ଼ିବା ସମୟ ରେ ସେ ସବୁ କଥା ମନେ ପକେଇ ବହୁତ କାନ୍ଦି ଥାଏ । କିନ୍ତୁ ଆଜି କାଲି ଦୁନିଆ ରେ ଝିଅ ମାନେ କାନ୍ଦୁ ନାହାନ୍ତି । ଆହୁରି ଖୁସି ହେଉଛନ୍ତି । ବିବାହ ବେଦି ରେ ଦରକାର ପଡ଼ିଲେ ନାଚି ଦେଉ ଛନ୍ତି ।
ଆପଣ ମାନେ ଏବେ ଗୋଟେ ଭିଡିଓ ଭାଇରାଲ ହୋଇ ଥିଲା ଦେଖି ଥିବେ । ଝିଅ ବିବାହ ପାର୍ଟି ରେ ଉଁ ଅଣ୍ଟା ବା ମା ମା ଗୀତରେ ନାଚୁଛି । ମନରେ ତାର ଟିକେ ହେଲେ ମଧ୍ୟ ଦୁଃଖ ନାହିଁ । ଏ ହେଉଛି ଆଜି କାଲି ଯୁଗର ଘଟଣା । ତେବେ ସତରେ ଗୋଟାଏ କଥା ଚିନ୍ତା କରନ୍ତୁ ।
ଗୋଟେ ଝିଅ କେତେ ଦୁଃଖ ରେ ରହି ଥାଏ । ପ୍ରଥମେ ସେ ଝିଅ ତୋ ସେ କାହାର ଭଉଣୀ । ପୁଣି ସେ ବିବାହ ପରେ କାହାର ସ୍ତ୍ରୀ ତ ପୁଣି କେତେ ବେଳେ ମା । କେତେଟା ରୂପ ତାର ଦେଖି ପାରୁ ଛନ୍ତି । ଝିଅ ଗୋଟେ ବାହା ହେଇ ସାରିବା ପରେ ତାର ସ୍ୱାମୀ ଯଦି ଖରାପ ପଡି ଗଲା ତାହାଲେ କଥା ସବୁ ସରିଲା । ତେଣୁ ଝିଅ ଜୀବନ ବହୁତ ଦୁଃଖ ।
ତେବେ ଆଜି ଆମେ ଏତେ କଥା ହେବାର କାରଣ । ଆଜି ଏକ ଗୀତ ରିଲିଜ ଏହି ଝିଅ ବିବାହ ର ଶେଷ ମୁହୂର୍ତ୍ତ କୁ ନେଇ ତିଆରି ହୋଇଛି । ଯାହା ଗୀତଟି ଆପଣ ସୁଣିଲେ ବହୁତ କାନ୍ଦିବେ , ତେବେ ଗୀତ ଟି ହେଉଛି , “ବାପା ବାପା ଆଉ କିଏ ଡାକିବ ଆଉ , ମୋ ଝିଅ ସଜୀବ ଆଉ କା ବହୁ ,
ପିନ୍ଧି ଶଙ୍ଖା ସିନ୍ଦୁର ଯିବ ଆଉ କା ସାଥେ କରି ଆମକୁ ପର । ଗୀତ ଟି ହିଉମାନ ସାଗର ଗାଇ ଛନ୍ତି । ତେଣୁ ଆପଣ ମାନେ ଏହି ଗୀତ ଟିକୁ ଶୁଣି ବହୁତ ମଜା ନିଅନ୍ତୁ । ସବୁ ବେଳେ ଗୀତ ଶୁଣନ୍ତୁ ଆଉ ସବୁ ସମୟ ରେ ଖୁସି ରେ ରୁହନ୍ତୁ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।