ଏ ଦୁନିଆ ରେ ସବୁ ଲୋକୋ ଙ୍କ ପାଖରେ କିଛି ନା କିଛି ଅଲଗା ଗୁଣ ରହିଛି। ଏହା ଅଧିକାଂଶ କ୍ଷେତ୍ରରେ ସେମାନଙ୍କ ର ଚାଲି ଚଳନ ରୁ ଜଣା ପଡିଯାଇ ଥାଏ। କାହିଁକି ନା ସମସ୍ତଙ୍କ ର ଚାଲି ଚଳନ ସମାନ ହୋଇ ନାଥାଏ। ସେହି ଚାଲି ଚଳନ ଦ୍ୱାରା ହିଁ ବ୍ୟକ୍ତିର ସ୍ଵଭାଵ ବିଷୟରେ ଜାଣି ହୁଏ। ସାଧାରଣତ ପ୍ରତ୍ୟକ ଲୋକ ର ନାଭି ଅଲଗା ଅଲଗା ପ୍ରକାର ର ହୋଇ ଥାଏ। ତେବେ ଆଜି ଆମେ ସେହି ନାଭି କୁ ନେଇ ଲୋକୋ ମାନଙ୍କ ର ସ୍ଵଭାଵ ବିଷୟରେ ଆଳିଚନା କରିବା।
ଓଭରାଲି ନାଭି।
ଏହି ନାଭି ଥିବା ବ୍ୟକ୍ତି ମାନେ ସାଧାରଣତଃ ଦୁର୍ବଳ ପ୍ରକୃତି ର ହୋଇ ଥାନ୍ତି। ଏମାନେ ଟିକେ ଟିକେ କଥା ରେ କାନ୍ଦି ପକାଇ ଥାଆନ୍ତି। ଏମାନଙ୍କ ର ସର୍ବଦା ନୂଆ ନୂଆ ଜିନିଷ ଜାଣିବାକୁ ଇଛା ଥାଏ। ହେଲେ ସେମାନେ ନିଜର ମନ ର କଥା କାହା ଆଗରେ ପ୍ରକାଶ କରନ୍ତି ନାହିଁ। ଏମାନେ ସବୁ କଥା କୁ ନେଇ ଚିନ୍ତିତ ହୋଇ ପଡନ୍ତି।
ବହୁତ ଗଭୀର ଥିବା ନାଭି।
ଏହି ନାଭି ଥିବା ଲୋକ ମାନେ ବହୁତ ଦିଲବାଲା ହୋଇ ଥାଆନ୍ତି। ଏମାନେ କଠିନ ପରଶ୍ରମ କରନ୍ତି। ହେଲେ କାହା ଆଗରେ ଏ ବିଷୟରେ ପ୍ରକାଶ କରନ୍ତି ନାହିଁ। ଏମାନେ ସମସ୍ତ ପରିବେଶ ରେ ଭଲ ଭାବେ ଖାପ ଖୁଆଇ ଚଳିଥାନ୍ତି। ଏମାନେ ବହୁତ ଦୟାଳୁ ପ୍ରକୃତି ର ହୋଇ ଥାଆନ୍ତି ଓ ସମସ୍ତ ଙ୍କୁ ଭଲ ପାଇବା ଦେଇ ଥାଆନ୍ତି।
ବିରୋଧ ନାଭି।
ଏଭଳି ନାଭି ଥିବା ବ୍ୟକ୍ତି ମାନେ ବହୁତ ଧୀର ସ୍ଵଭାଵ ର ହୋଇ ଥାଆନ୍ତି। ଏଭଳି ବ୍ୟକ୍ତି ମାନେ ସର୍ବଦା ପରର ଉପକାର କରିଥାନ୍ତି। ସେଥି ପାଇଁ ସର୍ବଦା ଏମାନେ ଅନ୍ୟମାନଙ୍କ ର ଧ୍ୟାନ ଆକର୍ଷଣ କରି ଥାଆନ୍ତି। ଏମାନେ ସମସ୍ତ ଙ୍କ ଖୁସିରେ ଖୁସି ହୋଇ ଥାଆନ୍ତି ଓ ସବୁ ସମ୍ପର୍କ ବହୁତ ଭଲ ଭାବରେ ନିଭାଇ ଥାଆନ୍ତି।
ଛୋଟ ନାଭି।
ଏଭଳି ନାଭି ଥିବା ଲୋକ ମାନେ ବହୁତ ଚାଲାକ ଓ ଚତୁର ହୋଇ ଥାଆନ୍ତି। ନିଜ କଥା କୁ ଏମାନେ ସର୍ବଦା ଲୁଚାଇ ରଖି ଥାଆନ୍ତି। ଏମାନେ ନିଜ ଭିତରେ ସକାରାତ୍ମକ ଚିନ୍ତା ଧାରା ଆଣିଥାନ୍ତି ଓ ସବୁ ବେଳେ କିଛି ନୂଆ କରିବାକୁ ଚେଷ୍ଟା କରି ଥାଆନ୍ତି। ଏମାନେ ସବୁ ଲୋକ ମାନଙ୍କ ର ପ୍ରିୟ ହୋଇ ଥାନ୍ତି।
ତଳୁଆ ନାଭି।
ଏଭଳି ନାଭି ଥିବା ଲୋକ ମାନେ ବହୁତ ଅଳସୁଆ ହୋଇ ଥାଆନ୍ତି। ଅଳସୁଆ ହେବା ଯୋଗୁଁ ଏମାନେ ସର୍ବଦା ଦୁଃଖ ପାଇଥାନ୍ତି। ଏମାନେ କୌଣସି ବି କ୍ଷେତ୍ରରେ ସଫଳତା ପାଇ ପାରନ୍ତି ନାହିଁ। ତେଣୁ ଏମାନେ ସର୍ବଦା ଅନ୍ୟ ମାନଙ୍କ ଉପରେ ନିର୍ଭର କରନ୍ତି। ଯାହା ଫଳରେ ଏମାନେ ଜୀବନରେ ସର୍ବଦା ଦୁଃଖ କଷ୍ଟ ରେ ଜୀବନ ବିତାଇ ଥାଆନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।