Jio ଗ୍ରାହକଙ୍କ ପାଇଁ ଖୁସି ଖବର, ମାତ୍ର 1 ଟଙ୍କା ରିଚାର୍ଜ କଲେ 30 ଦିନର ଭ୍ୟାଲିଡିଟି ସହିତ ପାଇବେ ଡାଟା…Jio ସିମ୍ ବ୍ୟବହାର କରୁଥିଲେ ଶୀଘ୍ର ଦେଖନ୍ତୁ
ଜିଓ ଗ୍ରହକ ପାଇଁ ଖୁସି ଖବର । ଜିଓ ରେ ଏବେ ଜଉ ଅଫର ଛାଡିଛି , ତାହା ଆପଣ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯିବେ । ଜିଓ ଯେତେ ବେଳେ ପ୍ରଥମେ ଭାରତ କୁ ଆସି ଥିଲା । ସେତେ ବେଳେ ପ୍ରଥମେ ସମସ୍ତଙ୍କୁ ଫ୍ରି ଡାଟା ସହିତ ଆନ ଲିମିଟେଡ଼ କଲ ସେବା ଯୋଗେଇ ଦେଇ ଥିଲା । ପୁଣି ଜିଓ ର ଅଧିକ ରୁ ଅତ୍ୟଧିକ ଜିଓ ଗ୍ରାହକ ହେବାରୁ , ଜିଓ ପ୍ଲାନ ଗୁଡିକ ପଇସା ରେ କିଣିବା ପାଇଁ ପଡୁ ଥିଲା ।
ଏହି କିଛି ଦିନ ପୂର୍ବରୁ ଆପଣ ମାନେ ଜାଣି ଥିବେ ଜିଓ ପ୍ୟାକେଜ ଗୁଡିକ ଦର ଦାମ ବୃଦ୍ଧି କରି ଦେଇ ଥିଲା । କିନ୍ତୁ ଏବେ ଆପଣ ଏକ ଟଙ୍କା ରେ 30 ଦିନ ପର୍ଯ୍ୟନ୍ତ ଆପଣ ଜିଓ ସିମ ଟିକୁ ଜୀବିତ ରଖି ପାରିବେ । ତେବେ ବନ୍ଧୁ ମାନେ ଆସନ୍ତୁ ଜାଣିବା ଜିଓ ବିଷୟରେ ।ଜିଓ ଆଣିଛି ବମ୍ଫର ଅଫର । ଏବେ ଏକ ଟଙ୍କାରେ ଆପଣ 30 ଦିନ ପର୍ଯ୍ୟନ୍ତ ଜୀବିତ ରଖି ପାରିବେ । ତା ସହିତ ଆପଣ 100 ଏମ୍ବି ଡାଟା ମଧ୍ୟ ପାଇ ପାରିବେ ।
ସେହି ଭଳି ଆପଣ ଯଦି 10 ଟଙ୍କା ପକାଇବେ ତାହାଲେ ଆପଣ 7 ଟଙ୍କା ର ଟୋକ ଟାଇମ ପାଇ ପାରିବେ । ଠିକ ସେହି ଭଳି ଯଦି ଆପଣ 20 ଟଙ୍କା ଆପଣ ପକାଉ ଛନ୍ତି ତାହାଲେ ଆପଣ 14 ଟଙ୍କା ର ଟକ ଟାଇମ ପାଇ ପାରିବେ । ତେବେ ଆପଣ ଏହି ସୁବିଧା ଗୁଡିଓ ମାଈ ଜିଓ ଆପ ରେ ପାଇ ପାରିବେ । ଏବେ ଗରିବ ଲୋକଙ୍କ ପାଇଁ ମଧ୍ୟ ଜିଓ ବହୁତ ସୁବିଧା କରି ଦେଲା । ତେବେ ଏକ ମାସ ପୂର୍ବରୁ ଜିଓ ର ସେବା ଗୁଡିକ ବହୁତ ଦାମ ହୋଇ ଯାଇ ଥିବା ବେଳେ ଏବେ କିନ୍ତୁ ଏହି ଏକ ଟଙ୍କିଆ ପ୍ଲାନ ଦେଖି ସାରିବା ପରେ ଜିଓ ଗ୍ରାହକ ବହୁତ ଖୁସି ହୋଇ ଯାଇ ଥିବେ । ତେବେ ବନ୍ଧୁ ମାନେ ଆସନ୍ତୁ ଜିଓ ବିଷୟରେ ଆଉ କିଛି ଜାଣି ନେବା ।
ପ୍ରକୃତ ରେ ଆମ ଭାରତ ରେ ଜିଓ ର ସେବା ଗୁଡିକ ବହୁତ ଶସ୍ତା ରେ ମିଳୁ ଥିବା ବେଳେ , ପ୍ରାନ୍ସ ରେ ଏକ ଯିବି ଡାଟା ର ମୂଲ୍ୟ 3 ହଜାର ଟଙ୍କାର ମିଳି ଥାଏ । ସେହି ଭଳି ସାଉଥ କୋରିଆ ରେ ମଧ୍ୟ 5 ହଜାର ଟଙ୍କା ରେ 1 ଯିବି ଡାଟା ମିଳି ଥାଏ । କିନ୍ତୁ ଆମ ଭାରତରେ ଜିଓ ର ପ୍ୟାକେଜ ବହୁତ ଶସ୍ତା ରେ ମିଳି ଥାଏ । କାରଣ ଜିଓ ଅନର ମୁକେଶ ଅମ୍ବାନୀ କହି ଛନ୍ତି ଐରଟେଲ ଯେତେ ଟଙ୍କା ରେ ପ୍ୟାକେଜ ଦେଵ । ତା ଠାରୁ ଜିଓ କମ ଟଙ୍କା ରେ ସେବା ଯୋଗାଇ ଦେବ । ସେଥି ପାଇଁ ଐରଟେଲ ଠାରୁ କମ ପଇସାରେ ଜିଓ ମିଳି ଯାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।