ବର୍ତ୍ତମାନ ସମୟରେ ଏମିତି ଏକ କମେଡି କ୍ଲିପ୍ ସାମ୍ନାକୁ ଆସିଛି ଯାହାକୁ ଦେଖିବା ପରେ ଆପଣ ହସି ହସି ବେଦମ୍ ହୋଇ ପଡ଼ିବେ। ଭିଡିଓଟି ଏତେ ମଜାଦାର ହୋଇଛି ଯାହା ଆପଣ ନିଜେ ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ। ଏହି କମେଡି କ୍ଲିପଟି ବର୍ତ୍ତମାନ ସମୟରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଦର୍ଶକ ମାନେ ଏହି କମେଡି ଭିଡିଓକୁ ଦେଖିବାକୁ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ଭିଡିଓରେ ଜଣେ ଯୁବକ ତାଙ୍କ ମୋବାଇଲରେ ଅନ୍ୟ ଜଣକ ସହ ଯେଉଁ ଭଳି ଭାବରେ କଥା ବାର୍ତ୍ତା ହେଉଛନ୍ତି ତାହା ଶୁଣିଲେ ଆପଣ ମୁଁହରେ ନିଶ୍ଚିତ ଭାବରେ ହସ ଆସିଯିବ।
ତେବେ ଯୁବକ ଜଣକ ଅନ୍ୟ ଜଣକ ସହିତ ମୋବାଇଲରେ କଥାବାର୍ତ୍ତା କରୁଛନ୍ତି। ତେବେ ସବୁଠାରୁ ମଜା କଥା ହେଉଛି ଯୁବକ ଜଣକ ଅଧା ହିନ୍ଦୀ ଓ ଅଧା ଓଡ଼ିଆ ଭାଷାକୁ ମିଶାଇ କଥାବାର୍ତ୍ତା କରୁଛନ୍ତି। ଯୁବକ ଜଣକ ଓଡ଼ିଆ କିନ୍ତୁ ସେ ହିନ୍ଦୀରେ କଥା ହେବାକୁ ଚେଷ୍ଟା କରୁଛନ୍ତି।
ତାଙ୍କର ଏଭଳୀ ହିନ୍ଦୀ ଓ ଓଡ଼ିଆ ମିଶା କଥାଟି ଶୁଣିବାକୁ ଖୁବ୍ ମଜାଦାର ହୋଇଛି। ମଜାଳିଆ କଥା ସାଙ୍ଗକୁ ଯୁବକଙ୍କ ମୁଁହର ଏକ୍ସପ୍ରେଶନ ମଧ୍ୟ ଦେଖିଲା ପରି ହୋଇଛି। ଯୁବକଙ୍କ କଥା ଓ ମୁହଁର ଏକ୍ସପ୍ରେଶନ ଯିଏ ବି ଦେଖିବ ହସି ହସି ନାକେଦମ୍ ହୋଇ ପଡ଼ିବ।
ଯୁବକ ଜଣଙ୍କ ଗାଡ଼ି ଛାଡ଼ିବାକୁ ନେଇ ମୋବାଇଲରେ ଅନ୍ୟ ଜଣକ ସହିତ ହିନ୍ଦୀ ଓ ଓଡ଼ିଆ ଭାଷାକୁ ମିଶାଇ କଥାବାର୍ତ୍ତା କରୁଛନ୍ତି। ଯୁବକ ଜଣକ ଥଙ୍ଗମଙ୍ଗ ହୋଇ କହିଛନ୍ତି ଗାଡ଼ି ୧ ତାରିଖରୁ ଛାଡେଗା ତୋ ବୋଲେଗା।
ଏହାପରେ କହୁଛନ୍ତି ଗାଡ଼ି ୧ ତାରିଖରୁ ଛାଡେଗାତ ମେ ଚଲା ଯାଉଙ୍ଗା ନହେଲେ ମୁ ବସି ବସି ଖାଏଙ୍ଗା ତ କାହାସେ ଆଏଙ୍ଗା। ମେ ବିତ ବହୁତ ହଇରାଣ ହୋଗେୟା ନା।ଓ ଏକ ମହିନା ବାଦ୍ ଯଦି କୁଛୁଭି ନେହି ଗୋହା ତ ମେ ଆଣ୍ଟିକୁ ଫୋନ୍ କରିକୀ ତୁମାର ସାଥ ବାତ୍ କର୍ଲେଙ୍ଗା।
ଏମିତି ବହୁତ କିଛି ମଜାଦାର କଥାବାର୍ତ୍ତା କରୁଛନ୍ତି ଯୁବକ ଜଣକ। ମଜାଳିଆ କଥା ସାଙ୍ଗକୁ ଯୁବକଙ୍କ ମୁହଁର ଭାବ ଭଙ୍ଗୀ ଖୁବ୍ ମଜାଦାର ରହିଥିଲା। ଯାହା ବର୍ତ୍ତମାନ ସମୟରେ ଖୁବ୍ ଭାଇରାଲ ହେଉଛି। ଦର୍ଶକ ମାନେ ଏହି କମେଡି କ୍ଲିପକୁ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି। ତେବେ ଯୁବକଙ୍କ ଏପରି କଥାବାର୍ତ୍ତା କିଛି ନୂଆ ଘଟଣା ନୁହେଁ।
ପୂର୍ବରୁ ମଧ୍ୟ ଅନ୍ୟ ଏକ ଯୁବକ ଜଣେ କଷ୍ଟମର୍ କ୍ୟାୟାର ମହିଳାଙ୍କ ସହିତ ଅଧା ହିନ୍ଦୀ ଅଧା ଓଡ଼ିଆ ଭାଷା ମିଶାଇ କଥାବାର୍ତ୍ତା କରୁଥିଲେ ଯାହା ମଧ୍ୟ ଖୁବ୍ ଜୋର୍ ସୋର୍ ଭାଇରାଲ ହେବାରେ ଲାଗିଥିଲା। ପୁଣି ଥରେ ଏହି ଯୁବକ ଜଣକ ଅଧା ହିନ୍ଦୀ ଅଧା ଓଡ଼ିଆ ଭାଷା ମିଶାଇ କଥାବାର୍ତ୍ତାକୁ ଖୁବ୍ ସେୟାର କରାଯାଉଛି। ଦର୍ଶକ ମାନେ ଏହି କମେଡି କ୍ଲିପର ଭରପୁର ମଜା ନେଉଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।