Piles – ଅର୍ଶ (Piles) ମୂଳରୁ ଶେଷ କରିବା ପାଇଁ,କେବେ ଶୁଖିକି ଝଡ଼ିଯିବ ଜଣାବି ପଡ଼ିବନି | କରନ୍ତୁ ଏହି ଛୁଟିଆ ଉପାୟ

ହଁ ଦର୍ଶକ ବନ୍ଧୁ ଘରେ ଘରେ ଏବେ ଗୋଟିଏ ରୋଗ ପିଲା ଠାରୁ ଆରମ୍ଭ କରି ବୟସ୍କ ଲୋକ ମାନଙ୍କ ଠାରେ ବି ଦେଖିବାକୁ ମିଳୁଛି ତାହା ହେଉଛି ଅର୍ଶ, ଆଉ ବେଳେ ବେଳେ ଅର୍ଶ ଏତେ ଜୋର ହୋଇଥାଏ।
କି ଆମେ ମଳତ୍ୟାଗ ପାଇଁ ଗଲା ବେଳେ ବ୍ଲଡ଼ ମଧ୍ୟ ପଡିଥାଏ , ଯାହ ଆମକୁ ବହୁତ କଷ୍ଟ ମଧ୍ୟ ହୋଇଥାଏ , ତାହା ବ୍ୟତୀତ ଜଣେ ଜଣଙ୍କର ଅର୍ଶ ବୋଳି ମଧ୍ୟ ବାହାରି ପଡିଥାଏ , ତେବେ ଆସନ୍ତୁ ଆଜି ଜାଣିବା ଅର୍ଶ ଭଳି ରୋଗରୁ ମୁକ୍ତି ପାଇବା ପାଇଁ କେଉଁ କେଉଁ ସବୁ ଘରେଇ ଉପଚାର କୁ ଆମେ ବ୍ୟବହାର କରୁଛୁ |

ସାଧାରଣତଃ ଆମେ ଜାଣିଛୁ କି ନିମ୍ବ ଗଛର ପ୍ରତେକ ଅଂଶ ତାହା ନିମ୍ବ ପତ୍ର ହେଉ ଵା ନିମ୍ବ ଫଳ ତାହା ଆମକୁ ବିଭିନ୍ନ ପ୍ରକାରର ରୋଗରୁ ରକ୍ଷା କରିଥାଏ , ଆଉ ଆୟୁର୍ବେଦ ଔଷଧ କ୍ଷେତ୍ରରେ ଏହା ବିଶେଷ ଭାବରେ ସାହାଯ୍ୟ କରିଥାଏ , ବିଭିନ୍ନ ପ୍ରକାରର ଚର୍ମ ରୋଗରେ ଯଦି ଆପଣ ପୀଡିତ ଅଛନ୍ତି ତାହେଲେ ନିମ୍ବ ପତ୍ର ବିଶେଷ ଭାବରେ ସାହାଯ୍ୟ କରିଥାଏ!

ଯାଦୁ, କାଛୁ ଭଳି ରୋଗରୁ ଯଦି ଆପଣ ମୂଳରୁ ମୂଳରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହେଲେ କଁଅଳିଆ ନିମ୍ବ ପତ୍ର ନେଇକି ଖାଲି ପେଟରେ ସବୁଦିନ ସକାଳେ 2*3 ପତ୍ର ଚୋବାଇ ଖାଇଲେ ସେହି ସମସ୍ତ ଚର୍ମ ରୋଗ ମୂଳରୁ ଦୁରେଇ ଯିବ, ତେବେ ଅର୍ଶ ରୋଗରୁ ମୁକ୍ତି ପାଇବା ପାଇଁ ମଧ୍ୟ ଆମକୁ ନିମ୍ବ ଗଛର କଞ୍ଚା ଫଳ ବିଶେଷ ଭାବରେ ସାହାଯ୍ୟ କରିଥାଏ , ତେବେ ଆସନ୍ତୁ ଜାଣିବା |


ପ୍ରସ୍ତୁତି ପ୍ରଣାଳୀ :-ପ୍ରଥମେ ଆମେ କିଛି 2-3 ମୁଠା କଞ୍ଚା ନିମ୍ବ ଫଳ ନେବା ଓ ତାକୁ ଭଲ ଭାବରେ ଧୋଇଦେବା , ତାପରେ ସେହି କଞ୍ଚା ନିମ୍ବ ଫଳକୁ ହେମଦସ୍ତା ଵା ଗ୍ରାଇଣ୍ଡୋର ସାହାଯ୍ୟରେ ଛେଞ୍ଚି ଦେବା, ତାପରେ ସେଥିରେ ଛୋଟ ଛୋଟ 3-4 ଖଣ୍ଡ କର୍ପୁର ପକାଇ ତାହାକୁ ମଧ୍ୟ ଛେଞ୍ଚି ଦେବା, ଆଉ

ଚେଞ୍ଚା ଯାଇଥିବା ସେହି ଜିନିଷ ଗୁଡିକୁ ଗୋଟିଏ ଗିନାକୁ କାଢ଼ି ନେଇ ଗୋଟିଏ ସୂତା କପଡା ରେ ବାନ୍ଧି ସେଥିରୁ ରସ ବାହାର କରିବା |ବାହାର କରିଥିବା ସେହି ରସକୁ ଆମେ ତୁଳା ସାହାଯ୍ୟରେ ଅର୍ଶ ହୋଇଥିବା ସ୍ଥାନରେ ଦିନକୁ ଦୁଇ ଥର କରି କୋଡିଏ ଦିନ ଲଗାଇବେ, ଆଉ ମନେ ରଖିବେ ଯୋଉ ତୁଳା କୁ ଥରେ ମାତ୍ର ବ୍ୟବହାର କରିବେ ଅର୍ଶ ଜାଗାରେ |

ଏହି ଭଳି ଭାବରେ ଘରେଇ ଉପାୟରେ ଆମେ ଅର୍ଶରୁ ମୁକ୍ତି ପାଇଁ ପରିବା,ହଁ ଦର୍ଶକ ବନ୍ଧୁ ଘରେ ଘରେ ଏବେ ଗୋଟିଏ ରୋଗ ପିଲା ଠାରୁ ଆରମ୍ଭ କରି ବୟସ୍କ ଲୋକ ମାନଙ୍କ ଠାରେ ବି ଦେଖିବାକୁ ମିଳୁଛି ତାହା ହେଉଛି ଅର୍ଶ, ଆଉ ବେଳେ ବେଳେ ଅର୍ଶ ଏତେ ଜୋର ହୋଇଥାଏ|
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।