viral ଭିଡ଼ିଓ -OMG ! କଲେଜ ଭିତରେ ସିଗାରେଟ ଟାଣି ଫସିଲେ ଛାତ୍ରୀ ଭିଡ଼ିଓ ଦେଖିଲେ ମୁଣ୍ଡକାମ କରିବନି,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ବନ୍ଧୁଗଣ ଆପଣ ମାନେ ଦେଖୁଥିବେ କି ବର୍ତ୍ତମାନ ଆମ ଯୁବଯୁବତୀ ଙ୍କୁ ଟିକଟକ ନିଶା ଘାରିଛି।ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଆସିବା ପାଇଁ ଏମାନେ କେଉଁ କେଉଁ କାର୍ଯ୍ୟ ସବୁ କରୁଛନ୍ତି ତାହା ଆପଣ ଅନୁମାନ ବି କରିପାରିବେ ନାହିଁ। ତେବେ ଅନେକ ସମୟ ରେ କେବଳ ଟିକ ଟକ ପାଇଁ ଲୋକମାନେ ନାହିଁ ନଥିବା ସମସ୍ୟା ର ସମ୍ମୁଖିନ ହେଉଛନ୍ତି କିନ୍ତୁ ପରିବର୍ତ୍ତନ ର ନାମ ନେଉନାହାନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି କେତେକ ଭାଇରଲ ଭିଡିଓ ବିଷୟରେ ଜଣେଇବାକୁ ଯାଉଛୁ ,ଯାହା ଦେଖିଲେ ଆପଣ ହସି ହସି ଗଡି ଯିବେ।
ତେବେ ବନ୍ଧୁଗଣ ଆମେ ଆଜି ଆପଣ ଙ୍କୁ କେତେକ କଲେଜ ଛାତ୍ରୀ ଙ୍କର ରିଲ ଭିଡିଓ ବିଷୟ ରେ ଜଣେଇବାକୁ ଯାଉଛୁ, ଯେଉଁ ଭିଡିଓ ଗୁଡିକ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେବା ରେ ଲାଗିଛି।
ସେହି ଛାତ୍ରୀ ଙ୍କର ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଆଉ ନିଜ ପିଲା ଙ୍କୁ କଲେଜ ଛାଡିବା ଆଗରୁ ହଜାର ଥର ଚିନ୍ତା କରିବେ ନିଶ୍ଚିତ। ତେବେ ବନ୍ଧୁଗଣ ପିଲାମାନେ କିଛି ନ ବୁଝି ନସୁଜି ଯେ କୌଣସି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ସେୟାର କରି ଦିଅନ୍ତି ଆଉ ଏହା ଲାଗି ତାଙ୍କୁ ଲଜିତ ମଧ୍ୟ ହେବାକୁ ପଡିଥାଏ।
ତେବେ କିଛି ଦିନ ତଳେ ଜଣେ କଲେଜ ଯୁବତୀ ଙ୍କର ଏକ ରିଲ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଥିଲା ଯେଉଁ ଥିରେ ଦେଖିବାକୁ ମିଳିଥିଲା କି ଜଣେ ଯୁବତୀ ସିଗାରେଟ ଟାଣୁଛନ୍ତି ।ଆଉ ସେ ପୁରା ଗୁଣ୍ଡା ଷ୍ଟାଇଲ ରେ ସିଗାରେଟ ଟାଣି ଧୂଆଁ ବାହାର କରୁଥିଲା।
ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ କି କେବଳ ଗୁପଚୁପ ଖାଇବା ନିଶା ରେ ଜଣେ ଫ୍ରେଣ୍ଡ ଙ୍କ ସହ ଚ୍ୟାଲେଞ୍ଜ କରି ସେ ସିଗାରେଟ ଟାଣି ଥିଲେ ଆଉ ଏହାର ଭିଡ଼ିଓ ବନାଇଥିଲେ। ତେବେ ଏହି ଭିଡ଼ିଓ ଟିକୁ ପରେ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ , ଆଉ ପରେ ତାଙ୍କ ସହ ଯାହା ହେଲା ଆପଣ ବିଶ୍ୱାସ କରିପାରିବେ ନାହିଁ।
ତେବେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଛାତ୍ରୀ ଜଣଙ୍କ ଏହିପରି ଭିଡ଼ିଓ ଟିକୁ ସୋସିଆଲ ମିଡ଼ିଆ ରେ ସେୟାର କରିବା କୁ ନେଇ ବେଶ ସମାଲୋଚନା କରାଯାଇ ଥିଲା। ଫଳରେ ନିଜର ଏହି ରିଲ ଭିଡ଼ିଓ ପାଇଁ ଯୁବତୀ ପୁଣି ଏକ ଭିଡିଓ ମାଧ୍ୟମ ରେ ସମସ୍ତ ଙ୍କୁ କ୍ଷମା ମାଗିବା ସହ ଭିଡିଓ ଟିକୁ ଏହି ପରି ଭାଇରଲ ନ କରି ତାହାକୁ ଡିଲେଟ କରି ଦେବାକୁ ଅନୁରୋଧ କରିଥିଲେ।
ତେବେ ଆମେ ମଧ୍ୟ ଏହି ମାମଲା ରେ କହୁଚୁ କି, ବର୍ତ୍ତମାନ ର ଯୁବପିଢ଼ି ମାନେ କିଛି ବୁଝୁ ନାହାନ୍ତି ମନ ଇଚ୍ଛା ଭିଡ଼ିଓ ବନାଉଛନ୍ତି ଆଉ ତାହାକୁ ସୋସିଆଲ ମିଡ଼ିଆ ରେ ସେୟାର କରୁଛନ୍ତି। ତେବେ କୌଣସି ଭିଡିଓ ର ଆମ ସମାଜ ପ୍ରତି କିଛି ମନ୍ତବ୍ୟ ନଥିଲେ ତାହାକୁ ସେୟାର କରନ୍ତୁ ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।