Bastu shastra-ମହିଳା ମାନଙ୍କ ଏହି ଅଙ୍ଗକୁ ଛୁଇଁଲେ ଭିକାରି ବି ହୋଇଯିବ କୋଟିପତି,ଆଜି ହିଁ ଛୁଅନ୍ତୁ ଜାଣନ୍ତୁ କେଉଁ ଅଙ୍ଗ ….

ମହିଳା ମାନଙ୍କ ର ଗୋଟିଏ ଜିନିସ ଛୁଇଁବା ଦ୍ୱାରା ଧନ ର ବର୍ଷା ହୋଇ ଥାଏ। ଯଦି ଆପଣ ମାନେ ଆପଣ ମାନଙ୍କ ଭଗ୍ୟ ବଦଳାଇ ବାକୁ ଚାହୁଁଛନ୍ତି ତେବେ ଆଜି ହିଁ କରନ୍ତୁ ଏହି କାର୍ଯ୍ୟ ଟିକୁ। ମହିଲ ମାନଙ୍କ ର କେଉଁ ଗୋଟିଏ ଜିନିସ କୁ ଛୁଇଁବା ଦ୍ୱାରା ଧନ ର ବର୍ଷା ହୋଇ ଥାଏ ଆସନ୍ତୁ ଜାଣିବା। ହିନ୍ଦୁ ଧର୍ମ ଅନୁସାରେ ସ୍ତ୍ରୀ କୁ ଦେବୀ ଙ୍କ ସହ ତୁଳନା କରା ଯାଇଛି। ପ୍ରତ୍ୟକ ଘରେ ସ୍ତ୍ରୀ ମାନଙ୍କୁ ସମ୍ମାନ କରା ଯାଇ ଥାଏ।

ଗୋଟିଏ ବ୍ୟକ୍ତି ତାର ସଫା ମନରେ ଗୋଟିଏ ସ୍ତ୍ରୀ ର ଏହି ଅଙ୍ଗ କୁ ଛୁଇଁବା ଦ୍ୱାରା ତା ପାଖରେ ଧନ ର ଅଭାବ ହୁଏ ନାହିଁ। ମହିଳା ମାନଙ୍କ ର ଏହି ଜିନିଷ ଟି ଏତେ ଖାସ ଅଟେ ଯେ ଯଦି ଆପଣ ତାକୁ ଦେଖୁ ଛନ୍ତି ତେବେ ତାର ସ୍ପର୍ଶ କରନ୍ତୁ। ତେବେ ଆସନ୍ତୁ ଜାଣିବା ସେହି ଜିନିସ ବିଷୟ ରେ ଯାହାକୁ ଛୁଇଁଲେ ଆପଣ ମାଲାମାଲ ହୋଇ ଯିବେ।

ମହିଳା ମାନେ ଯେତେ ସୁନ୍ଦର ହୋଇ ଥାଆନ୍ତି ସେମାନଙ୍କ ର ହୃଦୟ ସେତେ ସୁନ୍ଦର ଓ କୋମଳ ହୋଇ ଥାଏ। ଆଉ ଯିଏ ନିଜେ ବାପା ମା ଙ୍କ ର ସୁଖ ଦୁଃଖ ର ସାଥି ହୋଇ ଥାଏ। ଓ ସବୁ ବେଳେ ନିଜର ଦୁଃଖ କଷ୍ଟ କୁ ଶୁଣି ନିଜ ର ସନ୍ତାନ କୁ ଭଲ ପାଇ ଥାଏ। ସେହି ସ୍ତ୍ରୀ କୁ ମା କୁହା ଯାଏ। ଯାହା ପାଖରେ ଏତେ ଭଲ ଗୁଣ ଥାଏ। ଆମେ ତାକୁ ଖୁସିରେ ମା ଭଉଣୀ ଭାଉଜ ଓ ଜେଜେମା ବୋଲି ଡାକି ଥାଉ।

ଏମିତି ଆମେ ଏକ ସ୍ତ୍ରୀ କୁ ଅନେକ ରୂପେ ଦେଖି ଥାଉ। ଆଉ ସେହି ମହିଲା ମାନଙ୍କ ପାଦ ରେ ଅନେକ ପୁଣ୍ୟ ର ସମ୍ପତି ରହି ଥାଏ। ଯାହା କୁ ସ୍ପର୍ଶ କରିବା ମାତ୍ରେ ବ୍ୟକ୍ତି ର ବଡ ବଡ କାର୍ଯ୍ୟ ସଫଳ ଓ ପୂର୍ଣ ହୋଇ ଥାଏ। ଯେତେ ବେଳେ ଆମେ କୌଣସି ପୂଜନୀୟ ବ୍ୟକ୍ତି ଙ୍କ ର ପାଦ ସ୍ପର୍ଶ କରି ଥାଆନ୍ତି। ସେତେବେଳେ ତାଙ୍କ ହାତ ଆମ ମୁଣ୍ଡ ଉପର କୁ ଆସିଥାଏ।

ଭାରତୀୟ ସଂସ୍କୃତି ଅନୁସାରେ ଆମ ଠାରୁ କୌଣସି ପୂଜନୀୟ ବ୍ୟକ୍ତି କିମ୍ବା ଗୁରୁଜନ ମାନଙ୍କ ର ପାଦ ସ୍ପର୍ଶ କରିବା ଆମ ସଭ୍ୟତା ର ସଦାଚର ବୋଲି ମାନା ଯାଏ। କୌଣସି ମହିଳା ଙ୍କ ର ପାଦ ସ୍ପର୍ଶ କରିବା ଦ୍ୱାରା ବ୍ୟକ୍ତି ଶରୀର ରେ ଭଲ ଉର୍ଜା ସୃଷ୍ଟି ହୋଇ ଥାଏ। ଗୋଟିଏ କଥା ରେ ଧ୍ୟାନ ରଖିବା ନିହାତି ଆବଶ୍ୟକ ହୋଇ ଥାଏ। କୌଣସି ବ୍ୟକ୍ତି ର ପାଦ ସ୍ପର୍ଶ କରିବା ସମୟ ରେ ଆମ ମନ ରେ ଯେମିତି ଖରାପ ଉଦେଶ୍ୟ ନ ଆସେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।