ପ୍ରେମ ଆଉ କେବଳ ପ୍ରେମ । ପ୍ରେମ ଛଡ଼ା ଦୁନିଆଁରେ ଆଉ କିଛି ନାହିଁ । ଆଜିର ଦୁନିଆଁରେ ପ୍ରାୟତଃ ବିବାହିତ ପୁରୁଷ ଏବଂ ମହିଳା ମାନେ ପରସ୍ପରକୁ ପ୍ରେମ କରିବାରେ ଲାଗିଛନ୍ତି । ଆଉ ଘରୁ ଫେରାର ହୋଇ ଯାଉଛନ୍ତି । ପୁଣି ଆଉ କିଏ କାହାର ହତ୍ୟା ମଧ୍ୟ କରି ଦେଉଛନ୍ତି । ତେବେ ବର୍ତ୍ତମାନ ସମୟରେ ଏକ ସାଙ୍ଘାତିକ ମାମଲା ବିଷୟରେ ଶୁଣିବାକୁ ମିଳିଛି ।
ମହିଳା ନିଜର ପୂର୍ବ ପ୍ରେମିକ ସହିତ ଫେରାର ହୋଇ ଯାଇଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଆଉ ଥରେ ଘରକୁ ଫେରି ଆସି ପ୍ରେମିକ ନାମରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ପ୍ରଥମେ ବିବାହ ପୂର୍ବରୁ ମହିଳା ଜଣେ ବ୍ୟକ୍ତିଙ୍କୁ ଭଲ ପାଉଥିଲେ ।
କିନ୍ତୁ ବିବାହ ସରିବା ପରେ ସେ ସ୍ଵାମୀଙ୍କ ସହିତ କିଛି ଦିନ ରହିବା ପରେ ପୁଣିଥରେ ପ୍ରେମିକ ସହିତ ଫେରାର ହୋଇ ଯାଇଥିଲେ ତେବେ ପ୍ରେମିକ ସହିତ କିଛି ଦିନ ରହିବା ପରେ ତାଙ୍କ ମନ ଆଉ ମାନି ନଥିଲା ।
ତାଙ୍କ ଘର ରତ୍ନାପୁର ସେମାନେ ଭଲ ପାଇ ବିବାହ କରିଥିଲେ ତାଙ୍କ ନାମ ମୂର୍ତ୍ୟଞ୍ଜୟ ବିଶ୍ଵାଳ ଓ ମମତା ବିଶ୍ଵାଳ ।ତାଙ୍କର ବିବାହ ୧୦ ବର୍ଷ ୨୦୧୧ ବାହାଘର ହୋଇଥିଲା । ସାତ ବର୍ଷ ର ଝିଅ ଟିଏ ହୋଇଥିଲା ଏବେ ସେମାନେ ଚନ୍ଦନ କୁମାର ଡାକୁଆ ତାଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ପୁଣିଥରେ ନିଜ ସ୍ଵାମୀଙ୍କ ନିକଟକୁ ଫେରି ଆସିଥିଲେ ।
ତେବେ ଏଭଳି ଏକ ଘଟଣା ଘଟିଛି। ସ୍ବାମୀ ଟି ପାରାଦୀପ ରେ ରହି କାମ କରୁଥିଲେ ଓ ସ୍ତ୍ରୀ ଘରେ ରହୁଥିଲେ । ଗାଆଁ ର ଜଣେ ମହିଳା ନିଜ ପ୍ରେମିକ ଘର କୁ ଆସିଥାଏ ରେ ସେ ଯାଇଥାଏ ଠାରୁ ଘରକୁ ଫେରି ଆସିଥିଲେ ।
ତାଙ୍କ ମଧ୍ୟରେ ପ୍ରେମ ସପର୍କ ଗଢ଼ି ଉଠିଥିଲା ତେବେ ବର୍ତ୍ତମାନ ସେ ନିଜ ବିରୋଧରେ ଆଣିଛନ୍ତି ଅଭିଯୋଗ ।ଏହି ଖବର ସ୍ବାମୀ ପାଇ ସାରି ସେ ପାରାଦୀପ ରୁ ଆସିଲେ । ଓ ଆସିବା ପରେ ସ୍ତ୍ରୀ ଜଣକ ବଡି ପଛ ପଟେ ଫୋନ୍ ରେ କଥା କହୁଥିଲେ । ତାଙ୍କୁ ସ୍ବାମୀ ପଛ ପଟୁ ଧରି ନେଲେ ସେ କଥା କହୁଥିବା ରୁ ଫୋନ୍ ଛଡ଼େଇ ନେଲେ ଓ ନମ୍ୱର କୁ ମାରି ଦେଖିଲେ ଚନ୍ଦନ ଡାକୁଆ ସହିତ କଥା କହୁଥିଲେ ।
ସେ ଗାଧେଇବା ପାଇଁ ଯିବ କହିକି ସେ ୫ରୁ ଯାଇଛି ଦେଇକି ସେଇ ପଟେ ତାଙ୍କ ପ୍ରେମିକ ଙ୍କ ସହିତ ଫେରାର ହେଇଯାଇଥିଲା । ତାପରେ ତାଙ୍କ ସ୍ବାମୀ ଚାରି ଆଡେ ତାଙ୍କୁ ଖୋଜିଥିଲେ ତଥାପି ପାଇଁ ନଥିଲେ ।
ତାପରେ ସେ ଥାନା ରେ ଅଭିଯୋଗ କରିଥିଲେ । ଓ ସେ ଜାଣି ବାକୁ ପାଇଲେ ଯେ ବାଲୁଗାଁ ରେ ଅଛନ୍ତି ଯାଇକି ସେ ସେଠାରେ ଖୋଜିଥିଲେ ସେଇଥି ପାଇଁ ନ ଥିଲେ ତାପରେ ସେ ରେ କଲ୍ କରିଥିଲେ କହିଲେ କି ଭୁନେଶ୍ବର ରେ ଦୁଇ ଜଣ ଅଛନ୍ତି ଓ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ