OMG ! ବିବାହ ବେଦୀରୁ ଫିଲ୍ମ ଷ୍ଟାଇଲରେ ଫେରାର ହେଲେ କନ୍ୟା, ଭିଡିଓ ହେଲା ଭାଇରାଲ…ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …
ଆଜିର ଏହି ଟେକ୍ନୋଲୋଜିର ଦୁନିଆର ସବଠାରୁ ଏକ ବଡ଼ ଦାନ ହେଉଛି ସୋସିଆଲ ମିଡ଼ିଆ।ଆଜିର ଦିନରେ ସୋସିଆଲ ମିଡ଼ିଆ ଲୋକମାନଙ୍କ ପାଇଁ ଅଧିକରୁ ଅଧିକ ଗୁରୁତ୍ବ ହୋଇ ଯାଇଛି।ଏହି ଇଣ୍ଟରନେଟ୍ ଯୁଗରେ ଲୋକ ମାନେ ସବୁକିଛି ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣି ପାରୁଛନ୍ତି।
ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରିବା ମାତ୍ରେ ଲୋକମାନେ ସୋସିଆଲ ମିଡ଼ିଆରେ ଏକ୍ଟିଭ ରହିବାକୁ ପସନ୍ଦ କରୁଛନ୍ତି ।ଏମିତି କି ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଯେଉଁ ସବୁ ଘଟଣା ଘଟି ଚାଲିଛି ତାହା ଆମେ ଗୋଟିଏ ସ୍ଥାନରେ ରହି ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣି ପାରୁଛୁ।
ବେଳେ ବେଳେ ସୋସିଆଲ ମିଡିଆରେ ଏମିତି ଭିଡିଓ ଗୁଡ଼ିକ ସାମ୍ନାକୁ ଆସୁଛି ଯାହା ଖୁବ୍ ଆଖି ଦୃଶିଆ ହେଇଥାଏ।ସୋସିଆଲ ମିଡିଆରେ ଅନେକ ଇଣ୍ଟ୍ରେଷ୍ଟିଂ ଭିଡିଓ ଦେଖିବାକୁ ମିଳେ। ଏହି ସବୁ ଭିଡିଓ ବେଶ୍ ଆଶ୍ଚର୍ଯ୍ୟକର। କିଛି ଭିଡିଓ ରହିଛି ଯାହା ଖୁବ୍ ମଜାଦାର।
ଯାହାକୁ ଦେଖିବାକୁ ଲୋକେ ପସନ୍ଦ କରନ୍ତି। ଯାହାକୁ ଦେଖି ଲୋକେ ଚକିତ ହୋଇ ଉଠନ୍ତି ଏବଂ ତାର ଭରପୁର ମଜା ନିଅନ୍ତି।ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଗୁଡିଏ ଭିଡିଓ ଭାଇରାଲ ମଧ୍ୟ ହେବାରେ ଲାଗିଛି। ଏବଂ ଏହି ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓ ଗୁଡ଼ିକ ଲୋକ ମାନଙ୍କ ମନୋରଞ୍ଜନ ମଧ୍ୟ କରି ପାରୁଛି।
ତେବେ ଆପଣ ସୋସିଆଲ ମିଡିଆରେ ବିବାହ ସମୟର ଅନେକ ଭିଡିଓ ଦେଖିବାକୁ ପାଉଥିବେ। ଆଜିକାଲି ସୋସିଆଲ ମିଡିଆରେ ବିବାହ ସମୟର ବହୁତ ଗୁଡ଼ିଏ ଭିଡିଓ ସମ୍ନାକୁ ଆସୁଛି ଯାହା ଖୁବ୍ ଭାଇରାଲ ମଧ୍ୟ ହେବାରେ ଲାଗିଛି।
ଦର୍ଶକ ମାନେ ଏହି ଭିଡିଓ ଗୁଡ଼ିକ ବହୁ ମାତ୍ରାରେ ଦେଖିବା ସହିତ ଲାଇକ ମଧ୍ୟ କରୁଛନ୍ତି। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବିବାହ ସମୟର ଏକ ମଜାଦାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁ ଥିରେ ଜଣେ କନିଆଁ ବିବାହ ଆଗରୁ ଫେରାର ହୋଇଯିବାର ଦେଖିବାକୁ ମିଳୁଛି।
ଭିଡ଼ିଓ ଦେଖିବାକୁ ମିଳୁଛି ସୁନ୍ଦର୍ ଭାବରେ ଲେହେଙ୍ଗା ଓ ଗହଣା ପିନ୍ଧି ଜଣେ ଯୁବତୀ କନିଆଁ ବେଶରେ ସଜେଇ ହୋଇଛନ୍ତି। ଏକ ନୀଳ ରଙ୍ଗର ସ୍କୁଟି ଚଳାଇ ଯାଉଛନ୍ତି। ଏଥି ସହିତ କନିଆଁ ବଲିଉଡ ଗୀତ ହାଏ ଜୋରସେ ଲଗାର ଲିପସିଂ ମଧ୍ୟ କରୁଛନ୍ତି।
ଗୀତ ଅନୁସାରେ ସେ ବିବାହ ମଣ୍ଡପରୁ ଫେରାର ହେବା କଥା କହୁଛନ୍ତି। କନିଆଁ ଜଣକ ଅନ୍ଦାଜ ଏବଂ ଅଭିନୟ ଏତେ ନିପୂଣ ସତେ ଯେମିତି କେଉଁ ସିନେମାର ହିରୋଇନ୍। ଯୁବତୀ ଜଣକ କୋଉ ଅଭିନେତ୍ରୀ ଠୁ କମ୍ ଲାଗୁ ନାହାନ୍ତି।ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଲୋକେ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି ଏବଂ ଭିନ୍ନ ଭିନ୍ନ ମଜାଳିଆ ମନ୍ତବ୍ୟ ମଧ୍ୟ ଦେବାରେ ଲାଗିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।