viral video – ଝିଅ ର ସାଙ୍ଗକୁ ପ୍ରେମକରି ଫସିଲେ ରସିକିଆ ବାପା ,ବିଚ ରାସ୍ତାରେ ମାଡ ମାରିଲେ ସ୍ତ୍ରୀ ଓ ଝିଅ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଆଜିର ଯୁଗ ହେଉଛି ଆଧୁନିକତାର ବଶବର୍ତ୍ତୀ , ଆଗ କାଳର ସମୟ ଏବେକା ସମୟ ମଧ୍ୟରେ ବହୁତ ଫରକ ଦେଖାଯାଏ । ପ୍ରତ୍ୟେକ କ୍ଷେତ୍ରରେ ଏବେ ପରିବର୍ତ୍ତନ ଦେଖାଯାଇଛି । ସେହି ପରିବର୍ତ୍ତନରେ ଆଜିକାଲିର ଯୁବପିଢି ଏତେ ମାତ୍ରାରେ ପରିବର୍ତ୍ତନ ହେଉଛନ୍ତି କି ତାହା ଆକଳନ କରିବା ଅସମ୍ଭବ । ଆପଣ ମାନେ ତ ଜାଣିଛନ୍ତି କି ଏବେକା ସମୟରେ ଶହେ ପ୍ରତିଶତରୁ ନବେ ପ୍ରତିଶତ ଯୁିବପିଢି ମାନେ ପ୍ରେମ ନାମକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ପ୍ରେମ ପାଇଁ ସେମାନେ ନିଜ ଜୀବନ ଦେବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି ।

ଆଗ କାଳର ପ୍ରେମ ଏବେକା ପ୍ରେମ ମଧ୍ୟ ବହୁତ ତଫାତ ରହିଛି , ଏବେ ସମୟରେ ପ୍ରେମରେ ଜାତି , ଧର୍ମ , ବର୍ଣ୍ଣ ଭେଦଭାବ କିଛି ନାହିଁ । ଏବେ କେତେବେଳେ କାହାକୁ କେଉଁ ସମୟରେ କାହା ସହିତ ପ୍ରେମ ହୋଇଯାଉଛି ତାହା କହିହେବ ନାହିଁ ।

 ଆଗ କାଳର ରାଧା-କୃଷ୍ନ ପ୍ରେମ ପରି ଏବେକା ପ୍ରେମରେ ସେହି ବିସ୍ୱାସ , ଭଲପାଇବା ନାହିଁ । ଏବେକା ପ୍ରେମରେ ଯୁବପିଢି ମାନଙ୍କ ମନରେ ଭରି ରହିଛି ପ୍ରତାରଣଆ , ସ୍ୱାର୍ଥପରତା ଏବଂ ଧୋକା । ତେବେ ସମସ୍ତଙ୍କ ପ୍ରେମ ଯେ ଏହି ପରି ତାହା କହିବା ଠିକ ନୁହେଁ କାରଣ ଏବେବି କିଛି ଲୋକଙ୍କ ପ୍ରେମ ରାଧା-କୃଷ୍ନଙ୍କ ପ୍ରେମ ପରି ପବିତ୍ର ।

ଆଜିର ଯୁଗ ହେଉଛି ଆଧୁନିକତାର ବଶବର୍ତ୍ତୀ , ଆଗ କାଳର ସମୟ ଏବେକା ସମୟ ମଧ୍ୟରେ ବହୁତ ଫରକ ଦେଖାଯାଏ । ପ୍ରତ୍ୟେକ କ୍ଷେତ୍ରରେ ଏବେ ପରିବର୍ତ୍ତନ ଦେଖାଯାଇଛି । ସେହି ପରିବର୍ତ୍ତନରେ ଆଜିକାଲିର ଯୁବପିଢି ଏତେ ମାତ୍ରାରେ ପରିବର୍ତ୍ତନ ହେଉଛନ୍ତି କି ତାହା ଆକଳନ କରିବା ଅସମ୍ଭବ । ଆପଣ ମାନେ ତ ଜାଣିଛନ୍ତି କି ଏବେକା ସମୟରେ ଶହେ ପ୍ରତିଶତରୁ ନବେ ପ୍ରତିଶତ ଯୁିବପିଢି ମାନେ ପ୍ରେମ ନାମକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ପ୍ରେମ ପାଇଁ ସେମାନେ ନିଜ ଜୀବନ ଦେବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି ।


ଆଗ କାଳର ପ୍ରେମ ଏବେକା ପ୍ରେମ ମଧ୍ୟ ବହୁତ ତଫାତ ରହିଛି , ଏବେ ସମୟରେ ପ୍ରେମରେ ଜାତି , ଧର୍ମ , ବର୍ଣ୍ଣ ଭେଦଭାବ କିଛି ନାହିଁ । ଏବେ କେତେବେଳେ କାହାକୁ କେଉଁ ସମୟରେ କାହା ସହିତ ପ୍ରେମ ହୋଇଯାଉଛି ତାହା କହିହେବ ନାହିଁ । ଆଗ କାଳର ରାଧା-କୃଷ୍ନ ପ୍ରେମ ପରି ଏବେକା ପ୍ରେମରେ ସେହି ବିସ୍ୱାସ , ଭଲପାଇବା ନାହିଁ ।

ଏବେକା ପ୍ରେମରେ ଯୁବପିଢି ମାନଙ୍କ ମନରେ ଭରି ରହିଛି ପ୍ରତାରଣଆ , ସ୍ୱାର୍ଥପରତା ଏବଂ ଧୋକା । ତେବେ ସମସ୍ତଙ୍କ ପ୍ରେମ ଯେ ଏହି ପରି ତାହା କହିବା ଠିକ ନୁହେଁ କାରଣ ଏବେବି କିଛି ଲୋକଙ୍କ ପ୍ରେମ ରାଧା-କୃଷ୍ନଙ୍କ ପ୍ରେମ ପରି ପବିତ୍ର ।
ଆଜି ଆମେ ଆପଣ ମାନଙ୍କୁ ସେମିତି ଗୋଟିଏ ପ୍ରେମ କାହାଣୀ ବିଷୟରେ କହିବୁ ଯେଉଁଠାରେ ନିଜ ପ୍ରେମିକ ନିଜ ପ୍ରେମିକାର ବିବାହ ସମୟରେ ବରଯାତ୍ରା ଧରି ତା ଘର ଆଗରେ ପହଞ୍ଚିଲା , ତାପରେ ଯାହା ହେଲା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ . ତେବେ କଣ ରହିଛି ସଂପୂର୍ଣ୍ଣ କଥାଟି ଆସନ୍ତୁ ଜାଣିବା ।

ଆମେ ଆପଣ ମାନଙ୍କୁ ଯେଉଁ କଥାଟି କହୁଛୁ ତାହା ହେଉଛି ଉତ୍ତର ପ୍ରେଦଶର କୋରନ ଗ୍ରାମର । ଏହି ଗ୍ରାମରେ ଜଣେ ଯୁବତୀ ତାର ବିନା ଇଚ୍ଛାରେ ମାତ୍ର ତାର ବାପାଙ୍କର ଇଚ୍ଛାରେ ବିବାହ କରିବାକୁ ଯାଉଥିଲା । ଝିଅଟି ବିବାହ ପାଇଁ ସଜ୍ଜ ହୋଇଥିଲା ମଣ୍ଡପ ପ୍ରସ୍ତୁତ ହୋଇଥିଲା ବର ମଧ୍ୟ ଆସି ପହଞ୍ଚିଥିଲା!

ମାତ୍ର ଯେତେବେଳେ ବିବାହ କାର୍ଯ୍ୟ ଆରମ୍ଭ ହେବାକୁ ଲାଗିଲା , ସେହି ସମୟରେ ଝିଅଟିର ପ୍ରେମିକ ବରଯାତ୍ରୀ ଧରି ତାର ଘର ଆଗରେ ଆସି ପହଞ୍ଚିଲା । ତେବେ ପରିବାର ଲୋକମାନେ ଝିଅର ପ୍ରେମିକକୁ ଦେଖି ବହୁତ ଚକିତ ହୋଇଯାଇଥିଲେ ମାତ୍ର ଝିଅଟି ତାର ପ୍ରେମିକକୁ ଦେଖି ବହୁତ ଖୁସି!

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ