ବନ୍ଧୁଗଣ ବର୍ତ୍ତମାନ ର ଏହି କଂପିଟିଟିଭ ଜମାନା ରେ ଆପଣ ଙ୍କୁ ଏକ ଚାକିରୀ କରିବାକୁ ହେଲେ ସାଧାରଣ ଜ୍ଞାନ ର ବହୁତ ଆବଶ୍ୟକତା ରହିଛି। କାହିଁକି ନା ଆପଣ ଜୀବନରେ ଯାହା କିଛି ବି କରିବାକୁ ଚାହାନ୍ତୁ ନା କାହିଁକି ଯଦି ଆପଣଙ୍କ ର ସାଧାରଣ ଜ୍ଞାନ ରେ ଭଲ ଜ୍ଞାନ ନାହିଁ ତେବେ ଆପଣ କେବେବି ସଫଳ ହୋଇ ପାରିବେ ନାହିଁ। ଆଗ ଅପେକ୍ଷା ସେମାନେ ଏବେ ଭଲ ଶିକ୍ଷା ଲାଭ କରିବା ସହିତ ବହୁତ ଜ୍ଞାନ ଅର୍ଜନ କରୁଛନ୍ତି। କିନ୍ତୁ ଦୁଃଖର ବିଷୟ ଯେ ତାଙ୍କର ଜ୍ଞାନ ଗୁଡିକ କେବେଳ ବହି ବା ପୁସ୍ତକ ରେ ସୀମିତ ହୋଇ ରହିଯାଉଛି।
ସେମାନେ ଯାହା ବହି ରେ ପଢୁଛନ୍ତି ସେତିକି ହିଁ ଜ୍ଞାନ ଅର୍ଜନ କରୁଛନ୍ତି। ଯାହା ଫଳରେ ସେମାନେ ଯେତେବେଳେ କୌଣସି ସାକ୍ଷାତ କାର କୁ ଯାଉଛନ୍ତି ସେଠାରେ ବିଭିନ୍ନ ପ୍ରକାର ର ପୁସ୍ତକ ବହିର୍ଭୁତ ପ୍ରଶ୍ନ ପଚରା ଯିବା ଦ୍ୱାରା ସେମନେ ସେଠାରେ ସଠିକ ଉତ୍ତର ଦେଇ ପାରୁ ନାହାନ୍ତି ଓ ବିଫଳତା ର ସମ୍ମୁଖୀନ ହେଉଛନ୍ତି। ତେବେ ଆଜି ଆପଣ ମାନଙ୍କ ପାଇଁ ଆମେ ଏପରି କିଛି ପ୍ରଶ୍ନ ଗୁଡିକ ନବୀ ଆସିଛୁ ଯାହାକି ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପରୀକ୍ଷାରେ ସାହାଯ୍ୟ କରିବ।
ଏହି ପ୍ରଶ୍ନ ଗୁଡିକ ବିଭିନ୍ନ ପରୀକ୍ଷାରେ କିମ୍ବା ସାକ୍ଷାତ କାର ମାନଙ୍କ ରେ ପଚରା ଯାଇଥିଲା। ଏଗୁଡିକ ଆଗକୁ ମଧ୍ୟ ପଚରା ଯିବାର ସମ୍ଭାବନା ରହିଛି। ତେବେ ଆସନ୍ତୁ ଜାଣିବା ସେହି ଭଳି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ।
୧.ପ୍ରଶ୍ନ-ଝିଅ ମାନେ କେତେବେଳେ ନିଜ ର ସମସ୍ତ ବସ୍ତ୍ର ବାହାର କରି ଦିଅନ୍ତି ?
ଉତ୍ତର-ଲୁଗା ସଫା କରି ସୁଖେଇ ଥିବା ବେଳେ ବର୍ଷା ହେଲେ ତାହାକୁ ଉଠେଇବା ବେଳେ ଝିଅ ଟି ସବୁ ବ୍ରସ୍ତ୍ର କାଢି ଆଣେ ।
୨.ସେ କିଏ ଯାହାକୁ କିଛି ଖାଇବାକୁ ଦେଲେ ବଞ୍ଚି ଥାଏ, ପାଣି ପିଇବାକୁ ଦେଲେ ମରିଯାଏ ?
ଉତ୍ତର :- ନିଆଁ
*ହଁ ଆଜ୍ଞା ନିଆଁ କୁ ଯଦି ତାର ଜାଳେଣି ସାମଗ୍ରୀ ଦିଆଯାଏ ତାହେଲେ ସିଏ ଜଳିଥାଏ ଓ ପିଇବାକୁ ଅର୍ଥାତ ପାଣି ପକାଇଲେ ଲିଭିଯାଏ l
୩.ଗୋଟିଏ ଗଛର ଫଳର ଦୁଇଟି ନାମ କଞ୍ଚା ଥିଲେ ଗୋଟିଏ ନାମ ଏବଂ ପାଚିଲେ ଆଉ ଏକ ନାମ ?
ଉତ୍ତର:- ପଇଡ଼/ନଡ଼ିଆ
*ଦେଖନ୍ତୁ ଆଜ୍ଞା ନଡ଼ିଆ ଗଛରେ ପ୍ରଥମେ ଫଳଟି କଞ୍ଚା ଥିବାବେଳେ ତାକୁ ପଇଡ଼ କହନ୍ତି ଏବଂ ଏହା ପାଚିଲା ପରେ ଏହାକୁ ନଡ଼ିଆ କୁହାଯାଏ l
୪. ଦେଖିବାକୁ ଗୋଲ, କିନ୍ତୁ ବଲ ନୁହଁ
ଲାଞ୍ଜ ଅଛି କିନ୍ତୁ ପଶୁ ନୁହଁ
ଲାଞ୍ଜ ଧରି ତାର ଖେଳନ୍ତି ସମସ୍ତେ
ତଥାପି କାନ୍ଦେନି କୁହ ସେ କିଏ ?
ଉତ୍ତର:- ବେଲୁନ
*ଦେଖିବାକୁ ଅନେକ ଜିନିଷ ଗୋଲ ହୋଇଥାଏ ତା ଭିତରୁ ବେଲୁନ ଗୋଲାକାର ଏବଂ ଏହାକୁ ଧରିକି ଖେଳିବା ପାଇଁ ପିଲାମାନେ ଏକ ସୂତା ଲଗେଇଥାନ୍ତି l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।