IAS Interviewରେ ଝିଅଟିକୁ ପଚାରାଗଲା ଏପରି ପ୍ରଶ୍ନ, ଝିଅ ମାନଙ୍କର କେଉଁ ଜିନିଷକୁ ଚାଟିଲେ ଲାଲ ପଡିଯାଏ ? ଉତ୍ତର ଦେଇ ବନିଗଲେ IAS…ଏମିତି ଉତ୍ତର କେବେ ଶୁଣି ନଥିବେ

ଆଜି କାଲି ଦୁନିଆ ରେ ସାଧାରଣ ଜ୍ଞାନ ର ବହୁତ ଆବଶ୍ୟକତା ରହିଛି। କାହିଁକି ନା ଆପଣ ଜୀବନରେ ଯାହା କିଛି ବି କରିବାକୁ ଚାହାନ୍ତୁ ନା କାହିଁକି ଯଦି ଆପଣଙ୍କ ର ସାଧାରଣ ଜ୍ଞାନ ରେ ଭଲ ଜ୍ଞାନ ନାହିଁ ତେବେ ଆପଣ କେବେବି ସଫଳ ହୋଇ ପାରିବେ ନାହିଁ। ଆଗ ଅପେକ୍ଷା ସେମାନେ ଏବେ ଭଲ ଶିକ୍ଷା ଲାଭ କରିବା ସହିତ ବହୁତ ଜ୍ଞାନ ଅର୍ଜନ କରୁଛନ୍ତି। କିନ୍ତୁ ଦୁଃଖର ବିଷୟ ଯେ ତାଙ୍କର ଜ୍ଞାନ ଗୁଡିକ କେବେଳ ବହି ବା ପୁସ୍ତକ ରେ ସୀମିତ ହୋଇ ରହିଯାଉଛି।

ସେମାନେ ଯାହା ବହି ରେ ପଢୁଛନ୍ତି ସେତିକି ହିଁ ଜ୍ଞାନ ଅର୍ଜନ କରୁଛନ୍ତି। ଯାହା ଫଳରେ ସେମାନେ ଯେତେବେଳେ କୌଣସି ସାକ୍ଷାତ କାର କୁ ଯାଉଛନ୍ତି ସେଠାରେ ବିଭିନ୍ନ ପ୍ରକାର ର ପୁସ୍ତକ ବହିର୍ଭୁତ ପ୍ରଶ୍ନ ପଚରା ଯିବା ଦ୍ୱାରା ସେମନେ ସେଠାରେ ସଠିକ ଉତ୍ତର ଦେଇ ପାରୁ ନାହାନ୍ତି ଓ ବିଫଳତା ର ସମ୍ମୁଖୀନ ହେଉଛନ୍ତି। ତେବେ ଆଜି ଆପଣ ମାନଙ୍କ ପାଇଁ ଆମେ ଏପରି କିଛି ପ୍ରଶ୍ନ ଗୁଡିକ ନବୀ ଆସିଛୁ ଯାହାକି ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପରୀକ୍ଷାରେ ସାହାଯ୍ୟ କରିବ।

ଏହି ପ୍ରଶ୍ନ ଗୁଡିକ ବିଭିନ୍ନ ପରୀକ୍ଷାରେ କିମ୍ବା ସାକ୍ଷାତ କାର ମାନଙ୍କ ରେ ପଚରା ଯାଇଥିଲା ଆଉ ସେହି ସବୁ ର ଉତ୍ତର ଜାଣିବା ଆପଣଙ୍କ ପାଇଁ ନିହାତି ଆବଶ୍ୟକ ଅଟେ ,ଯାହା ଆପଣ ଙ୍କୁ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବାରେ ସାହାଯ୍ୟ କରିବ। ଏଗୁଡିକ ଆଗକୁ ମଧ୍ୟ ପଚରା ଯିବାର ସମ୍ଭାବନା ରହିଛି। ତେବେ ଆସନ୍ତୁ ଜାଣିବା ସେହି ଭଳି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ।

୧. ପ୍ରଶ୍ନ- ତାହା କଣ ଅଟେ ଯାହା ଝିଅ ମାନଙ୍କ ଭିତରେ ଅଧା ପଶିଲେ କଷ୍ଟ ହୁଏ,ପୁରା ପଶିଗଲେ ଆରାମ ଲାଗେ ?
ଉତ୍ତର-ଚୁଡି ।

୨. ପ୍ରଶ୍ନ-ତାହା କେଉଁ ଜିନିଷ ଅଟେ ଯାହାର ଉପର ଭାଗରେ କିସ କରାଯାଏ, ମଝିରେ ଧରାଯାଏ ଆଉ ତଳୁ ନିଆଁ ବାହାରି ଥାଏ ?
ଉତ୍ତର-ସିଗାରେଟ ।

.ପ୍ରଶ୍ନ-ପାତାଳ ରେଳ ପ୍ରଥମେ କେଉଁଠି ଚାଲିଥିଲା ?
ଉତ୍ତର-କଲକାତା।

.ପ୍ରଶ୍ନ-ଭାରତ ର ପ୍ରଥମ ରେପ ପୋଲ ର ନାମ କଣ ?
ଉତ୍ତର-ଥାନେକ୍ରିକ।

୫.ପ୍ରଶ୍ନ-ସବୁଠାରୁ ଦୀର୍ଘତମ ରେଳ ପଥ ର ନାମ କଣ ?
ଉତ୍ତର-ଉତ୍ତର ରେଳପଥ।

୬. ପ୍ରଶ୍ନ- ପ୍ରଥମ ଟେଷ୍ଟ ଟ୍ୟୁବ ବେବି ର ନାମ କଣ ?
ଉତ୍ତର- ଲୁଇସେ ବ୍ରାଉନ ।

୭.ପ୍ରଶ୍ନ- ବିବାହ ପରେ ମହିଳା ମାନଙ୍କ ର କେଉଁ ଜିନିଷ ବଢିଯାଇ ଥାଏ ?
ଉତ୍ତର-ଚାହିଦା ।

୮.ପ୍ରଶ୍ନ:- କହିଲ ଦେଖି କେଉଁ ଦୀପ ଜଳେ ନାହିଁ ?
ଉତ୍ତର:- ପାରାଦ୍ୱୀପ।

୯.ପ୍ରଶ୍ନ-ଝିଅ ମାନେ ୧୮ ବର୍ଷ ପୂର୍ବରୁ କେଉଁ ଜିନିଷ କାହାକୁ ଦିଅନ୍ତି ନାହିଁ ?
ଉତ୍ତର-ଭୋଟ ।

୧୦.ପ୍ରଶ୍ନ- ଝିଅ ମାନଙ୍କ ର କେଉଁ ଜାଗା ରେ ହାତ ପୁରାଇଲେ ସେଥି ରୁ ପାଣି ବାହାରି ଥାଏ ?
ଉତ୍ତର-ଆଖିରେ ।

11. ଝିଅ ମାନଙ୍କର କେଉଁ ଜିନିଷକୁ ଚାଟିଲେ ଲାଲ ପଡିଯାଏ ?

ଉ- ଓଠ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।