viral video – ରାଗିଲେ ଦିପିକା ରାସ୍ତା ମଝିରେ ଚାପୁଡ଼ା ମାରିଲେ ଯୁବତୀଙ୍କୁ ,ମୁଁ ଝିଅ ୪୨୦ ମୋ ସହ ଲାଗିବନି ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଦିନେଶ୍-ଦୀପିକା ବିବାଦ ଏବେ ହାଟ ରେ ପଡ଼ି ଦାଣ୍ଡ ରେ ଗଡ଼ୁଛି। କେତେ ବେଳେ ଘରେ ପରିବାର ବର୍ଗ ତ ଆଉ କେତେ ବେଳେ ଚାବି ପକେଇ ବାହାରେ। ଏସବୁ ଭିତରେ ଦୀପିକା ନ୍ଯାୟ ଦାବି ରେ ଧାରଣା ଜାରି ରଖିଛନ୍ତି। ତାଙ୍କ ଧାରଣା ଏବେ ପହଞ୍ଚିଛି ୬୬ ଦିନ ରେ ପହଞ୍ଚିଛି।
ତେବେ ଏ ପର୍ଯ୍ଯନ୍ତ ଦିନେଶ ଙ୍କ ଦେଖା ମିଳିନି। ଏହା ଭିତରେ ଦିନେଶ ଙ୍କ ମାଆ ଓ ଦୀପିକା ଙ୍କ ମଧ୍ଯରେ ଦାଣ୍ଡ ଦୁଆ ରେ କଳି ଝଗଡ଼ା ଏହି ବିବାଦ କୁ ଆହୁରି ଜଟିଳ କରି ଦେଇଛି। ପୁଣି ଚର୍ଚ୍ଚା ରେ ଧାରଣା ରେ ବସିଥିବା ଦୀପିକା। କିଛି ଦିନ ପୂର୍ବ ରୁ ଶାଶୂ ଘର ଲୋକେ ଘର ଛାଡି ଥିଲେ। ଗତ କାଲି ଶାଶୂଘର ଲୋକେ ଘର ଭିତର କୁ ପ୍ରବେଶ କରିବା ବେଳେ ଦୀପିକା ଙ୍କ ଧାରଣା ସ୍ଥଳ ର ପାଲ ଚିରି ଦେଇ ଥିଲେ ବୋଲି ଦୀପିକା ଅଭିଯୋଗ କରିଥିଲେ।
୬୬ ଦିନ ହେଲା ପ୍ରେମିକ କେ ଦିନେଶ ଙ୍କ ଘର ଆଗ ରେ ଧାରଣା ରେ ବସିଛନ୍ତି ବ୍ରହ୍ମପୁର ର କେ ଦୀପିକା। ଘର ଆଗରେ ଦୀପିକା ଟେଣ୍ଟ୍ ଲଗାଇ ବସିଥିବା ବେଳେ ଶାଶୁ ଘର ପରିବାର ବର୍ଗ ଲୋକେ ଟେଣ୍ଟ୍ ଫୋଫାଡି ଚିରି ଭାଙ୍ଗି ଦେଇ ଥିବା ଅଭିଯୋଗ ହୋଇଛି।
ଥାନା ରେ ଅଭିଯୋଗ କରିଛନ୍ତି ଦୀପିକା। ଯେ କୌଣସି ପରିସ୍ଥିତି ଉପୁଯିବ ସେଥି ପାଇଁ ଦିନେଶ ଙ୍କ ପରିବାର ବର୍ଗ ହିଁ ଦାୟି ରହିବେ ବୋଲି ଦୀପିକା କହିଛନ୍ତି। ନ୍ଯାୟ ନ ମିଳିଲେ ଶେଷ ରେ ଆସନ୍ତା ଅକ୍ଟୋବର ୧୩ ରେ ଇଚ୍ଛା ମୃତ୍ୟୁ ପାଇଁ ରାଷ୍ଟ୍ରପତି ଙ୍କୁ ଚିଠି ଲେଖିବି ବୋଲି ଦୀପିକା କହିଛନ୍ତି।
ଅନ୍ଯ ପଟେ ଆମ କୁ ଶାନ୍ତି ରେ ବଞ୍ଚିବା କୁ ଦିଅ ବୋଲି ଦିନେଶ ଙ୍କ ମାଆ କହିଛନ୍ତି। ଗତ ୨ ମାସ ହେଲା ଦୀପିକା ପରିବାର ବର୍ଗ ଙ୍କୁ ନୟାନ୍ତ କରି ଦେଇଛି। ଆଉ ସମ୍ଭାଳି ପାରିବୁନି। ଧାରଣା ଏବେ ପହଞ୍ଚିଛି ୬୬ ଦିନରେ ପହଞ୍ଚିଛି। ତେବେ ଏ ପର୍ଯ୍ଯନ୍ତ ଦିନେଶ ଙ୍କ ଦେଖା ମିଳିନି।
ଏହା ଭିତରେ ଦିନେଶଙ୍କ ମାଆ ଓ ଦୀପିକାଙ୍କ ମଧ୍ଯରେ ଦାଣ୍ଡ ଦୁଆରେ କଳି ଝଗଡ଼ା ଏହି ବିବାଦକୁ ଆହୁରି ଜଟିଳ କରିଦେଇଛି। ଘର ଛାଡ଼ି ପଳାଇବୁ। ଅଦାଲତ ଉପରେ ଭରସା ରହିଛି। ଯାହା ନିର୍ଦ୍ଦେଶ ଦେବେ ତାହା ମାନିବୁ ବୋଲି ଦିନେଶ ଙ୍କ ମାଆ କହିଛନ୍ତି।
ଦିନେଶ ଏବେ ଭୁବନେଶ୍ବରର ଏକ କଲେଜ ରେ ଏମବିଏ ପଢୁଛନ୍ତି ବୋଲି ତାଙ୍କ ମାଆ କହିଛନ୍ତି। ବହୁ ଦିନ ର ରାଗ ସୋଧିଲେ ଦୀପିକା ରାସ୍ତା ମଝିରେ ହାଇଡ୍ରାମା ମହିଳା କୁ ପିଟିଲେ ଦୀପିକା । ମହିଳା ଜଣ କ ଦୀପିକା କୁ ଖରାପ ଭାଷା ରେ ଗାଳି ଗୁଲଜ କରୁଥିଲେ ସେଇଥି ପାଇଁ ଦୀପିକା ତାଙ୍କୁ ମାଡ଼ ମାରି ଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !