helth tips – ପିରିୟଡ଼କୁ ନେଇ ଏମିତି କହିଲେ ଅଭିନେତ୍ରୀ ଅନୁ ଚୌଧୁରୀ ଦେଖନ୍ତୁ ଭିଡ଼ିଓ viral ଭିଡ଼ିଓ ଟିକୁ …

ନାରୀ ପୁରୁଷ ମାନଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଥାଏ। ନାରୀ ଓ ପୁରୁଷର ଶରୀରର ଗଠନ ବହୁତ ସମଞ୍ଜସ୍ୟ ଦେଖିବାକୁ ମିଳିଥାଏ।ଜଣେ ନାରୀ ଗର୍ଭରେ ପିଲା ଧାରଣ କରି ଏକ ନୂତନ ଜୀବନକୁ ଏ ଦୁନିଆକୁ ଆଣିଥାଏ। ଯେତେବେଳେ ସେ ସନ୍ତାନର ମାଆ ବନିଥାଏ। ତେବେ ଜଣେ ନାରୀକୁ ଅନେକ କିଛି ସହିବା ପାଇଁ ପଡ଼ିଥାଏ।

ଜଣେ ନାରୀ ସେତେବେଳେ ମାଆ ହେବାରେ ସକ୍ଷମ ହୋଇଥାଏ ଯେତେବେଳେ ତାଙ୍କର ମାସିକ ପିରିୟଡ଼ ଆରମ୍ଭ ହୋଇଥାଏ। ଏହି ପିରିୟଡ଼ ବା ମାସିକ ଧର୍ମ ପ୍ରତ୍ୟୋକ ମହିଳା ମାନଙ୍କ ଠାରେ ଦେଖା ଯାଇଥାଏ ସେହି ସମୟରେ ସେମାନଙ୍କ ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ଦେଖା ଯାଇଥାଏ।

କିନ୍ତୁ ଅଧିକାଂଶ ସମୟରେ ଏହା ଦ୍ୱାରା ହେଉଥିବା ଯନ୍ତ୍ରଣା ବହୁତ ବଡ ସମସ୍ୟା ହୋଇ ଯାଇଥାଏ। କିନ୍ତୁ ଏହି ସବୁକୁ କିଛି ଲୋକେ ଓପନଲି କାହା ଆଗରେ ପ୍ରକାଶ କରି ପାରନ୍ତି ନାହିଁ। ଯାହା ଫଳରେ ଅନେକ ମହିଳାଙ୍କୁ ଯନ୍ତ୍ରଣା ସହିବାକୁ ପଡ଼ିଥାଏ।

ତେବେ ଓଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଅନୁ ଚୌଧୁରୀ ଏହି ପିରିୟଡ଼କୁ ନେଇ ଲୋକ ମାନଙ୍କୁ ସଚେତନ କରାଇଛନ୍ତି। ସେ କହିଛନ୍ତି ପିରିୟଡ଼ ଚାଲିଥିଲା ସମୟରେ ଝିଅ ମାନଙ୍କୁ ଛୁଟି ଦେବା ଦରକାର୍। ଏଥି ସହିତ ଏ ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ଦରକାର୍ ଆଜି ମଧ୍ୟ କିଛି ଲୋକେ ଏମିତି ରହିଛନ୍ତି ଯେଉଁମାନେ ସାନେଟାରି ନାପକିନର ବ୍ୟବହାର ମଧ୍ୟ ଜାଣି ନାହାଁନ୍ତି।

ତେଣୁ ସମସ୍ତଙ୍କୁ ଏ ବିଷୟରେ ନିହାତି ଜାଣିବାର ଆବଶ୍ୟକତା ରହିଛି। ତେଣୁ କୌଣସି ପ୍ରୋଗ୍ରାମ ମାଧ୍ୟମରେ ହେଉ କି ପ୍ରଚାର ପ୍ରସାର ମଧ୍ୟମରେ ହେଉ ଲୋକ ମାନଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ନିହାତି ଜରୁରୀ।

ପିରିୟଡ଼ ଚାଲିଥିବା ସମୟରେ ଜଣେ ମହିଳା କେଉଁ ସବୁ ସମସ୍ୟାର ସାମ୍ନା କରିଥାଏ ତାକୁ କେମିତି ଅନୁଭବ ହେଇଥାଏ ଏ ବାବଦରେ ସମସ୍ତେ ଜାଣିବା ଉଚିତ୍। ଯେପରି ଜଣେ ମହିଳା ତା ଭିତରେ ଦେଖା ଯାଉଥିବା ସମସ୍ୟାକୁ ଡକ୍ଟରଙ୍କ ସହିତ ଓପନଲି ସେୟାର କରି ପାରିବ। ସମସ୍ତଙ୍କ ସ୍ବାସ୍ଥ୍ୟ ଗତ ସମସ୍ୟା ସମ୍ମାନ ହୋଇ ନଥାଏ।

ପିରିୟଡ଼ ସମୟରେ କାହାର ଲେଗ ପେନ୍ ହେଇଥାଏ ତ କାହାର ଷ୍ଟମାକ ପେନ୍ ହେଇଥାଏ ଆଉ କାହାକୁ ଅଧିକରୁ ଅଧିକ ଦୁର୍ବଳ ମଧ୍ୟ ଲାଗିଥାଏ। ଯାହାକୁ କେହି କାହା ଆଗରେ ପ୍ରକାଶ କରି ପାରି ନଥାନ୍ତି। ତେବେ ଏସବୁ ବାବଦରେ ସମସ୍ତଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବା ନିହାତି ଜରୁରୀ।

ଆଜି ବି ପ୍ରାୟ ଲୋକଙ୍କ ଭିତରେ ସେଇ ଲାଜ ଅଛି କି ଜଣେ ଦୋକାନକୁ ପ୍ୟାଡ କିଣିବାକୁ ଲାଜ କରୁଛନ୍ତି। ତେବେ ଏହାର ହାଇଜେନିକ ପ୍ରୋବ୍ଲେମ ବାବଦରେ ଯଦି ସମସ୍ତେ ଜାଣି ପାରିବେ ତେବେ ଏ ବାବଦରେ ସମସ୍ତେ ଓପନଲି କଥା ହେଇ ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।