ଆଶ୍ଚର୍ଯ୍ୟ – ଶିବଲିଙ୍ଗରୁ ବାହାରୁଛି କ୍ଷୀର..ଶ୍ରାବଣ ମାସ ଆରମ୍ଭରୁ ଘଟିଲା ଅଲୌକିକ ଘଟଣା,ଦେଖିବା ପାଇଁ ଲୋକଙ୍କ ଭିଡ ,ଦେଖନ୍ତୁ ଭିଡ଼ିଓ viral ଭିଡ଼ିଓ ଟିକୁ….
ଭୋଳାନାଥ ଙ୍କ ଲିଙ୍ଗ ରୁ ବାହାରୁଛି କ୍ଷୀର ବାହାରୁଛି। ଆପଣ ମାନେ ଟ ଜାଣିଥିଲେ କି ଶ୍ରାବଣ ମାସକୁ ଟି ସବୁ ମାସ ମାନଙ୍କ ମଧ୍ୟରୁ ବିଶେଷ ମାସ ହୋଇଥାଏ | କାରଣ ଏହି ଶ୍ରାବଣ ମାସରେ ଦେବ ଦେବ ମହାଦେବ ଙ୍କ ର ଭକ୍ତି ଆଉ ପୂଜା ଅର୍ଚନା ଯଦି ଆମେ ଭକ୍ତି ର ସହିତ କରିବା ତାହେଲେ ମହାଦେବ ଆମ ଉପରେ ତାଙ୍କର ସମସ୍ତ କୃପା ବର୍ଷା କୁ ଢାଳିଦେବେ |
ତାହା ଛଡା ଆପଣ ମାନେ ସମସ୍ତେ ଜାଣିଥିବେ କି ଶ୍ରାବଣ ମାସକୁ ଆମେ ବିଶେଷ କରିକି ଧର୍ମ ର ମାସ ବୋଲି ମାନିଥାଉ | ଆଉ ଏହି ମାସରେ ଲୋକ ମାନେ ବିଭିନ୍ନ ପ୍ରକାରର ବାର ଆଉ ଓଷା କରିଥାନ୍ତି, ଆଉ ଏହି ଶ୍ରାବଣ ମାସକୁ ନେଇକି ସୁନ୍ଦର ଭାବରେ ଗୀତ ଆଲବମ ଟିଏ ମଧ୍ୟ ପ୍ରକାଶ ପାଇଛି |
ତେବେ ବିଶେଷ କରି ଶ୍ରାବଣ ମାସକୁ ଶିବ ଙ୍କର ମାସ ବୋଲି କୁହାଯାଇଥାଏ କାରଣ ଏହି ଶ୍ରାବଣ ମାସରେ ଲୋକ ମାନେ ଶିବ ଙ୍କର ବାର ଓ ଅଶା କରିବା ସହିତ ଶିବ ମନ୍ଦିରକୁ ଯାଇକି ପାଣି ଆଣିକି ଜଳା ଅଭିଷେକ ମଧ୍ୟ କରିଥାନ୍ତି | ଆଉ ଯାହା ଯୋଗୁଁ ଲୋକ ମାନେ ବହୁତ ପୁଣ୍ୟ ମଧ୍ୟ ଅର୍ଜନ କରିଥାନ୍ତି |
ତେବେ ସେହି ଶ୍ରାବଣ ମାସର ଭକ୍ତି ପୂର୍ଣ୍ଣ କଥାକୁ ନେଇକି ଅଭିଜିତ ମଜୁମଦାର ଙ୍କ ଦ୍ୱାରା ଗୋଟିଏ ଭୋଜନ ଗୀତ ଟି ପ୍ରକାଶ ପାଇଛି | ଆଉ ଯାହାକୁ ଶୁଣିକି ଶିବ ଭକ୍ତ ମାନେ ତାଙ୍କ ଭକ୍ତିରେ ମଜି ଯାଇଛନ୍ତି | ଆଉ ଆନନ୍ଦର ସହିତ ଗାଇବାକୁ ଲାଗୁଛନ୍ତି ଭୋଲେ ବମ ଗୀତ ଟି |ସେହି ଭକ୍ତି ଭାବ ଶିବ ଙ୍କ ପ୍ରତି ରଖିକି ବୋଲ ବମ ଗୀତ ଗୋଟିଏ ପ୍ରକାଶ ପାଇଛି |
ଆଉ ଯୋଉ ଗୀତରେ ତାଳେ ତାଳେ ସବୁ ଦର୍ଶକ ମାନେ ମଧ୍ୟ ଝୁମି ଯାଉଛନ୍ତି | ଆଉ ଭକ୍ତିର ସହିତ ସମସ୍ତଙ୍କ ମୁହଁରେ ସେହି ଶିବ ଭକ୍ତିର ଗୀତ ବର୍ତ୍ତମାନ ଗୁଞ୍ଜରୀର ହେଉଛି | ତେବେ ଅଭିଜିତ ମଜୁମଦାର ଙ୍କ ଦ୍ୱାରା ଏହି ଗୀତ ଟି ପ୍ରକାଶ ପାଇବା ପରେ ସେସିଆଲ ମିଡ଼ିଆରେ ବହୁତ ମାତ୍ର ରେ ଭାଇରାଲ ହେବା ସହିତ ସମସ୍ତେ ପସନ୍ଦ ମଧ୍ୟ କରିଛନ୍ତି ଏହି ଗୀତ କୁ |
ମହାଦେବ ଙ୍କ ର ଭକ୍ତି ଆଉ ପୂଜା ଅର୍ଚନା ଯଦି ଆମେ ଭକ୍ତି ର ସହିତ କରିବା ତାହେଲେ ମହାଦେବ ଆମ ଉପରେ ତାଙ୍କର ସମସ୍ତ କୃପା ବର୍ଷା କୁ ଢାଳିଦେବେ | ତାହା ଛଡା ଆପଣ ମାନେ ସମସ୍ତେ ଜାଣିଥିବେ କି ଶ୍ରାବଣ ମାସକୁ ଆମେ ବିଶେଷ କରିକି ଧର୍ମ ର ମାସ ବୋଲି ମାନିଥାଉ | ଆଉ ଏହି ମାସରେ ଲୋକ ମାନେ ବିଭିନ୍ନ ପ୍ରକାରର ବାର ଆଉ ଓଷା କରିଥାନ୍ତି,ଭୋଳାନାଥ ଙ୍କ ଲିଙ୍ଗ ରୁ ବାହାରୁଛି କ୍ଷୀର ବାହାରୁଛି।
ଆପଣ ମାନେ ଟ ଜାଣିଥିଲେ କି ଶ୍ରାବଣ ମାସକୁ ଟି ସବୁ ମାସ ମାନଙ୍କ ମଧ୍ୟରୁ ବିଶେଷ ମାସ ହୋଇଥାଏ | କାରଣ ଏହି ଶ୍ରାବଣ ମାସରେ ଦେବ ଦେବ ମହାଦେବ ଙ୍କ ର ଭକ୍ତି ଆଉ ପୂଜା ଅର୍ଚନା ଯଦି ଆମେ ଭକ୍ତି ର ସହିତ କରିବା ତାହେଲେ ମହାଦେବ ଆମ ଉପରେ ତାଙ୍କର ସମସ୍ତ କୃପା ବର୍ଷା କୁ ଢାଳିଦେବେ!
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।