🛑EXCLUSIVE : ମୋ ଝିଅକୁ ଛାଡ଼ି ମୋ ଜ୍ୱାଇଁ ସେକ୍ସି ଝିଅ ସହ ବାହାରେ ରାତି କଟାଉଛି ଏମିତି କହିଲେ ଶ୍ୱଶୁର ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଭାରତୀୟ ସମ୍ବିଧାନ ଯେଉଁଠି ସମସ୍ତ ଙ୍କୁ ସମାନ ଅଧିକାର ଦିଆଯାଇଛି । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷ ରେ ସମସ୍ତେ ଭାରତୀୟ ଆଇନ ରେ ବନ୍ଧା । କିନ୍ତୁ ପୁରୀ ଜିଲ୍ଲା କାକଟପୁର ଥାନା ଫକୀରସାହି ରୁ ଆସିଛି ସଂଗୀନ ଅଭିଯୋଗ । ଅନେଶତ ରାଣୀର ରାଜା ହେଉଛନ୍ତି ଫକୀର ସାହିର ସେକ ଅସଲମ ଙ୍କ ପୁଅ ଏସକେ ଫାୟାଜ । ସେ ଚାରି ବର୍ଷ ରେ ବାହା ହେଲାଣି ଚାରୋଟି ଝିଅ ।

ହୋଟେଲ ମ୍ୟାନେଜର ଭାବ ରେ କାମ କରୁଥିବା ଫାୟାଜ ସବୁ ଝିଅ ଙ୍କୁ ମିଛ କହି ବାହା ହେଉ ଥିବାର ଗୁରୁତର ଅଭିଯୋଗ ଆଣିଛନ୍ତି ପ୍ରଥମ ପତ୍ନୀ ତବସମ । ତବସମ ଅଭିଯୋଗ ଅନୁସାରେ ବିବାହ ର କିଛି ବର୍ଷ ତାଙ୍କ ସ୍ୱାମୀ ତାଙ୍କ ସହ ଭଲ ସମ୍ପର୍କ ରଖିବା ସହିତ ୨ଟି ସନ୍ତାନ ମଧ୍ୟ୍ୟ ହୋଇଥିଲେ ।

କିନ୍ତୁ ଏଇ ୪ବର୍ଷ ହେବ ସେ ଏବଂ ତାଙ୍କ ବାପା,ମା ତବସାମ ଙ୍କୁ ଅକଥନିଅ ନିର୍ଯାତନା ଦେବା ସହିତ ନିଆଁ ଲଗେଇ ପୋଡ଼ିବା କୁ ଚେଷ୍ଟା କରିଥିଲେ ଓ ଯୌତୁକ ନିର୍ଯାତନା ଦେଉଥିଲେ ।

ପ୍ରତିବାଦ କରିବା ରୁ ୧ଲକ୍ଷ ଡିମାଣ୍ଡ କରିଥିଲେ ଶାଶୂଘର ଲୋକ । ଏମିତିକି ଶାଶୂ ଘରୁ ତଡି ଦେଇଥିବା କହିଛନ୍ତି ତବସମ ବାପା,ମା । ସବୁ ବେଳେ ନୂଆ ନୂଆ ଝିଅ ଖୋଜୁଥିବା ଫାୟାଜ ଚେନାଇ ରେ ଚାକିରୀ କରିଛନ୍ତି । ସେଠି ଲିୟମର ନାମ କ ଏକ ମହିଳା କୁ ବିବାହ କରି ଛାଡି ଦେଇ ଦିଲ୍ଲୀ ରେ ସବିତା କୁ ମିଛ ପ୍ରଲୋଭନ ଦେଖାଇ ବିବାହ କରିଥିଲେ ।

ତାଙ୍କୁ ମଧ୍ୟ୍ୟ ଧୋକା ଦେଇ ଜଗତସିଂହପୁର ର ସୁଲେମାନ ଙ୍କୁ ବିବାହ କରିଛନ୍ତି । ଯାହା ସମାଜ ପାଇଁ ଏକ ନିନ୍ଦନୀୟ କଥା । ଆଉ ଏ ବିବାହ ରେ ମଧ୍ୟ ବାପା,ମା ପୁଅ କୁ ସମର୍ଥନ କରନ୍ତି । ଗୋଟିଏ ପରେ ଗୋଟିଏ ଝିଅ ର ଜୀବନ ନଷ୍ଟ କରି ଥିବା ଏମାନଙ୍କୁ କଠୋର ଦଣ୍ଡ ଦେବା କୁ ଦାବି କରିଛନ୍ତି ସାମାଜିକ କର୍ମୀ ଦାବି କରିଛନ୍ତି । ଆଉ ସବୁଠାରୁ ଆଶ୍ଚର୍ୟ୍ୟ କଥା ଏ ସମ୍ପର୍କ ରେ କାକଟପୁର ଆଇଆଇସି ଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସେ କିଛି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ।

ଏମିତି କି ଅଧ ରାତି ରେ ଡାକି ସାଧା କାଗଜ ରେ ଦସ୍ତଖତ ନେଇ ଥାନା ରୁ ବାହାର କରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ତବସମ । ଏପରି ଅନେକ ଝିଅ ମୋ ପରି ଶିକାର ଅଛନ୍ତି । ଆମେ ମୁସଲମାନ ବୋଲି ଆମକୁ ବାହାର କୁ ଆସିବା କୁ ଦେଉନାହାନ୍ତି ।

ବାଧ୍ୟ ହୋଇ ଅତ୍ୟାଚାର ସହିବା ପରେ ନିରବ ରହୁଚୁ । ମୋ ଶଶୁ ବିଜେଡି ର ନେତା ହେଉଥିବା ରୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନି ଆଗାମୀ ଦିନ ରେ ଯଦି ମୋତେ ନ୍ୟାୟ ନମିଳେ ମୁଁ ମୋ ପିଲା ଙ୍କ ସହିତ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ଅଭିଯୋଗ କାରିଣୀ, ନିର୍ଯ୍ୟାତିତା ସ୍ତ୍ରୀ ତବସମ । ତାଙ୍କୁ ନ୍ୟାୟ ଦେବା ଉଚିତ୍।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।