Exclusive : ଆମେ ନିଜେ ଦେଖିଚୁ ସେ ବିଗବଜାର ଛକରେ କୁଣ୍ଢାକୁଣ୍ଢି ହୋଇ ବୁଲନ୍ତି,ଏ ଭଳିଆ ଝିଅଙ୍କୁ କିଳାରେ ଧରିକି ବାଡେଇବା ଦରକାର ..ଏମିତି କହିଲେ ଯୁବତୀ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ,,,

ତୁପ୍ତି ରେ ବାଡେଇବା ଦରକାର। ସେ ଯେମିତି Instagram ଭିଡିଓ ପୋଷ୍ଟ କରୁଛନ୍ତି ଯାହା ନାରୀ ଯାତି ପାଇଁ ଏକ କଳଙ୍କମାଡାମ୍ ଯାହା କରିଛନ୍ତି ବହୁତ ଭଲ କରିଛନ୍ତି। ସେ ପ୍ରକୃତି ମିଶ୍ର କୁ କିଳା ।ଏବେ ଯୁଆଡେ ଦେଖିବ କେବଳ ବାବୁସାନ ଓ ପ୍ରକୃତି ଙ୍କୁ ନେଇ ଚର୍ଚ୍ଚା କାରଣ ଆଜି ସକାଳେ ରୋଡ଼ ଉପରେ କିଛି ଏମିତି ଘଟଣା ଘଟିଛି ଯାହାକୁ ଶୁଣିଲେ ଓ ଦେଖିଲେ ଆପଣ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ |

ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ବାବୁସାନ ଓ ତୃପ୍ତି ଙ୍କର ଯୋଡ଼ି କୁ ଦର୍ଶକ କେତେ ମାତ୍ରା ରେ ଯେ ଭଲ ପାଆନ୍ତି | କିନ୍ତୁ ବାବୁସାନ ଏବେ ଏମିତି ଘଟଣା ଘଟଇଲେ ଯାହା ଖୁବ ନିନ୍ଦନୀୟ ଅଟେ ଏବଂ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ କେହି ତାଙ୍କ ଠାରୁ ଏମିତି ଆଶା କରି ନଥିଲେ |

ଅଭିନେତା ବାବୁସାନ ମହାନ୍ତି ସମସ୍ତ ଙ୍କ ହୃଦୟ ରେ ରାଜ କରି ଥାଆନ୍ତୁ, କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି ଯାହାକୁ ନେଇ ଏବେ ପ୍ରାୟ ଜଣ ନିନ୍ଦା କରିବା ଆରମ୍ଭ କରି ଦେଲେଣି |

ଆଜି ସକାଳ ସମୟରେ ଭୁବନେଶ୍ୱର ର ସହିଦ ନଗର ଠାରେ ବାବୁସାନ ଓ ଚର୍ଚ୍ଚିତ ଚେହେରା ପ୍ରକୃତି ଙ୍କର ପ୍ରେମ ଧରା ପଡ଼ିଛି | ଆଜି ସକାଳେ ସେଠାରେ ଯିବା ଆସିବା କରୁଥିବା ଲୋକ ମାନେ ହିଁ ଏହି ଦୃଶ୍ୟ ରେ ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରିଛନ୍ତି |

ଏହି ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ବାବୁସାନ ଓ ପ୍ରକୃତି ଏକ କାର ରେ ଏକାଠି ମିଶି ଯାଉ ଥିବା ବେଳେ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ନିଜ ବାପା ଙ୍କ ସହ ଆସି ତାଙ୍କୁ ଅଟକାଇ ଥିଲେ | ଏହାପରେ ବାବୁସାନ ଙ୍କର ସାର୍ଟ ଧରି ଅନେକ ଗାଳି ଗୁଲଜ କରି ଥିଲେ ଏବଂ ଏହା ପରେ ଗାଡ଼ି ଭିତରେ ଥିବା ବେଳେ ପ୍ରକୃତି ଙ୍କର ଚୁଟି ଧରି ପିଟା ପିଟି ମଧ୍ୟ କରି ଥିଲେ | ତେବେ ଗାଡ଼ି ଭିତରୁ ବାହାରି ପ୍ରକୃତି ମିଶ୍ର ଯେତେ ବେଳେ ଚାଲି ଯାଉ ଥିଲେ ସେତେ ବେଳେ ତୃପ୍ତି ତାଙ୍କ ପଛରେ ଗୋଡ଼ାଇ ତାଙ୍କୁ ଠେଲି ଦେଇ ଥିଲେ |

ରାସ୍ତା ମଝିରେ ତୃପ୍ତି ଚିଲେଇ ଚିଲେଇ କହୁ ଥିଲେ କି ଏ ହେଉଛି ପ୍ରକୃତି ମିଶ୍ର ପ୍ରେମମ ଫିଲ୍ମ ରୁ ବାବୁସାନ ଙ୍କ ସହ ପ୍ରେମ କରୁଛି | ଏ ପ୍ରକୃତି ମିଶ୍ର ମୋ ପରିବାର କୁ ଧ୍ୱଂସ କରୁଛି, ତିନି ବର୍ଷ ହେଲାଣି ଏ ମୋ ସଂସାର ଭାଗୁଛି ଏମିତି ଅନେକ କଥା ତୃପ୍ତି ସମସ୍ତ ଙ୍କ ସାମ୍ନା ରେ କହି ଥିଲେ |

ତେବେ ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚହଳ ପକାଇଛି ଏବଂ ଏହାକୁ ଦେଖି ଲୋକେ ମଧ୍ୟ ଖୁବ ନିନ୍ଦା କରିଛନ୍ତି ଏବଂ ତୃପ୍ତି ଙ୍କୁ ସପର୍ଟ କରିଥିବାର ଦେଖିବାକୁ ମିଳି ଥିଲା |ତୁପ୍ତି ରେ ବାଡେଇବା ଦରକାର। ସେ ଯେମିତି Instagram ଭିଡିଓ ପୋଷ୍ଟ କରୁଛନ୍ତି ଯାହା ନାରୀ ଯାତି ପାଇଁ ଏକ କଳଙ୍କମାଡାମ୍ ଯାହା କରିଛନ୍ତି ବହୁତ ଭଲ କରିଛନ୍ତି। ସେ ପ୍ରକୃତି ମିଶ୍ର କୁ କିଳା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।