Viral audio call : ଭାଇରାଲ ହେଲା ବାବୁସାନ ଓ ପ୍ରକୃତିଙ୍କ ରୋମାଣ୍ଟିକ କଥାବାର୍ତ୍ତା,ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ବର୍ତମାନ ସମୟର ସବୁଠୁ ବଡ ବ୍ରେକିଙ୍ଗ ନିଉଜ ଆସି ଲାଗିଛି ଆମ ହାତରେ,ବାବୁସାନ ଓ ପ୍ରକୃତି ମିଶ୍ର ଙ୍କ କାରନାମା ସବୁ ଓଡିଶା ଲୋକ ଙ୍କ ପାଟିରେ ଡିବି ଡିବି ହେଇକି ବାଜୁଛି ଷ୍ଟାର ଦୁଇଜଣ ଯେଉଁଭଳି ମାଡ ଖାଇଲେ ରାଜରାସ୍ତା ଉପରେ ତାହା ସମସ୍ତେ ମଜା ନେଇଛନ୍ତି ଓ କିଛି ଲୋକ ତୃପ୍ତି ଙ୍କୁ ଭୁଲ ଦେବା ବେଳେ କିଛି ଲୋକ ତାଙ୍କୁ ଅନେକ ସମର୍ଥନ ମଧ୍ୟ ଜଣେଇଛନ୍ତି।
ତେବେ ଏହି ମାମଲାରେ ତୃପ୍ତି ଙ୍କ ସାଥ ପ୍ରାୟ ଲୋକ ଦେଇଥିବା ବେଳେ ବାବୁସାନ ଙ୍କ ନିଜ ମା ଅପରାଜିତା ମହାନ୍ତି ଓ ଉତ୍ତମ ମହାନ୍ତି ମଧ୍ୟ ନିଜ ବୋହୁ କୁ ସାଥ ଦେଇକି ସାରା ଓଡିଶା ଲୋକଙ୍କ ମନ ଜିତିଥିଲେ ଓ ସେ ସବୁବେଳେ ନ୍ୟାୟ ର ସାଥ ଦେବେ ବୋଲି ମଧ୍ୟ କହିଥିଲେ ତେବେ ବର୍ତମାନ ଏଭଳି ଏକ ଘଟଣା ଆସିଛି ସାମ୍ନା କୁ ଯାହା ଆପଣଙ୍କ ନିଦ ହଜେଇ ଦବ।
ତେବେ ଏ ଘଟଣା କୁ ମିଛ କହୁଥିବା କିଛି ଲୋକଙ୍କ ଗାଲରେ ଏବେ ଶକ୍ତ ଚାପୁଡ଼ା ବସିଛି ଓ ଏ ସମୟରେ ଏକ ଅଡିଓ କ୍ଲିପ ଭାଇରଲ ହେବାରେ ଲାଗିଛି,ତେବେ ଏହି ଅଡିଓ ରେ ବାବୁସାନ ଓ ପ୍ରକୃତି ଙ୍କ କଥା ବାର୍ତା ହେବାର ଶୁଣିବାକୁ ମିଳିଛି ଯାହାକି ଲୋକ ଶୁଣିବା ପରେ ନିଜ କଣ କୁ ମଧ୍ୟ ବିଶ୍ୱାସ କରୁ ନାହାନ୍ତି ସତରେ ବାବୁସାନ ଓ ପ୍ରକୃତି କଣ ଏତେ ତଳକୁ ଖସି ଯାଇଥିଲେ ।
ତେବେ ଏହି କଲ ରେ ପ୍ରଥମେ ପ୍ରକୃତି ହେଲଲ କହିଥିବା ବେଳେ ବାବୁସାନ କହିଥିଲେ ସବୁ କଥା ରେ ରାଗିବ କଣ ନିହାତି ଦରକାର ଓ ଏହାର ଜବାବ ରେ ପ୍ରକୃତି କହିଥିଲେ ତୁ ସେମିତି କାମ ସବୁ କାହିଁକି କରୁଚୁ ବୋଲି,ବାବୁସାନ କହିଥିଲେ ଆରେ ଶୁଣେ ରେ ସେଇ ସମୟରେ ଚିତ୍କାର କରି ଥିଲେ ପ୍ରକୃତି ମିଶ୍ର ଓ କାଟୁଚି କାଟୁଚି କହିଥିଲେ ।
ବାବୁସାନ ହଟାତ କହିଥିଲେ କଣ ହେଲା କଣ ହେଲା ପ୍ରକୃତି କହିଥିଲେ ବହୁତ କଷ୍ଟ ହୋଉଛି ତୁ ବୁଝି ପାରିବୁନି ତୋ ପାଇଁ ମୋତେ ବହୁତ କଷ୍ଟ ହୋଉଛି ଏହାପରେ ବାବୁସାନ କହିଥିଲେ ଓହୋ ମୁଁ ଏବେ କଣ କଲି କି ପ୍ରକୃତି ଏହାର ଜବାବ ରେ କହସାଇଛନ୍ତି ଦେଖାହେଲେ ତତେ ସବୁ କହିବି ଏବେ ନୁହଁ ମୋତେ ବହୁତ କଷ୍ଟ ହୋଉଛି ମୁଁ ଫୁଂକୁଛି ଏବେ।
ଏହାପରେ କହିଥିଲେ ଛାଡେ ତୁ ଏଗୁଡା ବୁଝି ପାରିବୁନି ଏହାପରେ ବାବୁସାନ କହିଲେ ଛାଡେ ମୁଁ ବୁଝୁଚି ଏବେ କଣ କରିବି କାହା ପ୍ରକୃତି କହିଥିଲେ ଆରେ ତୁ ବୁଝି ପାରିବୁନି ବାବୁସାନ ଏହାପରେ କହିଥିଲେ ବୁଝୁଚି ସାରି ସାରି ତୋ ଗୋଡ ଧରି ଭୁଲ ମାଗୁଛି ଏହାପରେ ପ୍ରକୃତି ଟିକେ ଖୁସି ହେଇଥିବା ଶୁଣିବାକୁ ମିଳୁଛି !
ଏହାପରେ ବାବୁସାନ କହିଲେ ମୁଁ କହୁଛି ଟିକେ ରେଷ୍ଟ ନେଏହାପରେ ପ୍ରକୃତି କହିଲେ ମୁଁ ତତେ ପଚାରିଲି କୁଆଡେ ଯିବୁ କଣ ଖାଇବୁ କାହା ହେଲେ ତୁ କିଛି କହିଲୁନି କଣ ତୁ ମୋ ସହ ଖେଳୁଛି ଏହାର ଜବାବ ରେ ବାବୁସାନ କହିଥିଲେ କାନ୍ଦୁଛୁ କାହିଁକି ଆରେ ମତେ କାଟୁଚି ବୋଲି କହିଥିଲେ ପ୍ରକୃତି ମିଶ୍ର ବାବୁସାନ କହିଥିଲେ ହଁ ରେ ବୁଝୁଚି ତୁ ମେଡ଼ିସିନ ନେଇଛୁ ତୋ ଗୋଡ ବିନ୍ଧୁଚି ତୁ ଠିକ ହେଇଯିବୁ।
ଏହାପରେ ବାବୁସାନ ପୁଣି କହିଲେ ତୁ କାନ୍ଦୁଚି କାହିଁକି ଡୁଡୁ,ଏହାପରେ ପ୍ରକୃତି ବାଏ କହିଲେ ଓ ବାବୁସାନ କହିଛନ୍ତି ଯେ କୋଉ କଲର ଶାଢ଼ୀ ପିନ୍ଧିବୁ ପ୍ରକୃତି କହିଥିଲେ କି ଦୁପଟା ତେବେ ବାବୁସାନ ସଂଗେ ସଂଗେ କହିଲେ ହଉ ଫୋଟୋ ପାଠୋଉଛି ଦେଖେ ଆଉ କାଂଦିନୀ,ତେବେ ଏହି କଥା ଏବେ ସବୁ ଆଡେ ଚର୍ଚା ହେବାରେ ଲାଗିଛି ଏଭି କଥା ଚାଲିଥିଲା ଦୁଇଜଣ ଙ୍କ ଭିତରେ!
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।