Joint pain – ମାତ୍ର ୨ ମିନିଟ୍ ରେ ଭଲ କରିବ ( ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ) ଏହି ଚମତ୍କାରି ପତ୍ର | କରନ୍ତୁ ଏହି ଚମତ୍କାରି ଉପାୟ,୧୦୦% ଗ୍ୟାରେଣ୍ଟି !

ଆମ ଦେଶରେ ପାନ ଖାଇବା ପରମ୍ପରା ବହୁ ପୁରାତନ । କେହି କେହି ଏହାକୁ ଏକ ଖରାପ ଅଭ୍ଯାସ ବୋଲି ମାନିଥାନ୍ତି । କିନ୍ତୁ ଏହି ପାନପାତ୍ର ବହୁ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଅଟେ । ଏହା ପୁରୁଷଙ୍କ ଶକ୍ତିକୁ ବଢାଇବା ସହ ଆମ ପାଚନ କ୍ରିୟାରେ ସାହାଯ୍ୟ କରିଥାଏ, ମୁଖ ଦୁର୍ଗନ୍ଧ ଦୂର କରିଥାଏ, ଦୁର୍ବଳ ଅନୁଭବ ହେବା, ଶରୀରରେ ବ୍ୟଥା ହେବା, ବାତ ରୋଗ, ରକ୍ତ ଅଭାବ ଆଦିକୁ ଭଲ କରିଥାଏ । ତେବେ ଚାଲନ୍ତୁ ଜାଣିବା କେଉଁ ସମସ୍ଯା ପାଇଁ ପାନପାତ୍ରର କିପରି ବ୍ୟବହାର କରିବେ ।

ପାନପାତ୍ର ଆମ ଶରୀର ପାଇଁ ବାଉ ଲାଭଦାୟକ ଅଟେ । ସେହିପରି ପାନରେ ବ୍ଯବହ୍ରୁତ ଚୂନ ମଧ୍ୟ ଆମ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ । କେବଳ କିଡନୀରେ ଷ୍ଟୋନ ହୋଇଥିବା ବ୍ୟକ୍ତିଙ୍କୁ ଛାଡି ଅନ୍ୟ ସମସ୍ତେ ଏହି ଉପଚାର ଆପଣେଇ ପାରିବେ । ଏହାକୁ ଏକ ମାସ ଧରି ଦିନେ ଛାଡି ଦିନେ ପ୍ରୟୋଗ କରନ୍ତୁ । ଏଥିପାଇଁ ରାତିରୁ ଏକ ତମ୍ବା ପାତ୍ରରେ ପାଣି ରଖନ୍ତୁ । ସକାଳୁ ଉଠି ସେହି ପାଣିକୁ ହାଲୁକା ଗରମ କରି ଖାଲିପେଟରେ ପିଇ ଦିଅନ୍ତୁ ।

ଏହାପରେ ଏକ ମିଠା ପାନପାତ୍ର ନିଅନ୍ତୁ ଓ ଏଥିରେ ମାତ୍ର ଏକ ଚାଉଳ ଦାନା ଭଳି ମାତ୍ରାର ଚୂନ ଲଗାଇ ଦିଅନ୍ତୁ । ତା’ପରେ ଏହାକୁ ପାନ ଭଳି ଭାଙ୍ଗି ଦିଅନ୍ତୁ । ଏହି ପାନକୁ ଆପଣ ଧୀରେ ଧୀରେ ଚୋବାଇ ଖାଆନ୍ତୁ । ଶୀଘ୍ର ଖାଇବେ ନାହିଁ ନଚେତ ଚୂନ ଯୋଗୁଁ ଆପଣଙ୍କ ପାଟି ଖାଇ ଯାଇ ପାରେ ।

ଦେଖିବେ ଏପରି ମାସେ କରିବା ଦ୍ଵାରା ଆପଣ ଙ୍କ ବାତ ବା ଗ୍ଯାସ ଜନିତ ସମସ୍ତ ରୋଗ ଦୂର ହେବାକୁ ଲାଗିବ ଓ ଆପଣ ପୂର୍ବ ଠାରୁ ଅଧିକ ଫୁର୍ତ୍ତି ଅନୁଭବ କରିବେ । ଶରୀର ରେ ରକ୍ତ ହେବା ସହ କ୍ୟାଲସିୟମ ମଧ୍ୟ ବୃଦ୍ଧି ପାଇବ । ଏକ ମାସ ରୁ ଅଧିକ ଏହାର ବ୍ୟବହାର କରିବେ ।


ପୁରୁଷଙ୍କ ଠାରେ ଦୁର୍ବଳତା ସମସ୍ଯା ପାଇଁ ଆଜି କାଲି ମୋବାଇଲ ରେ ଖରାପ ଭିଡିଓ ଦେଖି ଅନେକ ପୁରୁଷ ଙ୍କ ଆଭ୍ଯନ୍ତରୀଣ ଶକ୍ତି ହ୍ରାସ ପାଇଲାଣି । ଯାହା ଫଳ ରେ ଏହା ସେମାନ ଙ୍କ ଯୌନ ଜୀବନ ଉପରେ ପ୍ରଭାବ ପକାଉଛି । ତେବେ ପାନପାତ୍ର ର ବ୍ୟବହାର କରି ପୁରୁଷ ମାନେ ନିଜ ଶକ୍ତି କୁ ପୁଣି ଥରେ ଫେରାଇ ଆଣି ପାରିବେ ।

ଏଥି ପାଇଁ ଗୋଟିଏ ମିଠା ପାନପତ୍ର ନେଇ ସେଥିରେ ଏକ ଚାମୁଚ ଶୁଦ୍ଧ ମହୁ ଲଗାଇ ଦିଅନ୍ତୁ । ଗୋଟିଏ ରସୁଣ କୋଲର ଚୋପା ଛଡାଇ ତାହାକୁ ଭଲ ଭାବେ ଛେଚି ସେହି ପାନପତ୍ର ରେ ରଖି ପାନ ଭାଙ୍ଗି ଦିଅନ୍ତୁ ।

ଏହାକୁ ମଧ୍ୟ ଦିନେ ଛାଡି ଦିନେ ଏକ ମାସ ପର୍ଯ୍ୟନ୍ତ ସକାଳୁ ଖାଲି ପେଟ ରେ ଚୋବାଇ ଖାଆନ୍ତୁ । ଦେଖିବେ ଆପଣ ଙ୍କ ଶକ୍ତି ଫେରି ଆସିବ । ଏହାସହ ଏକ ଗ୍ଳାସ ଉଷୁମ ପାଣି ରେ ଏକ ଚାମୁଚ ତ୍ରିଫଳା ଚୂର୍ଣ୍ଣ ମିଶାଇ ପିଅନ୍ତୁ ଦେଖିବେ ନିଶ୍ଚୟ ଫଳ ଦାୟୀ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।