viral video – ଲଜ୍ୟା ଲାଗୁନି, ପୁତୁରାକୁ ପ୍ରେମକରି ଖୁଡି ବାହାହେବା ! ମା ପୁଅ ସମ୍ପର୍କକୁ ସମାଜ କଣ କହିବ ?….ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଖୁଡି କହୁଛି ପୁତୁରା କୁ ବିଭାଅ କରିବ ଲଜ୍ଜ୍ଯା ନାହିଁ। ମା ସମାନ ଖୁଡି ନିଜ ପୁଅ ବା ପୁତୁରାକୁ ବିବାହ କରିବ କହୁଛି। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜିର ଏହି ଆଧୁନିକ ସ୍ମାର୍ଟ ସମାଜରେ ଟିକିଏ ଭଲରେ ଟିକିଏ ଖୁସି ଆନନ୍ଦରେ ଜୀବନ ଅତିବାହିତ କରିବା!

ପାଇଁ ବିପୁଳ ପରିମାଣର ଅର୍ଥ ଆବଶ୍ୟକ ଅଟେ।ଯାହା ଠାରେ ଆର୍ଥିକ ସମସ୍ୟା ଦେଖାଦିଏ ସେ କେବେ ହେଲେ ମଧ୍ୟ ଟିକିଏ ଆତ୍ମ ଶାନ୍ତି ଅନୁଭବ କରି ପାରେ ନାହିଁ।ତେଣୁ ନିଜର ଆର୍ଥିକ ସ୍ଥିତିକୁ ଦୃଢ କରିବା ନିମନ୍ତେ ପ୍ରତ୍ୟେକ ଭିନ୍ନ ଭିନ୍ନ ରୋଜଗାର ପନ୍ଥା ଆପଣେଇ ଥାନ୍ତି।

ସେଇଥି ପାଇଁ ତ ଆଜିର ସମାଜ ର ସମସ୍ତ ବ୍ୟକ୍ତି କିଛି ନା କିଛି କାର୍ଯ୍ୟ ରେ ନିଜକୁ ବ୍ୟସ୍ତ ରଖୁଛନ୍ତି।ତେବେ କିଛି ଲୋକ ନିଜର ସ୍ଵାର୍ଥ ପୂରଣ କରିବା ନିମିତ୍ତ କେତେ ବି ନିମ୍ନ ମାନର କାର୍ଯ୍ୟ କରିବା ସହ ଖୁବ ନୀଚ୍ଚ ସ୍ତର କୁ ମଧ୍ୟ ଚାଲି ଯାଉଛନ୍ତି।

ତେବେ ଆଜି ସେହି ପରି ଏକ ଘଟଣା ସମ୍ପର୍କରେ ଆମେ ଆଲୋଚନା କରିବା ପାଇଁ ଯାଉଛୁ ଯାହା ଜାଣିଲେ ଆପଣମାନେ ସ୍ପଷ୍ଟ ଅନୁମାନ କରି ପାରିବେ କି ଆଜିର ସମାଜ ନିଜର ସ୍ଵାର୍ଥ ହାସଲ ନିମିତ୍ତ କେଉଁ ସ୍ତରକୁ ଯାଇପାରୁଛନ୍ତି।ସୂଚନାନୁଯାୟୀ ଆଜିର ଘଟଣା ରେ ବିୟୁଟି ପାର୍ଲର ନାଁରେ ଚାଲିଥିଲା ଦେହ ବ୍ୟାପାର।

ଦେହ ବ୍ୟାପାର ପରେ ବଡ ଆମାଉଣ୍ଟ ର ଟଙ୍କା ପାଇଁ ହେଉଥିଲା ବ୍ଲାକମେଲିଂ।ପୋଲିସ ତଦନ୍ତ କରିବା ପରେ ସାମ୍ନାକୁ ଆସିଲା ସମସ୍ତ ଘଟଣା।ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଅନୁଗୁଳ ସହର ଉପଖଣ୍ଡ ତୁରଙ୍ଗ ଅଞ୍ଚଳରୁ।ଏହି ଅଞ୍ଚଳରେ ଏକ ବିୟୁଟି ପାର୍ଲର ଖୋଲିଥିଲେ ଢେଙ୍କାନାଳ ସହର କାଞ୍ଚନ ବଜାର ର ଜଣେ ସ୍ୱାମୀ ଓ ସ୍ତ୍ରୀ।

ତୁରଙ୍ଗ ଅଞ୍ଚଳର ଏହି ବିୟୁଟି ପାର୍ଲର କୁ ଆସୁଥିଲେ ଗାନ୍ଧିମାର୍କ ଅଞ୍ଚଳର ଜଣେ ବ୍ୟକ୍ତି।ସେ କିଛି ଦିନ ଧରି ନିୟମିତ ଏହି ବିୟୁଟି ପାର୍ଲର କୁ ଆସିବା ସହ ମହିଳା ଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ।ବ୍ୟକ୍ତି ଙ୍କ ପରେ ତାଙ୍କ ପୁଅ କୁ ଫସେଇବା ପାଇଁ ଯୋଜନା କରିଥିଲେ ବିୟୁଟି ପାର୍ଲର ମାଲିକ।

ବାପ ପରେ ପୁଅ ମଧ୍ୟ ଫସିଗଲା ମହିଳା ଙ୍କ ଜାଲରେ।ପୁଅ ର ଭିଡିଓ ଶୁଟ କରି ତାକୁ ବ୍ଲାକମେଲ କରିବା ଆରମ୍ଭ କରିଥିଲେ ମହିଳା ଓ ତାଙ୍କ ସ୍ୱାମୀ।ଏପରିକି ୨୦ ଲକ୍ଷ ଟଙ୍କାର ବଣ୍ଡ ପେପର ରେ ଦସ୍ତଖତ ମଧ୍ୟ କରାଇ ନେଇଥିଲେ।ଫୋନ ପେ ଜରିଆରେ ୧ ଲକ୍ଷ ୩୮ ହଜାର ଟଙ୍କା ନେବା ପରେ ବାକି ଟଙ୍କା ପାଇଁ ଚାପ ପକାଉଥିଲେ।ଟଙ୍କା ନ ଦେଲେ ଭିଡିଓ!

ଭାଇରାଲ କରିଦେବା ର ଧମକ ମଧ୍ୟ ଦେଉଥିଲେ।ପରେ ଏହି ଘଟଣା କୁ ନେଉ ପାର୍ଲର କୁ ଯାଉଥିବା ବାପା ଓ ପୁଅ ଅନୁଗୁଳ ଟାଉନ ଥାନାରେ ଅଭିଯୋଗ କରିଥିଲେ।ସେକ୍ସ ରାକେଟ ଖୋଲିଥିବା ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ନାଁ ରେ ଏତଲା ପରେ ପୋଲିସ ତଦନ୍ତ କରି ପ୍ରକୃତ ସତ କଥା ସମସ୍ତଙ୍କ ସାମ୍ନାକୁ ଆଣିଥିଲେ।ପୋଲିସ ୨ଟି ମାମଲା ରୁଜ୍ଜୁ କରି ଉଭୟ ସ୍ୱାମୀ ଓ ସ୍ତ୍ରୀ ଏବଂ ବାପା ଓ ପୁଅ କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।