ସବୁ ଝିଅ ନିଜ ବାପା ମାଆଙ୍କ ପାଇଁ ସୌଭାଗ୍ୟ ଆଣି ଆସିଥାନ୍ତି କିନ୍ତୁ ସାମୁଦ୍ରିକ ଶାସ୍ତ୍ରରେ ସୌଭାଗ୍ୟଶାଳି ସ୍ତ୍ରୀ ମାନଙ୍କର କିଛି ବିଶେଷତଃ ବିଷୟରେ କୁହାଯାଇଛି । ଏହି ଦୁନିଆ ପ୍ରତି ସ୍ତ୍ରୀ ମାନଙ୍କର ବହୁତ ବଡ ଯୋଗଦାନ ଅଛି କାରଣ ସେମାନେ ନୂଆ ଜୀବନର ମୂଳ ଆଧାର ହୋଇଥାନ୍ତି । ମା ଲକ୍ଷ୍ମୀ ସେହି ଘରେ ବାସ କରିଥାନ୍ତି ଯେଉଁ ଘରେ ସ୍ତ୍ରୀମାନଙ୍କୁ ସମ୍ମାନ ଦିଆ ଯାଇଥାଏ ।
ତେବେ ବହୁତ ମହିଳାଙ୍କ ନଖ ବହୁତ ଭଲ ଓ ସୁନ୍ଦର ହୋଇଥାଏ । ଗୋଲାପି ରଙ୍ଗର ଚମକୁଥିବା ନଖର ଝିଅମାନେ ଭଲ ସ୍ୱାସ୍ଥ୍ୟ ଓ ଭଲ ଚରିତ୍ରର ହୋଇଥାନ୍ତି । ଏମାନେ ନିଜର ସ୍ଵାମୀ ଓ ପରିବାର ସୁଖ ଦୁଃଖର ଧ୍ୟାନ ରଖନ୍ତି । ଯେଉଁ ମହିଳାଙ୍କ ମଧ୍ୟମ ଆଙ୍ଗୁଳି ବଡ ହୋଇଥାଏ ସେମାନେ ବହୁତ ଦୁର୍ଭାଗ୍ୟଶାଳୀ ହୋଇଥାନ୍ତି । ଏମିତି ମହିଳାଙ୍କୁ ବିବାହ କରିବା ପୂର୍ବରୁ ଏହି ବିଷୟରେ ଭାବିବା ଆବଶ୍ୟକ ଅଟେ ।
ଯେଉଁ ମହିଳାଙ୍କ ଆଙ୍ଗୁଠି ଲମ୍ବା ହୋଇଥାଏ ସେମାନେ ବୁଦ୍ଧିମାନ ହୋଇଥାନ୍ତି ଓ ତାଙ୍କର ପାଠ ପଢିବା ପାଇଁ ବହୁତ ଆଗ୍ରହ ଥାଏ । ଏମାନେ ଅଧିକ ଖର୍ଚ୍ଚ କରନ୍ତି ନାହିଁ । ସେମାନଙ୍କର ସ୍ଵାମୀ ଓ ପରିବାର ତାଙ୍କୁ ବହୁତ ଭଲପାଆନ୍ତି । ୫-ତେବେ ଯେଉଁ ମହିଳାଙ୍କ ପାଦ ଗୋଲାପି ଓ କୋମଳ ହୋଇଥାଏ ସେମାନେ ତାଙ୍କ ସ୍ଵାମୀଙ୍କୁ ବହୁତ ଖୁସିରେ ରଖିଥାନ୍ତି । ଏହି ମହିଳାଙ୍କୁ ବିବାହ କରିଥିବା ବ୍ୟକ୍ତି ସବୁବେଳେ ଖୁସିରେ ରହିଥାନ୍ତି ।
– ତେବେ ଯେଉଁ ମହିଳାଙ୍କ ବାମ ଗାଲରେ କଳାଜାଇ ଥାଏ ସେମାନେ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ସେମାନେ ନିଜ ପରିବରାର ଭଲଭାବେ ଧ୍ୟାନ ରଖିଥାନ୍ତି ଓ ଭଲ ଖାଇବା ବି ବନାଇଥାନ୍ତି ଯେଉଁଥି ପାଇଁ ତାଙ୍କ ପରିବାର ଲୋକ ତାଙ୍କ ଉପରେ ସବୁବେଳେ ଖୁସି ଥାଆନ୍ତି ।
୩- ତୃତୀୟ ରେ ଯେଉଁ ମହିଳାଙ୍କ ନାକ ଲମ୍ବା ହୋଇଥାଏ ସେମାନେ ସବୁ ପ୍ରକାର କଠିନ ସାମସ୍ୟାକୁ ଶାନ୍ତିର ସହିତ ସମାଧାନ କରିବାର କ୍ଷମତା ରଖିଥାନ୍ତି । ଏମାନେ ଅଧିକ ଖର୍ଚ୍ଚି ସ୍ଵଭାବର ହୋଇଥାନ୍ତି କିନ୍ତୁ ସେମାନଙ୍କର ଖର୍ଚ୍ଚ କେବେ ବ୍ୟର୍ଥ ଯାଇନଥାଏ ।
-ତେବେ ବହୁତ ମହିଳାଙ୍କ ନଖ ବହୁତ ଭଲ ଓ ସୁନ୍ଦର ହୋଇଥାଏ । ଗୋଲାପି ରଙ୍ଗର ଚମକୁଥିବା ନଖର ଝିଅମାନେ ଭଲ ସ୍ୱାସ୍ଥ୍ୟ ଓ ଭଲ ଚରିତ୍ରର ହୋଇଥାନ୍ତି । ଏମାନେ ନିଜର ସ୍ଵାମୀ ଓ ପରିବାର ସୁଖ ଦୁଃଖର ଧ୍ୟାନ ରଖନ୍ତି । ଯେଉଁ ମହିଳାଙ୍କ ମଧ୍ୟମ ଆଙ୍ଗୁଳି ବଡ ହୋଇଥାଏ ସେମାନେ ବହୁତ ଦୁର୍ଭାଗ୍ୟଶାଳୀ ହୋଇଥାନ୍ତି ।
ଏମିତି ମହିଳାଙ୍କୁ ବିବାହ କରିବା ପୂର୍ବରୁ ଏହି ବିଷୟରେ ଭାବିବା ଆବଶ୍ୟକ ଅଟେ ।ନବମ ରେ ଯେଉଁ ମହିଳାଙ୍କର ଓଠର ଉପରୁ ଭାଗର ବାଳ ସ୍ପଷ୍ଟ ରୂପରେ ଦେଖାଯାଇଥାଏ । ସେହି ମହିଳା ବହୁତ ରାଗିଯାଆନ୍ତି।ଏମିତି ମହିଳା ସ୍ବାମୀଙ୍କୁ ନିଜ କଥାରେ ରଖିବା ଆଉ ନିଯ ମନ ମାନି କରିବାରେ ମାହିର ଥାନ୍ତି । କେବେ କେବେ ତାଙ୍କ ସ୍ଵଭାବ ବହୁତ କ୍ରୂର ହୋଇଥାଏ । ନିଜ କଥାକୁ ମନେଇବାକୁ ଏମାନେ କିଛିବି ହଦ ପର୍ଯ୍ୟନ୍ତ ଯାଇ ପାରିବେ । ଏମିତି ସ୍ତ୍ରୀ ନିଜ ପରିବାରକୁ ନିଜ ତରିକାରେ ଚଳାଇଥାନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।