ଶ୍ରୀ ମନ୍ଦିର ପାଇଁ ନୂଆ ନିୟମ- ଏଣିକି ଜିନ୍ସ ପିନ୍ଧି ଶ୍ରୀମନ୍ଦିରକୁ ଯାଇ ପାରିବେ ନାହିଁ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….
ଭାରତ ଏକ ଧର୍ମ ପରାୟଣ ଦେଶ । ଯେଉଁ ଠାରେ ବିଭିନ୍ନ ଜାତି ଧର୍ମ ର ଲୋକ ରହି ଛନ୍ତି ଏବଂ ବିଭିନ୍ନ ପ୍ରକାର ଭାଷା ମଧ୍ୟ ରହିଛି । ବିଭିନ୍ନ ପ୍ରକାର ମନ୍ଦିର ରହିଛି ଦେବା ଦେବୀ ମଧ୍ୟ ରହିଛି । ତେବେ ଭାରତ ର ବିଭିନ୍ନ ଜିଲ୍ଲାରେ ବିଭିନ୍ନ ପ୍ରକାର ପରମ୍ପରା ରହିଛି । ଯେମିତି ଆମ ଓଡିଶାରେ ମାର୍ଗଶିର ମାସ ଗୁରୁବାର ଦିନ ଝୁଣ୍ଟି କଟେଇ ମତା ଲଷ୍ମୀ କୁ ଘର ଭିତରକୁ ଡାକିବା । ତେବେ ଏଟା ଆମ ସଂସ୍କୃତି । ଠିକ ସେହି ଭଳି ଅନ୍ୟ ରାଜ୍ୟ ମାନଙ୍କ ରେ ମଧ୍ୟ ଅଲଗା କିଛି ରୀତି ନୀତି ରହିଛି । ଯେମିତି ଆମ ଭାରତରେ 4 ଗୋଟି ଧାମ ରହିଛି । ଏହି ଚାରି ଗୋଟି ଧାମ ଭିତରୁ ଶ୍ରୀ ଜଗନ୍ନାଥ ମନ୍ଦିର ମଧ୍ୟ ରହିଛି , ଯାହାକି ଓଡ଼ିଶାର ପୁରୀ ଜିଲ୍ଲା ରେ ଅବସ୍ଥିତ ।
ତେବେ ଯେମିତି ରାଜସ୍ଥାନ ରେ ପୋଷାକ ପତ୍ର ପିନ୍ଧିବା ତାଙ୍କର ରୀତି ନୀତି । ତେବେ ବନ୍ଧୁ ମାନେ ଆପଣ ମାନେ ଯୋଉ ଆଡେ ଯିବେ କିଛି ଅଲଗା ପରମ୍ପରା ର ଲୋକ ଦେଖି ବାକୁ ପାଇବେ । ତେବେ ଆଜି ଆମେ ଆପଣଂକୁ ଯେଉଁ କଥା କହିବା ପାଇଁ ଯାଉଛୁ ତାହା ଆପଣ ଶୁଣିଲେ ବହୁତ ଖୁସି ହୋଇ ଯିବେ ।
ଏଣିକି ଆଉ ଶ୍ରୀ ମନ୍ଦିର ଭିତର କୁ ଜିନ୍ସ ପିନ୍ଧି ପଶି ପାରିବେ ନାହିଁ । ତେବେ ଏହି ନିୟମ ଟି ଆସନ୍ତା ବର୍ଷ ଦୀପା ବଳି ପାଖରୁ ଲାଗୁ ହେବ ବୋଲି ରାଜ୍ୟ ସରକାର କହି ଛନ୍ତି । ଯେମିତି କେଦାର ନାଥ ଯିବା ପାଇଁ ଗୋଟିଏ ଡ୍ରେସ କୋଡ଼ କରି ଛନ୍ତି । ଯେ କେହିବି ସେହି ଡ୍ରେସ କଡ଼ ପିନ୍ଧି ଥିଲେ ଯାଇ ମନ୍ଦିର ଭିତରକୁ ପଶି ପାରିବ । ତେବେ ଆଜି ଓଡ଼ିଶା ରେ ମଧ୍ୟ ସେହି ନିୟମ ଲାଗୁ ହେବ ଶ୍ରୀ ମନ୍ଦିର ଭିତରକୁ ପଶିବା ପାଇଁ ହେଲେ ଗୋଟିଏ ନୂଆ ଡ୍ରେସ କୋଡ଼ ହେବ । ଯଦି ଆପଣ ସେହି ଡ୍ରେସ କୋଡ଼ ପିନ୍ଧି ଯାଉ ନାହାଁନ୍ତି ତାହାଲେ ଆପଣ ମନ୍ଦିର ଭିତରକୁ ଯାଇ ପାରିବେ ନାହିଁ ।
ଯେହେତୁ ସମସ୍ତଙ୍କ ର ଗୋଟେ ପରମ୍ପରା ରହିଛି । ସେଥି ପାଇଁ ଆମର ବି ଗୋଟେ ପରମ୍ପରା ରହିଛି । କିନ୍ତୁ ବିଦେଶରୁ ଶ୍ରଦ୍ଧାଳୁ ଆସିଲେ ସେମାନଙ୍କୁ ମନ୍ଦିର ଭିତରକୁ ଛାଡି ଦିଆ ଯିବ କିନ୍ତୁ ଭାରତର ଲୋକ ହୋଇ ଥିଲେ ଡ୍ରେସ କୋଡ଼ ପିନ୍ଧି ନ ଥିଲେ ମନ୍ଦିର ଭିତରକୁ ପଶିବା ପାଇଁ ଦିଆ ଯିବ ନାହିଁ । ଯେହେତୁ ସେମାନେ ତାଙ୍କ ପରମ୍ପରା କୁ ନେଇ ଆସୁ ଛନ୍ତି ସେଥି ପାଇଁ ତାଙ୍କୁ ମଂଦିର ଭିତରକୁ ପଶିବା ପାଇଁ ଅନୁମତି ଦଦିଆ ଯିବ । ତେବେ ଏହା ଶୁଣି ମନ୍ଦିର ସେବାୟତ ମାନେ ବହୁତ ଖୁସି ଅଛନ୍ତି । ତେବେ ଏବେ ମଂଦିର ଭିତରକୁ ଯିବାକୁ ହେଲେ ଜିନ୍ସ କପଡା ଖୋଲିବା ପାଇଁ ପଡିବ , ଧୋତି ପିନ୍ଧିବା ପାଇଁ ପଡିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।