ମୋ ଭଣଜା ବୋହୂ ଅର୍ଚ୍ଚନା ଭାରି ଦୁଷ୍ଟ… ନାଲି କାର.. ହଳଦିଆ କାରରେ ଆସନ୍ତି, ଦେଖନ୍ତୁ ଏ ନେଇ କଣ କହିଲେ, ଦେଖନ୍ତୁ Video
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା ତାତି କମିବାର ନାଁ ଧରୁନାହିଁ। ଏହାକୁ ନେଇ ପ୍ରତିଦିନ ରାଜନୈତିକ ବୟାନବାଜି ଓ ରାଜନୈତିକ କାର୍ଯ୍ୟକ୍ରମ ବଢ଼ିବାରେ ଲାଗିଛି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ ଏହା ଏକ ବଡ଼ ସେକ୍ସ ସ୍କାଣ୍ଡାଲ।
ତେଣୁ ଏସ୍ଆଇଟି ଗଠନ କରାଯାଇ ହାଇକୋର୍ଟ ବିଚାରପତିଙ୍କ ଦ୍ବାରା ଏହାର ତଦନ୍ତ କରାଯାଉ। ତାରା ଗଣମାଧ୍ୟମକୁ କହିଛନ୍ତି ଯେ ଅର୍ଚ୍ଚନା ନାଗ ଗଙ୍ଗାରେ ବହୁତ ନେତା ଗାଧୋଇଛନ୍ତି। ବିଜେପି ଓ ବିଜେଡିର ନେତାମାନେ ଏଥିରେ ଗାଧୋଇଛନ୍ତି।
ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ସଂପୃକ୍ତି ଥିବାରୁ ପୁଲିସ ସ୍ଥାଣୁ ପାଲଟିଯାଇଛି। ଛୋଟ ଛୋଟ ପ୍ରସଙ୍ଗରେ ପୁଲିସ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ଅର୍ଚ୍ଚନା ଘଟଣାରେ ୭୦କୋଟି ଟଙ୍କାର କାରବାର ହୋଇଥିଲେ ବି ପୁଲିସ ତଥ୍ୟ ରଖୁନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଞ୍ଜନା ମିଶ୍ର ମାମଲାଠୁ ବି ଏହା ବଡ଼।
ଅର୍ଚନା ନାଗ ଖବର ତ ଆପଣ ଶୁଣିଥିବେ, ସେ କିପରି ବଡ ବଡ଼ିଆ ମାନଙ୍କୁ ପଟି ପଇସା ଲୋଟ କରୁଥିଲା ତାହା ଆପଣ ଜାଣିଥିବେ । ଜଣେ ନାରୀ ହୋଇ ସେ ଏପରି ଏକ ରାସ୍ତା ବାଛିନେଇଥିଲେ ଯେ ଆଗ ପଛ କିଛି ଚିନ୍ତା ବି କରୁନଥିଲେ ।
ବଡ ବଡ଼ ଫିର୍ମ ପ୍ରଡୁସର, ବଡ ବଡ଼ ପ୍ରଶାସନ ଅଧିକାରୀ ମାନଙ୍କୁ ନିଜ ମାୟା ଜାଲରେ ଫସାଇ ତାଙ୍କୁ ସବୁବେଳେ ବ୍ଲାକ ମେଲିଙ୍ଗ କରୁଥିଲେ ତାଙ୍କ ଠାରୁ ପଇସା ଲୁଟି ସେ ଓଏସ କରୁଥିଲେ, ଏହା ସେ ନିଜେ ଏକ କରୁନଥିଲେ ଏଥିପାଇଁ ତାଙ୍କ ସ୍ୱାମୀ ତାଙ୍କୁ ହେଲ୍ପ ମଧ୍ୟ୍ୟ କରୁଥିଲେ ।
ଅର୍ଚନା ନାଗ କଳାହାଣ୍ଡିରୁ ଆସି ଭୁବନେଶ୍ୱରରେ ରହି ନିଜର ମାୟାଜାଲ ବିଛାଉ ଥିଲେ, ତାଙ୍କ ଏହି ମାୟାଜାଲରେ ଅନେକ ଝିଅ ପୁଅ ମଧ୍ୟ ଫସିଛନ୍ତି ।ମାତ୍ର ଚାରି ବର୍ଷ ଭିତରେ ସେ ପାଲଟି ଗଲେ କୋଟିପତି, ଅନ୍ୟମାନଙ୍କ ଠାରୁ ଲୁଟି ସେ ନିଜର ଲାଇଫ ଷ୍ଟାଇଲ ଚେଞ୍ଜ କରି ଦେଇଥିଲେ ।
ତାଙ୍କ ଗାଁରେ ତାଙ୍କ ସ୍ୱାମୀଙ୍କ ମାମୁଁ କହିବା ଅନୁଯାୟୀ ଅର୍ଚନା ନାଗ ତାଙ୍କ ଘରକୁ ଯାଉଥିଲେ ସତ କିନ୍ତୁ ତାଙ୍କର ଏହି କଳାକାରନାମ ବିଷୟରେ କେହିବି ଜାଣି ନଥିଲେ ।ସେ ଗାଁ କୁ ଗଲେ ପ୍ରତି ଥର ନାଲି କାର ତ କେତେବେଳେ ଧଳାକାର ଏହିପରି ଅଲଗା ପ୍ରକାର କାର ନେଇଯାଆନ୍ତି,ତାଙ୍କ ମାମୁଁଙ୍କ କହିବା ଅନୁଯାୟୀ ସେ ଗତ 2ମାସ ହେଲା ଗାଁକୁ ଯାଇଥିଲେ ମାତ୍ର ଏ ବିଷୟରେ କେହି ଜାଣିନଥିଲେ ।
ବଡ଼ ବଡ଼ିଆ ମାନଙ୍କୁ ବ୍ଲାକ ମେଲିଙ୍ଗ କରିବା ଘଟଣା ବର୍ତମାନ ପୋସିଲ ଖବର ପାଇଛି,ଏହି ଅଭିଯୋଗରେ ପୋଲିସ ଅର୍ଚନା ନାଗକୁ ଗିରଫ କରି ଝାଡ଼ସୁଗୁଡା ଥାନାରେ ରଖିଛି, କିନ୍ତୁ ଏ ପର୍ଯ୍ୟନ୍ତ ଅର୍ଚନା ନାଗକୁ ବେଲ ମିଳୁନାହିଁ,ବେଲରେ ନ ଛାଡିବା ପାଇଁ ଅଡର ଦେଇଛି କୋୖର୍ଟ ।
ଅର୍ଚନା ନାଗ ଙ୍କ ଏହି ଖବର ବର୍ତମାନ ସମସ୍ତେ ଟିଭି ଓ ମୋବଇଲରେ ଦେଖୁଛନ୍ତି ଓ ତାଙ୍କର ବଡ଼ଲୋକ ହଵା ପଛର କାରଣ ସମସ୍ତେ ବୁଝିଯାଇଛନ୍ତି ।ଅର୍ଚନ ଗାଁର ତାଙ୍କ ମାମୁଁଙ୍କ କଥା ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।