Exclusive Video – ମୋର ସବୁ ଫଟୋ ଭାଇରାଲ ହୋଇଗଲା,ନିଜର viral ଭିଡ଼ିଓ ଦେଖି ଜୀବନ ହାରିଲା ଯୁବତୀ ଦେଖନ୍ତୁ viral ଭିଡ଼ିଓ ଟିକୁ……
ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଶାରିରୀକ ସମ୍ପର୍କ ସ୍ଥାପନ ଏକ ଭିନ୍ନ ଅନୁଭବ ଅଟେ। କାରଣ ଯୌନ କ୍ରିୟା ବା ଶାରିରୀକ ସମ୍ପର୍କ ଦାମ୍ପତ୍ୟ ଜୀବନରେ ଏକ ଭିନ୍ନ ରଙ୍ଗ ଭରି ଦେଇଥାଏ। ପ୍ରାୟତଃ ଏହା ବୈବାହିକ ଜୀବନରେ ନିହାତି ଆବଶ୍ୟକ ଜିନିଷ ହୋଇପଡେ ଗୋଟିଏ ଦମ୍ପତ୍ତି ପାଇଁ।
ତେବେ ବିବାହ ପରେ ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଶାରୀରିକ ସମ୍ପର୍କ ସ୍ଥାପନ ଦିଗରେ ଅଗ୍ରସର ହୁଅନ୍ତି ଯାହା ଏକ ସାଧାରଣ କଥା।ଏହି ଶାରିରୀକ ସମ୍ପର୍କ ବନାଇବା ପାଇଁ ସେମାନଙ୍କ ମନରେ ଏକ ସ୍ବତନ୍ତ୍ର ଆଗ୍ରହ ଏବଂ ଇଚ୍ଛା ରହିଥାଏ ଯେ ଏହାର ଅନୁଭୂତି କଣ ରହିବ ଏବଂ ଏହା ସେମାନଙ୍କ ବୈବାହିକ ଜୀବନ ର ପ୍ରେମ ସମ୍ପର୍କ କୁ କିପରି ଭାବରେ ପ୍ରଭାବିତ କରିବ।
କେମିତି କହିଥାନ୍ତି ମା ଲୋକ ନିନ୍ଦା , ମୋ ସହ ଦୁଷ୍କର୍ମ ହେଲା ଲୋକ ନିନ୍ଦା ମତେ ଏମିତି କରିବା ପାଇଁ ବାଧ୍ଯ୍ଯ କଲା। ମତେ କ୍ଷମା କରିବ ବାପା ମୋ ସହ ନାରାୟଣ ଗୋଡ ଯାହା ସବୁ କରିଛି। ଏହି ମୁଁହ ନେଇ କିପରି ଚାଲିଥାନ୍ତି ରାସ୍ତା। କାରଣ ତମେ ମୋ ପାଇଁ ଲଜ୍ଜିତ ଆଜି।
ମୋର ଏଭଳି ନିଷ୍ପତ୍ତି ପାଇଁ ମୋ ବାପା ମା କେହି ଦାୟି ନୁହନ୍ତି। ଏ ନିଷ୍ପତ୍ତି କେବଳ ମୋର। ଶେଷରେ ଲେଖିଥିଲେ i love Love ବାପା ଏବଂ i love you ମାଆ। i miss you । ଝିଅଟି ର ଏଭଳି ଶେଷ ଚିଠି ପରେ। କାନ୍ଦ ବୋବାଳି ରେ ଫାଟି ପଡୁଛି ଘର। ବହି ଯାଉଛି ଧାର ଧାର ଲୋହ।
ଆଉ ଶୁଭିବନି ଝିଅର ପାଉଁଜି ର ସ୍ବର ଏବଂ ଝିଅ ଟି ର ମାଆ ମାଆ ଡାକ। ଝିଅ ସମସ୍ତ ଙ୍କୁ ଛାଡି ଆର ପାରିକୁ ଚାଲିଯାଇଛି।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ର ଭଞ ନଗର ଗାଁ ରର ରାଯେନ୍ର ଗୋଡ ଙ୍କ ଏକ ମାତ୍ର ଝିଅ ପୂଜା ଗୋଉଡ ।
ନଦୀ କୁ ଗାଇବା ପାଇଁ ଯାଉଥିବା ସମୟରେ। ଉକ୍ତ ଗାଁ ର ରମେଶ ଗୋଉଡ ଙ୍କ ପୁତ୍ର ନାରାୟଣ ଗୋଉଡ ପୂଜା ଗୋଉଡ କୁ ଏକୁଟିଆ ଦେଖି ତା ସହ ଶାରିରୀକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ମୁହୁର୍ତ୍ତ ରେ ଏ ବିଷୟ ରେ ଅନ୍ୟ କହାକୁ କହିଲେ ମାରି ଦେବେ ବୋଲି ଧମକ ମଧ୍ଯ୍ଯ ଦେଇଥିଲେ।ନାରାୟଣ ଗୋଉଡ ପୂଜା ଗୋଉଡ ଙ୍କ ସହ କେବଳ ଶାରିରୀକ ସମ୍ପର୍କ ରଖୁନଥିଲା ତା ସହ ତା ର ମଧ୍ଯ୍ଯ ଖରାପ ଫଟୋ ଉଠାଇ ଥିଲା।
ତା ପରେ ପୂଜା ଗୋଉଡ ଆଉ ସହି ନପାରି ସେ ତାଙ୍କ ଘରେ ଆସି ସବୁ କହିଲେ। ଘର ଲୋକ ସମାଜ ଆଗରେ କଥା ପକାଇବା ପରେ। ସେମାନଙ୍କର ବିବାହ କରିବାକୁ କହିଥିଲେ। କିନ୍ତୁ ପୁଅ ଘର ଲୋକ ରାଜି ନଥିଲେ। ଆଉ ଶୁଭିବନି ଝିଅର ପାଉଁଜି ର ସ୍ବର ଏବଂ ଝିଅ ଟି ର ମାଆ ମାଆ ଡାକ। ଝିଅ ସମସ୍ତ ଙ୍କୁ ଛାଡି ଆର ପାରିକୁ ଚାଲିଯାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।