Exclusive : ପ୍ରକୃତି ବାବୁସାନଙ୍କୁ ପ୍ରପୋଜ କରିଥିଲେ,ଥୁକୁଲ ଫିଲ୍ମ ସୁଟିଂ ବେଳେ ବାବୁସାନ-ପ୍ରକୃତିଙ୍କ ମଧ୍ୟରେ ପ୍ରେମ ହୋଇଥିଲା…ଏମିତି କହିଲେ ଯୁବକ ଦେଖନ୍ତୁ viral ଭିଡ଼ିଓ ଟିକୁ….

ତେବେ ବାବୁ ସାନଙ୍କ ସହିତ ଜଡିତ ଘଟଣା ବର୍ତ୍ତମାନ ବହୁତ ଅଧିକ ଚର୍ଚ୍ଚିତ ହୋଇ ଚାଲିଛି।ଏହା ବ୍ୟତୀତ ଏହି ଘଟଣାରେ ବହୁ କଥା ସମ୍ମୁଖକୁ ଆସୁଛି।ତେବେ ବାବୁ ସାନ ନିକଟରେ ଚେନ୍ନାଇ ଯାଇ ଥିଲେ ଏହା ଆମେ ଭଲ ଭାବରେ ଜାଣୁ।ତେବେ ତାଙ୍କର ମାଆ ଅପରାଜିତା ହୁଏତ ଏହା ସମ୍ପର୍କରେ ଜାଣୁ ପାରି ଥିଲେ କି ତାଙ୍କର ପୁଅ ଫେରିବାକୁ ଯାଉଚି।

ତେଣୁ ସେ ଯେଉଁଦିନ ଫେରି ଥିଲେ ସେହି ଦିନ ସେ ତାଙ୍କର ମନ ପସନ୍ଦର ଖାଇବା ରାନ୍ଧି ଥିଲେ।ତେବେ ତାଙ୍କର ପୁଅ ଆସିବା ପରେ ନିଜର ହାତରେ ସେ ଖୁଆଇ ଦେବେ ବୋଲି ଚିନ୍ତା କରି ଥିଲେ।ସକାଳର ତାଙ୍କର ପସନ୍ଦର ଖାଇବା ସେ ରାନ୍ଧି ରଖି ଥିଲେ।ଏହା ସହିତ ନିଜର ମାଆର ହାତରୁ ଖାଇବା ଆଜି ଖାଇ ଥିବେ ବାବୁ ସାନ।

ଏହା ବ୍ୟତୀତ ବାବୁ ସାନଙ୍କୁ ତାଙ୍କର ମାଆ ହାତ ଯୋଡ଼ି ଘରକୁ ଫେରି ଆସିବା ପାଇଁ କାନ୍ଦି କାନ୍ଦି କହୁ ଥିବାର ଦେଖିବାକୁ ମିଳିଥିଲା।ତେବେ ଶେଷରେ ନିଜର ମାଆଙ୍କର ଦୁଃଖ ନ ଦେଖି ପାରି ସେ ଆଜି ଫେରି ଆସିଛନ୍ତି।ତେବେ ସେହି କାରଣରୁ ଆଜି ତାଙ୍କର ଘରେ ତାଙ୍କର ମନ ପସନ୍ଦର ଖାଇବା ହୋଇ ଥିଲା।

ତେବେ ଚେନ୍ନାଇରୁ ଘରକୁ ଆସିବା ପରେ ବାବୁ ସାନ ଖାଦ୍ୟ ଖାଇ ସୋଇ ଯାଇଛନ୍ତି ବୋଲି କହିଛନ୍ତି ତାଙ୍କର ମାମୁଁ।କାରଣ ତାଙ୍କର ମାନସିକ ଅବସ୍ଥା ଠିକ ନାହିଁ ବୋଲି ସେ କହିଥିଲେ।ତେବେ ତାଙ୍କର ମାନସିକ ଅବସ୍ଥା ଠିକ ହେବା ପରେ ସେ ଗଣମାଧ୍ୟମ ସମ୍ମୁଖରେ ନିଜର ପ୍ରତିକ୍ରିୟା ରଖିବେ ବୋଲି ତାଙ୍କର ମାମୁଁ କହିଛନ୍ତି।


ତେବେ ସେ ବର୍ତ୍ତମାନ ନିଜର ଘରେ ବିଶ୍ରାମ ନେଉଛନ୍ତି ବୋଲି ଶୁଣିବାକୁ ମିଳୁଚି।ଏହା ବ୍ୟତୀତ ସେ ନିଜର କଥା ରଖିବା ପାଇଁ ଯଥା ଶୀଘ୍ର ମିଡ଼ିଆ ସମ୍ମୁଖକୁ ଆସିବେ ବୋଲି ଜଣା ପଡ଼ିଛି।ଅନ୍ୟ ପଟରେ ତୃପ୍ତି ମଧ୍ୟ ଘରେ ନାହାନ୍ତି ସେ କେବେ ଘରକୁ ଆସୁଛନ୍ତି ଏହା ମଧ୍ୟ ଦେଖିବାକୁ ବାକି ରହିଲା।

ତେବେ ଯେବେ ପର୍ଯ୍ୟନ୍ତ ବାବୁ ସାନ ମିଡ଼ିଆ ସମ୍ମୁଖରେ ନିଜର ମୁହଁ ଖୋଲି ନାହାନ୍ତି ସେହି ସମୟ ଯାଏ କିଛି କଥା ମଧ୍ୟ ସ୍ପଷ୍ଟ ହେବ ନାହିଁ ବୋଲି ଜଣା ପଡ଼ିଛି।ତେବେ ବର୍ତମାନ ସମୟ ରେ ମା ଅପରାଜିତା ସେମାଙ୍କୁ ଆସିଛନ୍ତି ବାବୁସାନ ଙ୍କ ପାଇଁ,ଆଉ ସେ ଏକ ଭିଡିଓ ବାର୍ତା ଜାରି କରିବାର ଦେଖିବାକୁ ମିଳିଛି,ଯେଉଁଥିରେ ଅପରାଜିତା କହିଛନ୍ତି କି ସେ ବାବୁସାନ ଓ ତାଙ୍କ ପରିବାର ତରଫ ରୁ ସମସ୍ତ ଓଡ଼ିଶାବାସୀ ଙ୍କୁ ନମସ୍କାର କରୁଛନ୍ତି ସେ ଏକଥା କହିଥିଲେ କି ଆପଣଙ୍କ ସାହାଯ୍ୟ ସହଯୋଗ ବିନା ହୁଏତ ମୋ ପୁଅ ଫେରିଥାନ୍ତା କି ନାହିଁ ଜଣା ନାହିଁ!

ନାନା ପ୍ରକାରର ଖବର ଶୁଣିବାକୁ ମିଳିଥିଲା କିନ୍ତୁ ଏସବୁ ଭିତରେ ଗତ କାଲି ପ୍ରକୃତି ମିଶ୍ର ନିଜ ବାପା ମନ୍ମଥ ମିଶ୍ରଙ୍କ ସହ ଚେନ୍ନାଇରୁ ଭୁବନେଶ୍ୱର ଆସିଥିଲେ ଏବଂ ଖାରବେଳ ନଗର ଥାନାରେ ନିଜର ବୟାନ ମଧ୍ୟ ଦେଇଥିଲେ ଏସବୁ ଭିତରେ ଆଉ ଏକ ପ୍ରଶ୍ନ ସୃଷ୍ଟି ହୋଇଥିଲା କି ବାବୁଶାନ କେବେ ଓଡ଼ିଶା ଆସିବେ !

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।