ପ୍ରେମରେ ପଡିଲେ ଅର୍ଚ୍ଚିତା, ମୁଁ ଅନେକ ଥର ଆସିଛି, ଯେବେଯେବେ ଆସିଛି ସମସ୍ତଙ୍କ ଭଲ ପାଇବା ମିଳିଛି ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ବହୁତ ଖୁସି ହୋଇଯିବେ |

ତେବେ ସେମିତି କିଛି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି ଏକ ନିଆରା ଷ୍ଟାଇଲ ରେ ଦର୍ଶକ ମାନଙ୍କୁ ଏଣ୍ଟଟେଣ୍ଟ କରାଉଛନ୍ତି ଅଲିଉଡ ଜଗତର ବେଶ ଜଣା ଶୁଣା ଅଭିନେତ୍ରୀ ସମସ୍ତଙ୍କର ଅତି ପ୍ରିୟ, ଆଉ ଓଡିଶା ର ଘରେ ଘରେ ପରିଚିତ ଅର୍ଚ୍ଚିତା |

ଆଉ ଷ୍ଟେଜ ଉପରେ ଧମାଲ ଦେଖାଇ ଗୀତ ଆଉ ଅଭିନୟ ରେ ସମସ୍ତଙ୍କୁ ଆକୃଷ୍ଟ କରିଥିବା ନାୟିକା ଅର୍ଚ୍ଚିତା ଙ୍କର ଏହି ଭାଇରାଲ ଭିଡିଓ ବିଷୟରେ ଆସନ୍ତୁ ଜାଣିବା |ତେବେ ଆପଣ ମାନେ ସମସ୍ତେ ଜାଣିଥିବେ କି ଅଲିଉଡ ଇଣ୍ଡୋଷ୍ଟ୍ରି ର ବେଶ ଜଣା ଶୁଣା ଅଭିନେତ୍ରୀ ହେଉଛନ୍ତି ଅର୍ଚ୍ଚିତା |

ଆଉ ଅର୍ଚ୍ଚିତା ଙ୍କ କଥା କହିବାର ଷ୍ଟାଇଲ ହେଉ କି ନାଚ କି ଅଭିନୟ ସବୁ ରେ ରହିଛି ଏକ ସ୍ୱତନ୍ତ୍ର କଥା | ଆଉ ଏହି ସ୍ୱତନ୍ତ୍ର ତାକୁ ଯିଏ ଥରେ ଦେଖିଛି ସିଏ ତାଙ୍କର ସେହି ଯାଦୁ ରେ ଦିୱାନୀ ହୋଇ ଯାଇଛନ୍ତି | ଆଉ ଏଠାରେ ସେହିଭଳି କିଛି ଘଟଣା ଦେଖିବାକୁ ମିଳିଛି | ଆଉ ଯେଉଁଠି ଅର୍ଚ୍ଚିତା ତାଙ୍କର କଥା ଆଉ ଗୀତ ର କୁହୁକ ରେ ଦର୍ଶକ ମାନଙ୍କର ମନକୁ ବେଶ ଆକର୍ଷିତ କରିବାରେ ଲାଗିଛନ୍ତି |

ଆଉ ଯାହା ଦେଖିବାକୁ ମିଳିଛି କି କଳିଙ୍ଗ ଗଣନାଟ୍ୟ ର ଏହି ଷ୍ଟେଜ ଉପରେ ନିଜର ଜଲୱା ଦେଖିବା ସହିତ ଦର୍ଶକ ମାନଙ୍କ ସହିତ କିଛି ସମୟ ବିତାଇ ସେମାନଙ୍କୁ ଏଣ୍ଟଟେନମେଣ୍ଟ କରିବାକୁ ଲାଗି ପଡିଛନ୍ତି ଅର୍ଚ୍ଚିତା | ଆଉ ସେ ପ୍ରଥମେ ତାଙ୍କର ଗୋଟିଏ !

ଓଡ଼ିଆ ଫ୍ଲିମ ର ଡାଇଲଗ କହିବାକୁ ମିଳିଛି କି କଳିଙ୍ଗ ଗଣନାଟ୍ୟ ର ଏହି ଷ୍ଟେଜ ଉପରେ ନିଜର ଜଲୱା ଦେଖିବା ସହିତ ଦର୍ଶକ ମାନଙ୍କ ସହିତ କିଛି ସମୟ ବିତାଇ ସେମାନଙ୍କୁ ଏଣ୍ଟଟେନମେଣ୍ଟ କରିବାକୁ ଲାଗି ପଡିଛନ୍ତି ଅର୍ଚ୍ଚିତା | ଆଉ ସେ ପ୍ରଥମେ ତାଙ୍କର ଗୋଟିଏ ଓଡ଼ିଆ ଫ୍ଲିମ ର ଡାଇଲଗ କହିବାକୁ ଲାଗିଥିଲେ, ଆଉ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରିବାକୁ ଲାଗିଛନ୍ତି |

ତାହା ବ୍ୟତୀତ ଅର୍ଚ୍ଚିତା ମଧ୍ୟ ଦର୍ଶକ ମାନଙ୍କୁ ସେମାନେ କେମିତି ଅଛନ୍ତି ବୋଲି ପଚାରିବା ସହିତ ତାଙ୍କର ଚୁଳ ବୁଲି ଅନ୍ଦାଜ ରେ ସେମାନଙ୍କ ସହିତ ମଜା ଆଉ ମସ୍ତି କରିବାକୁ ଲାଗିଛନ୍ତି |ଆଉ ଯାହା ଦେଖିବାକୁ ମିଳିଛି କି କଳିଙ୍ଗ ଗଣନାଟ୍ୟ ର ଏହି ଷ୍ଟେଜ ଉପରେ ନିଜର ଜଲୱା ଦେଖିବା ସହିତ ଦର୍ଶକ ମାନଙ୍କ ସହିତ କିଛି ସମୟ ବିତାଇ ସେମାନଙ୍କୁ ଏଣ୍ଟଟେନମେଣ୍ଟ କରିବାକୁ ଲାଗି ପଡିଛନ୍ତି ଅର୍ଚ୍ଚିତା |

ଆଉ ସେ ପ୍ରଥମେ ତାଙ୍କର ଗୋଟିଏ ଓଡ଼ିଆ ଫ୍ଲିମ ର ଡାଇଲଗ କହିବାକୁ ଲାଗିଥିଲେ, ଆଉ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରିବାକୁ ଲାଗିଛନ୍ତି | ତାହା ବ୍ୟତୀତ ଅର୍ଚ୍ଚିତା ମଧ୍ୟ ଦର୍ଶକ ମାନଙ୍କୁ ସେମାନେ କେମିତି ଅଛନ୍ତି ବୋଲି ପଚାରିବା ସହିତ ତାଙ୍କର ଚୁଳ ବୁଲି ଅନ୍ଦାଜ ରେ ସେମାନଙ୍କ ସହିତ ମଜା ଆଉ ମସ୍ତି କରିବାକୁ ଲାଗିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।