Sadhu Bani – ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ଏହା କରିବା ଉଚିତ୍, ନଚେତ ଘଟିପାରେ ଅଘଟଣ…

ଆମେ ପ୍ରତ୍ୟକ ଦିନ ବହୁତ କିଛି କାର୍ଯ୍ୟ କରିଥାଉ। କିନ୍ତୁ ପ୍ରତ୍ୟକ ଦିନ କାର୍ଯ୍ୟ କରୁ କରୁ ଆମେ ଏପରି କିଛି ଭୁଲ କରିଦେଇ ଥାଉ ଯାହା ଫଳରେ ଆମ ଜୀବନରେ ଅନେକ ଅମଙ୍ଗଳ ଘଟଣା ଘଟି ବାକୁ ଲାଗେ। ତେବେ ଆମେ ଆଜି ଆପଣ ଙ୍କୁ ଏପରି କିଛି ଗୁରୁତ୍ୱ ପୂର୍ଣ କଥା କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନ ପାଇଁ ବହୁତ ଗୁରୁତ୍ୱ ପୂର୍ଣ ଅଟେ ଓ ଆପଣ ଏଗୁଡ଼ିକୁ ସବୁବେଳେ ମାନିବା ନିହାତି ଦରକାର।

ଆପଣ ସ୍ନାନ କରି ସାରିବା ପରେ ପ୍ରତ୍ୟକ ଦିନ ସୂର୍ଯ୍ୟ କୁ ଜଳ ଅର୍ପଣ କରନ୍ତୁ। ଏହା ପରେ ଆପଣ ପାଟି ରେ କିଛି ଲୁଣ ପକାନ୍ତୁ। ଆଉ ଗାଧେଇ ସାରିବା ପରେ ଭୁଲ ରେ ବି ମୁଡି କୁ ଛୁଇଁବେ ନାହିଁ ଯେ ପର୍ଯ୍ୟନ୍ତ ଆପଣ କିଛି ଖାଦ୍ୟ ଖାଇ ନାହାନ୍ତି। ଏହି କଥା କୁ ଯଦି ଆପଣ ମାନିବେ ତାହାଲେ ଆପଣ ଙ୍କ ର ସର୍ବଦା ମଙ୍ଗଳ ହେବ।


ଆପଣ ମାନେ ସର୍ବଦା ମନ୍ଦିର କୁ ଯାଉଥିବେ । ତେବେ ମନ୍ଦିର କୁ ଯିବା ପୂର୍ବରୁ ଆପଣ ସର୍ବଦା କିଛି କଥା ପ୍ରତି ନିହାତି ଧ୍ୟାନ ଦେବା ଆବଶ୍ୟକ। ଆପଣ ଯେତେବେଳେ ମନ୍ଦିର କୁ ପ୍ରବେଶ କରୁଛନ୍ତି ତେବେ ସର୍ବପ୍ରଥମେ ଆପଣ ବାହାନ କୁ ପ୍ରଣାମ କରନ୍ତୁ।

ଏହା ପରେ ମନ୍ଦିର ଭିତର ଘଣ୍ଟା କୁ ବଜନ୍ତୁ ଓ ଏହା ପରେ ଦେବା କିମ୍ବା ଦେବୀ ଙ୍କ ର ଦର୍ଶନ କରନ୍ତୁ। ଏହା ପରେ ସଂଗେ ସଂଗେ ମନ୍ଦିର ରୁ ନ ଫେରି ମନ୍ଦିର ଭିତରେ କିଛି ସମୟ ଅତି ବାହିତ କରନ୍ତୁ। ଏହା କଲେ ଆପଣ ଙ୍କ ର ମନ୍ଦିର ଗଲେ ଆପଣଙ୍କ ର ମନ୍ଦିର ଯିବା ସାର୍ଥକ ହୋଇ ଥାଏ।


ଆମ ସମାଜ ରେ ବିବାହ କଲେ ସମସ୍ତେ ଯୌତୁକ ନେଇ ଥାନ୍ତି। ତେବେ ଏହି ଯୌତୁକ ର ପ୍ରକୃତ ଅର୍ଥ କେହି ଜାଣି ନଥାନ୍ତି। ତେଣୁ ଗାଡି ଟଙ୍କା ପଇସା ସୁନା ଗହଣା ଆଦି ଯୌତୁକ ରେ ସମସ୍ତେ ନେଇ ଥାଆନ୍ତି। କିନ୍ତୁ ପ୍ରକୃତ ରେ ଏ ସବୁ ଜିନିଷ ଯୌତୁକ ରେ ନେଲେ ଏହାର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡି ଥାଏ। ତେଣୁ ଯୌତୁକ ରେ ଏସବୁ ଜିନିଷ କେବେବି ଗ୍ରହଣ କରନ୍ତୁ ନାହିଁ। ଏପରି କଲେ ଆପଣ ଖୁସିରେ ଜୀବନ ଅତିବାହିତ କରିବେ।

ସାଧାରଣତଃ ମହିଳା ମାନେ ଅଧିକାଂଶ ସମୟରେ ବାସନ ମାଜି ଥାଆନ୍ତି। ତେବେ ଏହି ବାସନ ମାଜିବା ବେଳେ ସେହି ବାସନ ଗୁଡିକ ର ଶବ୍ଦ ଓ ଯେଉଁ ମହିଳା ମାନେ ବାସନ ମାଜନ୍ତି ତାଙ୍କର ଚୁଡି ର ଶବ୍ଦ ବହୁତ ଜୋର ରେ ହୋଇଥାଏ। ତେବେ ମନେ ରଖନ୍ତୁ ଏପରି କଲେ ଏହାର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡି ଥାଏ ଓ ଆପଣ ଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ର କୋପ ପଡିଥାଏ। ତେଣୁ ଏପରି କାର୍ଯ୍ୟ କେବେବି କରନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।