IAS ପ୍ତଶ୍ନ :- ପରୀକ୍ଷାରେ ଝିଅକୁ ପଚାରାଗଲା ! ଝିଅ ମାନଙ୍କର କେଉଁ ଜିନିଷ ଗାଧୋଇବା ପରେ ବି ଓଦା ହୋଇନଥାଏ ! ଦମ ଅଛି ଯଦି ଉତ୍ତର ଦିଅ…..

ଝିଅ ମାନଙ୍କର କେଉଁ ଜିନିଷ ଗାଧେଇବା ପରେ ଅଧ୍ୟ ଓଦା ହୋଇ ନ ଥାଏ । ଏହି ପ୍ରଶ୍ନ ଟି ର ଉତ୍ତର IAS ପରୀକ୍ଷା ରେ ଯେତେ ଜଣ ଯାଇ ଥିଲେ ସବୁ ଫେଲ ହୋଇ ଗଲେ । ତେବେ ବନ୍ଧୁ ମାନେ ଏହାର ଉତ୍ତର କଣ । ତେବେ ଆଜି ଆମେ ଆପଣଙ୍କ ସାଙ୍ଗରେ କିଛି ଏମିତି ବିରଳ ପ୍ରଶ୍ନ ର ଉତ୍ତର କହିବୁ ଯାହା ବହୁତ ଥର IAS ପରୀକ୍ଷା ରେ ଆସି ସାରିଛି , ବନ୍ଧୁ ମାନେ ଦୁନିଆରେ ଏମିତି କିଛି ଡବଲ ମିନିଂ ପ୍ରଶ୍ନ ଅଛି ଯାହାର ଉତ୍ତର ଦେଇ ହୁଏ ନାହିଁ ।

ଆଉ ଶେଷରେ ଆମର ଜିବନରେ ଲକ୍ଷ ଥିବା ଜିନିଷ ଆମକୁ ମିଲି ନ ଥାଏ , ଠିକ ସେହିପରି ଆଜି ଆମେ ଯେଉଁ ପ୍ରଶ୍ନ ର ଉତ୍ତର ଗୁଡିକ କହିବା ପାଇଁ ଯାଉଛୁ ସେଗୁଡିକ ବହୁତ ଥର IAS ପରୀକ୍ଷା ରେ ପଡି ସାରିଛି , ଯାହା ଫୋଳରେ ଆପଣ ମାନେ ଆଉ କେବେ ପରୀକ୍ଷା ରେ ହଇରାଣ ହେବେ ନାହିଁ । ତେବେ ବନ୍ଧୁ ମାନେ ଆସନ୍ତୁ ସେହି ପ୍ରଶ୍ନ ବିଷୟରେ ଜାଣିବା ।

1, ପ୍ରଥମେ ମଝି ଆଡୁ ଧାର ଯାଇ ଥାଏ , ତା ପରେ ତାକୁ କିସ କରା ଯାଇ ଥାଏ , ତା ପରେ ଗୋଟେ ପଟରୁ ତାକୁ ଲଗା ଯାଇ ଥାଏ ।
ଉ, ଏହାର ଉତ୍ତର ହେଉଛି ସିଗାରେଟ , ଏହି ପ୍ରଶ୍ନ ଟି ବହୁତ ଥର IAS ରେ ପଡିଛି ।

2, କେଉଁ ଦେଶରେ ସମସ୍ତେ ସମସ୍ତଙ୍କୁ ବିବାହ କରି ପାରିବେ ଆଉ ସେକ୍ସ ମଧ୍ୟ କରି ପାରିବେ ।

ଉ, ତେବେ ଉତ୍ତର ଟି ହେଉଛି କିଆଗ ରେ , ସେଠାରେ ସେମିତି କିଛି ରୂଲ ନାହିଁ , ଆପଣ ଚାହିଁଲେ ରାସ୍ତା କଡରେ ସେକ୍ସ କରି ପାରିବେ ।

3, କେଉଁ ଦେଶରେ ଝିଅ ମାନକୁ ପ୍ରେମ କରି ପାରିବୁ ନାହିଁ ।

ଉ, ପାକିସ୍ତାନ ରେ ଝିଅ ମାନଙ୍କ ସହ ପ୍ରେମ କରି ପାରିବ ନାହିଁ , ସେଠାରେ ଝିଅ ମାନଙ୍କ ସହ ପ୍ରେମ କରି ଧରା ପଡିଲେ 8 ମାସ ଜେଲ ହୋଇ ଯାଇ ପାରେ ।

4, ଏମିତି କେଉଁ ଜିନିଷ ରହିଛି ଯାହା ସ୍ତ୍ରୀ ଚଉଠି ରାତିରେ ଖୋଲେ ନାହିଁ ।

ଉ, ସ୍ତ୍ରୀ ଚଉଠି ରାତିରେ ନିଜର ମଙ୍ଗଳ ସୂତ୍ର ଖୋଲି ନ ଥାଏ , ଏହି ପ୍ରଶ୍ନ ଟି ବହୁତ ଥର IAS ପରୀକ୍ଷା ରେ ଆସି ସରିଛି ।

5, ସ୍ତ୍ରୀ ମାନେ ଗାଧେଇଲା ସମୟରେ କେଉଁ ଜିନିଷ ଟି ଯେତେ ଦେହରେ ପାଣି ଢାଳିଲେ ବି ମୋଟେ ଓଦା ହୋଇ ନ ଥାଏ ।

ଉ, ଏହି ପ୍ରଶ୍ନ ଟି ର ଉତ୍ତର IAS ରେ ଯେତେ ଜଣକୁ ପଚାରି ଥିଲେ କେହି ସେହି ଉତ୍ତର ଟିକୁ ଦେଇ ପାରି ନ ଥିଲେ , ଦେଇ ଥିଲେ କିନ୍ତୁ ନେଗେଟିଭି ଉତ୍ତର ଆଉ ଭୁଲ ଉତ୍ତର ଦେଇ ଥିଲେ , ତେବେ ଠିକ ଉତ୍ତରଟି ହେଉଛି , ନିଜର ଛାଇ ଓଦା ହୋଇ ନ ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।