TOP GK Question :- ଜଣେ ବ୍ୟକ୍ତି ଆଠ ଦିନ ପର୍ଯ୍ୟନ୍ତ ନ ଖାଇ କେମିତି ରହି ପାରିବ ? ଜାଣନ୍ତୁ ଏହି ଭଳି କେତେକ ପ୍ରଶ୍ନ ର ଉତ୍ତର ବିଷୟରେ…..ଯାହା ଆପଣଙ୍କୁ ବହୁତ ମଜା ଲାଗିବ ଏବଂ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ……..

ଆଜି କାଲି ଦୁନିଆ ରେ ସାଧାରଣ ଜ୍ଞାନ ର ବହୁତ ଆବଶ୍ୟକତା ରହିଛି। କାହିଁକି ନା ଆପଣ ଜୀବନରେ ଯାହା କିଛି ବି କରିବାକୁ ଚାହାନ୍ତୁ ନା କାହିଁକି ଯଦି ଆପଣଙ୍କ ର ସାଧାରଣ ଜ୍ଞାନ ରେ ଭଲ ଜ୍ଞାନ ନାହିଁ ତେବେ ଆପଣ କେବେବି ସଫଳ ହୋଇ ପାରିବେ ନାହିଁ। ଆଗ ଅପେକ୍ଷା ସେମାନେ ଏବେ ଭଲ ଶିକ୍ଷା ଲାଭ କରିବା ସହିତ ବହୁତ ଜ୍ଞାନ ଅର୍ଜନ କରୁଛନ୍ତି। କିନ୍ତୁ ଦୁଃଖର ବିଷୟ ଯେ ତାଙ୍କର ଜ୍ଞାନ ଗୁଡିକ କେବେଳ ବହି ବା ପୁସ୍ତକ ରେ ସୀମିତ ହୋଇ ରହିଯାଉଛି।

ସେମାନେ ଯାହା ବହି ରେ ପଢୁଛନ୍ତି ସେତିକି ହିଁ ଜ୍ଞାନ ଅର୍ଜନ କରୁଛନ୍ତି। ଯାହା ଫଳରେ ସେମାନେ ଯେତେବେଳେ କୌଣସି ସାକ୍ଷାତ କାର କୁ ଯାଉଛନ୍ତି ସେଠାରେ ବିଭିନ୍ନ ପ୍ରକାର ର ପୁସ୍ତକ ବହିର୍ଭୁତ ପ୍ରଶ୍ନ ପଚରା ଯିବା ଦ୍ୱାରା ସେମନେ ସେଠାରେ ସଠିକ ଉତ୍ତର ଦେଇ ପାରୁ ନାହାନ୍ତି ଓ ବିଫଳତା ର ସମ୍ମୁଖୀନ ହେଉଛନ୍ତି। ତେବେ ଆଜି ଆପଣ ମାନଙ୍କ ପାଇଁ ଆମେ ଏପରି କିଛି ପ୍ରଶ୍ନ ଗୁଡିକ ନବୀ ଆସିଛୁ ଯାହାକି ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପରୀକ୍ଷାରେ ସାହାଯ୍ୟ କରିବ।

ଏହି ପ୍ରଶ୍ନ ଗୁଡିକ ବିଭିନ୍ନ ପରୀକ୍ଷାରେ କିମ୍ବା ସାକ୍ଷାତ କାର ମାନଙ୍କ ରେ ପଚରା ଯାଇଥିଲା। ଏଗୁଡିକ ଆଗକୁ ମଧ୍ୟ ପଚରା ଯିବାର ସମ୍ଭାବନା ରହିଛି। ତେବେ ଆସନ୍ତୁ ଜାଣିବା ସେହି ଭଳି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ।

. ଲୋକ ସଭା ର ସଦସ୍ୟ ମାନଙ୍କ ର କାର୍ଯ୍ୟ କାଳ କେତେ ବର୍ଷ ?
ଉତ୍ତର – 5 ବର୍ଷ

୨. କେଉଁ ଦେଶ ଉପରେ ପ୍ରଥମେ ପରମାଣୁ ବୋମା ଦ୍ୱାରା ଆକ୍ରମଣ କରା ଯାଇଥିଲା ?
ଉତ୍ତର- ଜାପାନ

୩. ତ୍ରିରଙ୍ଗା ପତାକା କିଏ ତିଆରି କରିଥିଲେ ?
ଉତ୍ତର- ପିଙ୍ଗଲା ଭେଙ୍କେୟା

୪. ବାବର କେବେ ଜନ୍ମ ଗ୍ରହଣ କରିଥିଲେ ?
ଉତ୍ତର- 14 ଫ୍ରେବୃୟାରୀ 1483

୫. ପୃଥିବୀ ର ଏକ ମାତ୍ର ଉପଗ୍ରହ ର ନାମ କଣ ?
ଉତ୍ତର- ଚନ୍ଦ୍ର

୬. ପ୍ରଥମ କୁକୁର ଯିଏ କି ଚନ୍ଦ୍ର କୁ ଯାଇ ଥିଲା ?
ଉତ୍ତର- ଲାଇକା

୭. କିଏ ଫଥର ହେଲେ ବି ପାଣି ?
ଉତ୍ତର- ବରଫ

୮. ସେଇଟା କେଉଁ ଜିନିଷ ଯେଉଁଟା କୁ ସମସ୍ତେ ଖାଆନ୍ତି ହେଲେ କେହି ପସନ୍ଦ କରନ୍ତି ନାହିଁ ?
ଉତ୍ତର- ପୋଲିଓ

୯. କାହାକୁ କିଛି ଖାଇବାକୁ ଦେଲେ ବଂଚିଯାଏ କିନ୍ତୁ ପାଣି ଦେଲେ ମରିଯାଏ ?
ଉତ୍ତର- ପାଣି

୧୦. ଚନ୍ଦ୍ର ରେ ରାତ୍ରି ସମୟରେ ସର୍ବ ନିମ୍ନ ତାପମାତ୍ରା କେତେ ?
ଉତ୍ତର- -180°

୧୧. ଡକ୍ଟର ସାର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜନ୍ମ ଦିନକୁ କେଉଁ ଦିବସ ରୂପେ ପାଳନ କରାଯାଏ ?
ଉତ୍ତର- ଗୁରୁ ଦିବସ

୧୨. କେଉଁ ରାଜ୍ୟ ର ଲୋକ କନ୍ନଡ଼ ଭାଷା ରେ କଥା ବାର୍ତା କରନ୍ତି ?
ଉତ୍ତର- କର୍ଣ୍ଣାଟକ

୧୩. କାନ୍ତ କବି କାହାକୁ କୁହା ଯାଏ ?
ଉତ୍ତର- କାନ୍ତ କବି ଲକ୍ଷ୍ମୀ କାନ୍ତ ମହାପାତ୍ର ଙ୍କୁ କୁହା ଯାଏ।

14. ଜଣେ ବ୍ୟକ୍ତି ଆଠ ଦିନ ପର୍ଯ୍ୟନ୍ତ ନ ଖାଇ କେମିତି ରହି ପାରିବ ?

ଉ- କାରଣ ସେ ରାତିରେ ଶୋଇ ଥାଏ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।