ଜାଣନ୍ତୁ ପ୍ରଭୁ ଗୋରଖନାଥଙ୍କ ଅଲୌକିକ ଘଟଣା ! ଗୋରଖନାଥଙ୍କ ଦୁଇ ପାରା ଙ୍କ କାହାଣୀ ବିଷୟରେ ଜାଣିଲ ଆପଣ ହୋଇଯିବେ ଚକିତ…ଦେଖନ୍ତୁ ଭିଡିଓ
ଭାରତ ଏକ ସର୍ଵଧର୍ମ ଦେଶ , ଏଠାରେ ସବୁ ପ୍ରକାର ଲୋକ ମାନେ ବାସ କରି ଥାନ୍ତି । ତେବେ ଭାରତ ରେ ବହୁତ ମନ୍ଦିର ଦେଖିବା ପାଇଁ ମିଳି ଥାଏ । ତେବେ ଭାରତ ରେ ମନ୍ଦିର ଭିତରୁ ସବୁ ଠାରୁ ଗୋରଖନାଥ ମନ୍ଦିର ଅନ୍ୟତମ । ଏହି ମନ୍ଦିର ର ମହିମା ଆପଣ ଥରେ ଜାଣିବା ପରେ ଆପଣ ଡରି ଯିବେ । ଏହି ମନ୍ଦିର ରେ ରହିଛି କିଛି ଅଲଗା ଶକ୍ତି । ତ୍ରେତୟା ଯୁଗରେ ଯେତେ ବେଳେ ସୀତା କୁ ନେଇ ରାବଣ ଫେରାର ହୋଇ ଯାଇ ଥିଲା । ସେତେ ବେଳେ ରାମ ଏଇ ଗୋରଖନାଥ ଙ୍କୁ ସ୍ମରଣ କରି ଥିଲେ , ଆଉ ସୀତା କୁ ଉଦ୍ଧାର କରି ଥିଲେ ।
ଏହି ମନ୍ଦିର ରେ ପ୍ରତେକ ସୋମବାର ବହୁତ ଲୋକ ଦେଖିବା ପାଇଁ ମିଳି ଥାଏ । ଆପଣ ଜାଣି ଖୁସି ହେବେ ତ୍ରେତୟା ଯୁଗ ରୁ ଦୁଇଟି ପାରା ଏହି ମନ୍ଦିର ଭିତରେ ରହୁ ଛନ୍ତି । ସେମାନେ କେବେ ମନ୍ଦିର ଭିତରୁ କେବେ ବାହରକୁ ଯାଇ ନାହାନ୍ତି ।ସେଥି ପାଇଁ ସେହି ପାରା ଦୁଇଟି କୁ ମନ୍ଦିର ର ପୂଜକ ବିବାହ କରି ଦେଇ ଥିଲେ । ସେଠାରେ ମଧ୍ୟ ଦୁଇଟି ନାଗ ଏବଂ ନାଗୁଣି ଅଛନ୍ତି ଯାହା ପ୍ରତେକ ଦିନ କ୍ଷୀର ପିଇ ଥାନ୍ତି ।
ତେବେ ଏହି କ୍ଷୀର ପିଇବା ସମୟରେ ଯିଏ ଯାହା ମାଗି ଥାଏ ତାହା ପାଇ ଥାଏ । ଆପଣ ମାନେ ଥରେ ଯାଆନ୍ତୁ ଜାଣି ପାରିବେ । ଏହି ମନ୍ଦିର ରେ ବିଭୁତି ବାହାରି ଥାଏ ଯାହା ଆଜିବି ବହୁତ ଦୂରରୁ ଏହି ବିଭୁତି ନେବା ପାଇଁ ବହୁତ ବାଟରୁ ଆସି ଥାନ୍ତି । ଯାହାକୁ ରୋଗ ହୋଇ ଥିବ , ସେ ଏହି ବିଭୁତି ଖାଇବା ଦ୍ୱାରା ତାର ରୋଗ ସମ୍ପୂର୍ଣ୍ଣ ଭଲ ହୋଇ ଯାଇ ଥାଏ ।
ଏଠାରେ ପାଖା ପାଖି ପ୍ରତେକ ସମବାର ଦିନ ବହୁତ ଲୋକ ଏଠାକୁ ଆସି ଥାନ୍ତି । ଏହି ମନ୍ଦିର ଭିତରେ ସବୁ ସମୟରେ ଧୂପ ଧୂପ ବାସୁ ଥାଏ । ଯେମିତି ଠାକୁର ଏହି ମନ୍ଦିର ଭିତରେ ସତରେ ଅଛନ୍ତି ।ଆପଣ ମାନେ ମଧ୍ୟ ଶୁଣି ଆଶ୍ଚର୍ଯ୍ୟ ହୋଇ ଯିବେ । ଗୋଟେ ଷେଣ୍ଢ ଆସି ଏହି ମନ୍ଦିର ଭିତରେ ବହୁତ ଦିନ ରହି ଥିଲା । ତେବେ ସେହି ଶଣ୍ଢ ଟିର ଗୋଟେ ଜାଗା ରେ କ୍ଷତ ହୋଇ ଯାଇ ଥିଲା । କିଛି ଦିନ ଯିବା ପରେ ତାହା କ୍ୟାନ୍ସରରେ ପରିଣତ ହୋଇ ଯାଇ ଥିଲା ।
କିନ୍ତୁ ଏହି ମନ୍ଦିର ର ପୂଜକ ପ୍ରତେକ ଦିନ ସେହି କ୍ଷତ ସ୍ଥାନ ରେ ବିଭୁତି ମାରିବା ପରେ , ଏବେ ଷଣ୍ଢ ପୁରା ଠିକ । ତେଣୁ ବହୁତ ଲୋକ ଏହି ମଂଦିର ର ମହାନତା ଉପରେ ବିଶ୍ୱାସ କରି ଥାନ୍ତି । ଆଉ ପ୍ରତେକ ଦିନ ମନ୍ଦିର ଭିତକୁ ବହୁତ ଲୋକ ଆସିଥାନ୍ତି । ବହୁତ ଲୋକ ମଧ୍ୟ ମନ୍ଦିରକୁ ବହୁତ କିଛି ଦାନ କରି ଥାନ୍ତି । ତେବେ ଆପଣ ମାନେ ମଧ୍ୟ ଥରେ ଯାଆନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।