ମାର୍କେଟ ଘାଣ୍ଟିଲା ପୂର୍ଣ୍ଣ ମଉସା ଙ୍କ ଏହି ଯମୁନା ଯିବାକୁ ମତେ ହେଇଛି ମନା… ! ମାତ୍ର ୪ ଘଣ୍ଟାରେ 5 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

ସଙ୍ଗୀତ “ଯମୁନା ଯିବାକୁ ତୋତେ ହେଇଛି ମନା ” ଜିତୁ ଗୀତ ଗାଇଥିଲେ ଓ ଏହି ସଙ୍ଗୀତ ଟି ବହୁତ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓ ଟି କୁ ଲୋକ ମାନେ ବହୁତ୍ ଭଲ ପାଇବା ଦେଇ ଥିଲେ । ରାଧା ଓ କୃଷ୍ଣ ଙ୍କ ପ୍ରେମ କାହାଣୀ କୁ ଗୀତ ମାଧ୍ୟମରେ ସେ ଗାଇଛନ୍ତି ।

ପଣ୍ଡିତ ଜିତୁ ଦାଶ ଙ୍କୁ କିଏ ଅବା ନଜାଣେ।ପଣ୍ଡିତ ଜିତୁ ଦାଶ ଙ୍କ ଘର କେନ୍ଦୁଝର ଜିଲ୍ଲାରେ ଅଟେ। ଏବେ ଜିତୁ ଦାସ ଙ୍କୁ 54 ବର୍ଷ ବୟସ ଅଟେ। ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି।

ପଣ୍ଡିତ ଜିତୁ ଦାସ। କଣ ଆପଣ ଜାଣନ୍ତି? ପଣ୍ଡିତ ହେବା ପୂର୍ବରୁ,ଜିତୁ ଦାଶ ଜଣେ ଚୋର ଥିଲେ। ଛୋଟ ବେଳେ ବହୁତ ଦୁଷ୍ଟ ଥିଲେ ଜିତୁ ଦାଶ। ପିଲା ଦିନେ ଘରୁ ଡାଲି ଚାଉଳ ଚୋରି କରି ବାହାରେ ବିକ୍ରି କରୁଥିଲେ ପଣ୍ଡିତ ଜିତୁଦାସ।

ଥରେ ନିଜ ବୋଉ ଙ୍କ ବେକରୁ ଏକ ମୋଟା ସୁନା ଚେନ ଚୋରି କରି ବାହାରେ ୧୦ ଟଙ୍କାରେ ବିକିଦେଇଥିଲେ । ଏହାପରେ ବାପା ଙ୍କ ଠାରୁ କାଠ ଫାଳିଆରେ ମାଡ଼ ଖାଇ ବଦଳିଯାଇଥିଲେ ଜିତୁଦାସ। ଏହାପରେ ପାଲା ଏବଂ ଶାସ୍ତ୍ର ଜ୍ଞାନ ଆହରଣ କରି ପଣ୍ଡିତ ବନିଯାଇଥିଲେ ଜିତୁଦାସ ।

 ଯମୁନା ତଟରେ ରାସ ସମୟରେ ଗୋପ ଗୋପାଙ୍ଗନା ମାନେ ଯେଭଳି ଆମୋଦରେ ନୃତ୍ୟ ଗୀତ କରୁଥିଲେ ଠିକ୍ ସେହିପରି ଶ୍ରୀମନ୍ଦିର ସହ ବିଭିନ୍ନ ମଠମନ୍ଦିରରେ ବିଭିନ୍ନ ଝୁଲଣ କୁଞ୍ଜ ପ୍ରସ୍ତୁତି ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଶ୍ରୀମନ୍ଦିରରେ ଚଳିତବର୍ଷ ଝୁଲଣ ପର୍ବ ଦର୍ଶନର ସୌଭାଗ୍ୟ ଲାଭ କରିଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ଶ୍ରୀକ୍ଷେତ୍ରରେ ସାତ ଦିନ ଧରି ଝୁଲଣଯାତ୍ରା ଅନୁଷ୍ଠିତ ହୋଇଥାଏ । ଦଶମୀ ତିଥିରେ ଆରମ୍ଭ ହୋଇଥିବା ବର୍ଷା ରାସ ଶ୍ରାବଣ ପୂର୍ଣ୍ଣିମାର ପର ଦିନ ଶେଷ ହୁଏ । ତେବେ ବୃନ୍ଦାବନରେ ଝୁଲଣ ପର୍ବକୁ ସେମାନେ ୧୪ ଦିନ ପର୍ଯ୍ୟନ୍ତ ଧୁମଧାମରେ ପାଳନ କରିଥାନ୍ତି ।

 ବାରମାସରେ ତେର ଯାତ୍ରା ଶ୍ରୀମନ୍ଦିରରେ ପାଳିତ ହେଉଥିବା ବେଳେ ଝୁଲଣ ଯାତ୍ରା ବେଶ ସ୍ୱତନ୍ତ୍ର । ଶ୍ରାବଣ ଶୁକ୍ଳ ଦଶମୀ ଠାରୁ ଭାଦ୍ରବ କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପାଳିତ ହେଉଛି ଝୁଲଣ ଯାତ୍ରା । ଏଥିପାଇଁ ବଡ଼ ଦେଉଳ ଭିତର ବେଢ଼ା ସ୍ଥିତ ମୁକ୍ତିମଣ୍ଡପ ନିକଟରେ ପ୍ରସ୍ତୁତ କରାଯାଇଛି ସ୍ୱତନ୍ତ୍ର ଝୁଲଣ କୁଞ୍ଜ ।

ପଶୁ ପକ୍ଷୀ ଗଛ ଲତା ଶୋଭିତ ସୁସଜ୍ଜିତ କୁଞ୍ଜ ଦୋଳିରେ ସଖୀମାନଙ୍କ ଗହଣରେ ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଝୁଲୁଥାନ୍ତି ମଦନମୋହନ । ଝୁଲଣ ଯାତ୍ରା ପାଇଁ ଶ୍ରୀମନ୍ଦିରରେ କରାଯାଇଛି ସ୍ୱତନ୍ତ୍ର ନୀତି । ମଧ୍ୟାହ୍ନ ଧୂପ ପରେ ଭୂଦେବୀ ଓ ଶ୍ରୀଦେବୀ ଦକ୍ଷିଣିଘରକୁ ବିଜେ!

କରିବା ପରେ ମଦନମୋହନଙ୍କ ସହ ପୁଣି ଆସନ୍ତି ରତ୍ନ ସିଂହାସନକୁ । ଆରତୀ ଓ ଅନ୍ୟାନ୍ୟ ନୀତି ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଝୁଲଣ କୁଞ୍ଜକୁ ବିଜେ କରନ୍ତି ଚଳନ୍ତି ପ୍ରତିମା ଏନେଇ ସୂଚନା ଦେଇଛନ୍ତି ଜଗନ୍ନାଥ ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ