viral video – ପାଠ ପଢିବାକୁ ଯାଇ ପ୍ରେମରେ ପଡିଲେ ଝିଅ, ଏବେ ଝିଅ ପ୍ରେମ ଆଗରେ ହାର ମାନିଛି ବାପା,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ଝିଅ ଜନ୍ମ କରି ଭୁଲ କଲି। ମୋର ବ୍ୟାଡ ଲକ୍ ଥିଲା ବଧେ ମୁଁ ଝିଅ ଜନ୍ମ କରିଛି। ଏକଥା ଆମେ କହୁନୁ କଥା କହୁଛନ୍ତି ଜଣେ ବାପ। ବାପା ତେ ଝିଅ ଜନ୍ମ କରି ତାକୁ ମଣିଷ କରିବା ପାଇଁ ଦିନ ରାତି ଏକ କରି ପଇସା ରୋଜଗାର କରି ଝିଅକୁ MBBS ପଢେଇ ଥିଲେ। ହେଲେ ଝିଅ ପ୍ରେମରେ ପଡ଼ି ଯେତେବେଳ ଘରୁ ଗୋଡ଼ କାଢି ଆଉ କାହା ହାତ ଧରି ଘରୁ ବାହାରି ଚାଲି ଯାଇଥିଲା ଆଉ ଫୋନକରି କହିଥିଲା ବାପା ମୁଁ ଆଉ ଘରକୁ ଫେରିବି ନାହିଁ। ମୁଁ ବାହା ହେଇ ଯାଉଛି।

ଯାହା ପରେ ବାପାଙ୍କ ପାଦତଳୁ ମାଟି ଖସି ଯାଇଥିଲା। ଆଉ ବାପା ଏଭଳି କିଛି କହିଥିଲେ ଗଣ ମାଧ୍ୟମ ସାମ୍ନାରେ। ସେ କହିଛନ୍ତି ମୋର ବ୍ୟାଡ ଲକ୍ ଥିଲା ବଧେ ମୁଁ ଝିଅ ଜନ୍ମ କରିଛି।ଝିଅ ଜନ୍ମ କରି ଭୁଲ କଲିବଡ କଷ୍ଟରେ ମୁଁ ମୋ ଛୁଆକୁ MBBS ବନେଇଥିଲି।

କିନ୍ତୁ ସେ ଗୋଟେ ଷଡ଼ଯନ୍ତ୍ରର ଶିକାର ହୋଇ ଯାଇଛି। କାଲି ମୁଁ ହଠାତ୍ ଶୁଣିଲି ଏ କଥା। କାଲି ପାଖରୁ ବହୁତ୍ ଅଶାନ୍ତି ଚାଲିଛି ଘରେ। ହଠାତ ଶୁଣିଲା ପରେ ଯେହେତୁ ମୁଁ ଗୋଟିଏ ଫାଦର ମୁଁ ରିଏକ୍ଟ କରିବି। ୫ ମିନିଟ ରିଏକ୍ଟ କରିବା ପରେ ମୁଁ ବହୁତ୍ କାନ୍ଦିଲି।

ରାତି ସାରା ମୁଁ କାନ୍ଦିଲି। କାନ୍ଦି କାନ୍ଦି ମୋ ଆଖି ଫୁଲି ଯାଇଛି। ଆଉ କହିଛନ୍ତି ଏଇଟା ମୋ ବ୍ୟାଡ୍ ଲକ୍ ଥିଲା ବଧେ। ମୋର ଦୁଇଟି ଝିଅ ପୁଅ ନଥିଲେ। ମୁଁ ମୋ ଦୁଇ ଝିଅକୁ ମୋର ସ୍ତମ୍ଭ ବୋଲି ଭାବୁଥିଲି ଆଉ ସେଥିପାଇଁ ମୁଁ ମୋ ଦୁଇ ଝିଅକୁ MBBS ପଢଉଥିଲି।ତେବେ ଏବେ ବାପା ସବୁକିଛି ଝିଅ ଉପରେ ଛାଡି ଦେଇଛନ୍ତି। ଯେହେତୁ ଝିଅ ମେଚର୍ଡ ହୋଇ ଯାଇଛି ଆଉ ଡିସିସନ୍ ନେବାର ଅଧିକାର ତାର ରହିଛି।

ତେବେ ପ୍ରେମକୁ ବିରୋଧ କରୁଥିଲେ ପରିବାର ଲୋକେ। ଏହାପରେ ପ୍ରେମୀ ଯୁଗଳ ଆପଣାଇଲେ ନିଆରା ଉପାୟ। ଏୟାର ପୋର୍ଟରୁ ଯାଇ ସିଧା ପୋଲିସ୍ ଷ୍ଟେସନରେ ପହଁଚି ଥିଲେ ପ୍ରେମୀ ଯୁଗଳ। ଭୟ ଥିଲା ଘର ଲୋକଙ୍କୁ।

କାହିଁକି ନା ଘର ଲୋକେ ବିରୋଧ କରୁଥିଲେ ପ୍ରେମକୁ। ସେଥିପାଇଁ ବାଙ୍ଗଲୋରରୁ ଫେରିବା ସମୟରେ ପୋଲିସକୁ ସୁରକ୍ଷା ପାଇଁ ସାହାଯ୍ୟ ଲୋଡିଥିଲେ। କଡ଼ା ସୁରକ୍ଷା ଭିତରେ ସେମାନେ ଏୟାର ପୋର୍ଟରୁ ସିଧା ପୋଲିସ୍ ଷ୍ଟେସନରେ ଯାଇ ପହଁଚି ଥିଲେ।

ତେବେ ଉଭୟ ଯୁବକ ଯୁବତୀ ଭୁବନେଶ୍ୱରର ହୋଇଥିବା ବେଳେ ଉଭୟଙ୍କ ପରିବାର ଲୋକେ ମଧ୍ୟ କରିଥିଲେ ହାଇଡ୍ରାମା। ତେବେ ଉଭୟ ପରିବାରକୁ ଥାନାରେ ବସାଇ ଏହାର ସମାଧାନ ପାଇଁ ଚେଷ୍ଟା କରୁଛି ପୋଲିସ୍। ଏପଟେ ଝିଅର ବାବା ଝିଅର ଏଭଳି କାର୍ଯ୍ୟରେ ବାପା ରିଏକ୍ଟ କରି ଗଣ ମାଧ୍ୟମ ସାମ୍ନାରେ କିଛି ଏଭଳି କହିଥିଲେ କି ସେ ଝିଅ ଜନ୍ମ କରି ଭୁଲ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।