ଯାଦୁ, କାଛୁ, କୁଣ୍ଡିଆ ( Fungal Infection ) ସବୁଦିନ ପାଇଁ ଭଲ କରିବାର ଘରୋଇ ଉପାୟ….

ତେବେ ଆଜି କାଲି ବାୟୁ ପ୍ରଦୂଷଣ ଓ ଆମେ ଖାଉଥିବା ଖାଦ୍ୟ ଯୋଗୁଁ ବା ପାଣି ର ଅପରିସସ୍କାର ଯୋଗୁଁ ଆମ ଶରୀର ରେ କୁଣ୍ଡିଆଣ ପରି ଭୟଙ୍କର ରୋଗ ଦେଖା ଯାଇଥାଏ | ଏହା ଛୋଟ ଛୋଟ ହେଇଥାଏ ଓ ଧୀରେ ଧୀରେ ଏହା ଆମ ଶରୀର ବିଭିନ୍ନ ସ୍ଥାନ ରେ ଦେଖା ଯାଇଥାଏ |