viral ଭିଡ଼ିଓ -omg ! ପାର୍କ ଭିତରେ ପ୍ରେମିକ ସହିତ ଯୁବତୀଙ୍କ ଚାଲିଥିଲା ରାସଲୀଳା ସ୍ୱାମୀ ହାବୁଡ଼ରେ ଧାରା ପଡିଲେ,ଆଉ ତାପରେ ଯାହା ହେଲା ଦେଖନ୍ତୁ viral ଭିଡ଼ିଓ ଟିକୁ ..

ବିବାହ ପରେ ମଧ୍ୟ ଖେଳ କଲେ ପ୍ରେମିକ ସହିତ ପାର୍କ ରେ । ଶେଷରେ ସ୍ୱାମୀ ହାବୁଡ଼ ରେ ପଡି ଗଲେ ସ୍ତ୍ରୀ । କଥା ରେ ଅଛି ବାଘ ଜଗି ଥିଲା ଯେଉଁଠି ରାତି ପାହି ଗୋଲା ସେଇଠି । ତେବେ ସ୍ୱାମୀ ଭାବୁ ଥିଲା କି ମୋ ସ୍ତ୍ରୀ ଆଉ କୋଉ ପୁଅ ସହିତ ଖେଳ କରୁଛି । ଶେଷରେ ସକାଳ ପାହି ଗୋଲା ଆଉ ସ୍ତ୍ରୀ ଧରା ପଡି ଗଲା ।

ତେବେ ଏହି ଘଟଣା ଟି ଘଟିଛି ପଶ୍ଚିମବଙ୍ଗ ର ଏକ ପାର୍କ ରେ । ଯେଉଁ ଠାରେ ଦୁଇ ପ୍ରେମୀ ଯୋଗଳ କରୁ ଥିଲେ ଖେଳ । ଆଜି କାଲି ଦୁନିଆ ରେ ସମସ୍ତେ ଶାରୀରିକ ସୁଖ ପାଇଁ ପାଗଳ । ଚିନ୍ତା କରନ୍ତୁ ସେହି ମହିଳା କଥା ବିବାହ କରିଛି ସ୍ୱାମୀ କୁ , ହେଲେ ମଧ୍ୟ ଯାଇ ପୁରୁଣା ପ୍ରେମିକ ସହିତ ସମ୍ପର୍କ ରଖୁଛି ।

ଯେଉଁ ଦେଶରେ ସୀତା ଭଳି ସ୍ତ୍ରୀ ଲୋକ ଥିଲେ ସେହି ଦେଶ ରେ ଏ ଭଳି ସ୍ତ୍ରୀ ଲୋକ ଜନ୍ମ ହେଲେ କେମିତି । ଥରେ ଜଣେ ସ୍ତ୍ରୀ ବିବାହ କରି ସାରିବା ପରେ ତା ପାଇଁ ତା ସ୍ବାମୀ ଇହ କାଳ ଓ ପର କାଳ ର ଦେବତା ହୋଇ ଥାଏ ।
ସ୍ୱାମୀ ବ୍ୟତୀତ ଆଉ କୋଉ ପୁରୁଷ କୁ ଦେଖିବା ମନା । ସେହି ନାରୀ ପୁଣି ପୁରୁଣା ପ୍ରେମିକ ସହିତ ଲୁଚି ଲୁଚି କରୁଛି ପ୍ରେମ । କଥା ରେ ଅଛି ସତ କେବେ ଲୁଚି ରହେ ନାହିଁ । କେହି ନ ଦେଖିଲେ ମଧ୍ୟ ସେହି ଉପର ଵାଲା ସବୁ ଦେଖୁଚି । ସେଇ ତୁମକୁ ଠିକ ଶାସ୍ତି ଦେଵ ଉପରେ ।

 ଭଲ କାମ କରି ଥିଲେ ଭଲ ଫୋଳ ଦେବେ ଭଗବାନ ନହଲେ ଖରାପ ଫୋଳ ଦେବେ ଭଗବାନ । ତେବେ ଆଜିର ଘଟଣା ରେ ସ୍ତ୍ରୀ ଜଣକ ବିବାହ ପୂର୍ବରୁ ଜଣେ ଟୋକା କୁ ଭୋଲ ପାଇ ଥିଲା । ତେବେ ତାଙ୍କ ଘର ଲୋକ କିଛି ନ ବୁଝି ଜଣେ ଯୁବକ ସହିତ ବିବାହ କରି ଦେଇ ଥିଲେ । ତେବେ ଗୋଟେ ବର୍ଷ ରହିବା ପରେ ସ୍ବାମୀ ପାଖରେ । ଇନ୍ସଟା ରେ ସମ୍ପର୍କ ବଢ଼ାଇ ଥିଲେ ପୁରୁଣା ପ୍ରେମିକ ।

ଆଉ ତା ପରେ ଇନ୍ସଟା ରେ କଥା ଵାର୍ତା ହୋଉ ଥିଲେ ସବୁ ଦିନ । କିନ୍ତୁ ଏ କଥା ସ୍ୱାମୀ ଜାଣି ମଧ୍ୟ ସ୍ତ୍ରୀ କୁ କିଛି କହି ନ ଥିଲେ । ତେବେ ଇନ୍ସଟା ରେ କିଛି ଦିନ ପରେ ତାଙ୍କର ସମ୍ପର୍କ ଅଧିକ ବଢି ଥିଲା । ଆଉ ତା ପରେ ସେମାନେ ମୋବାଇଲ ନମ୍ବର ଦିଆ ନିଆ ହୋଇ ଥିଲେ ।

ଆଉ ଭିଡିଓ କଲ ରେ ସବୁ ଦିନ କଥା ହେଉ ଥିଲେ । ତା ପରେ ପାର୍କ ରେ ଦେଖା ହେବେ ବୋଲି ମଧ୍ୟ କହି ଥିଲେ । ସ୍ୱାମୀ ଏ ସବୁ ଜାଣି ପାର୍କ ରେ ସେମାନଙ୍କୁ ରେଡ଼ ହେଣ୍ଡ ରେ ଧରି ଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।