Exclusive – ରିୟାଙ୍କ ରିସେପସନ ଭୋଜିରେ ମୁହାଁମୁହିଁ ହେଲେ ପ୍ରକୃତି-ଅପରାଜିତା…,ଦେଖନ୍ତୁ viral ଭିଡ଼ିଓ ଟିକୁ….

ଓଡିଆ ଅଭିନେତ୍ରୀ ରିୟା ଦେ’ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ବିବାହ ପରେ ବର୍ତ୍ତମାନ ଶାଶୁ ଘରେ ପହଞ୍ଚିଛନ୍ତି ଅଭିନେତ୍ରୀ ରିୟା । ରିୟା ଙ୍କ ର ଜନ୍ମ ହୋଇଥିଲା ବାଲେଶ୍ଵର ଜିଲ୍ଲା ରେ ଓ ସେ ବିବାହ ପରେ ନିଜ ଶାଶୁ ଘର କୁ ଯାଇଛନ୍ତି । ଦୀର୍ଘ ଦିନ ଧରି ଓଡିଆ ଇଣ୍ଡଷ୍ଟ୍ରୀ ରେ କାମ କରି ଆସୁଛନ୍ତି ରିୟା । ସେ ଅନେକ ସୁପରହିଟ ଚଳଚିତ୍ର ମାନ ମଧ୍ୟ ଦେଇଛନ୍ତି । ତାଙ୍କ ଚଳଚିତ୍ର କୁ ଦେଖିବାକୁ ଫ୍ୟାନ୍ସ ମାନେ ଚାତକ ଭଳି ଚାହିଁ ବସିଥାନ୍ତି ।

ରିୟା ଅନେକ ଦିନ ଧରି ଶିଳ୍ପପତି ସୁନୀଲଙ୍କୁ ଭଲପାଇ ଆସୁଥିଲେ । ଏହାପରେ ସେ ନିସ୍ପତି ନେଲେ ବିବାହ କରିବା ନିମନ୍ତେ ବର୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇଥିବାରୁ ସେ ବହୁତ ଖୁସି ଅଛନ୍ତି । ମୁଖ୍ୟତଃ ସମସ୍ତ ଝିଅ ର ସ୍ଵପ୍ନ ରହିଥାଏ ଯେ ତାଙ୍କର ମନର ମଣିଷ କୁ ବିବାହ କରିବା ଏବଂ ସେହି ସ୍ଵପ୍ନ ଯେତେବେଳେ ସତ ହେବାକୁ ଲାଗିଥାଏ ତେବେ ତାଙ୍କୁ ଦୁନିଆର ସବୁ ସୁଖ ଏକା ସହିତ ମିଳିଗଲା ବୋଲି ମନେ ହୋଇଥାଏ ।

ରିୟା ବର୍ତ୍ତମାନ ନିଜ ଶାଶୁ ଘରେ ବହୁତ ଖୁସି ରେ ଅଛନ୍ତି । ଅଭିନେତ୍ରୀ ରିୟା ଙ୍କ ବିବାହ ରେ ଅନେକ ବଡ ବଡ ଓଡିଆ ଷ୍ଟାର ମାନଙ୍କର ସମାଗମ ହୋଇଥିଲା । ଅନ୍ୟାନ୍ୟ ଓଡିଆ ଅଭିନେତ୍ରୀ ମାନେ ରିୟା ଙ୍କ ସହିତ ଖୁବ ମଜାମସ୍ତି କରିଥିବା ର ନଜର ଆସିଥିଲେ । ସମସ୍ତ ଫିଲ୍ମ ତାରକା ମଧ୍ୟରେ ରିୟା ଙ୍କ ଖୁସି କହିଲେ ନ ସରେ ।

ମେହେନ୍ଦି ରସମ ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସମସ୍ତ reception ପର୍ଯ୍ୟନ୍ତ ଫଙ୍ଗସନ ରେ ରିୟା ମନଭରି ଡ୍ୟାନ୍ସ କରିଥିଲେ । ଏହା ତାଙ୍କ ପାଇଁ ଅତ୍ୟନ୍ତ ସୁଖର ଦିନ ଥିଲା । ରିୟା ତାଙ୍କ ବିବାହ କୁ ନେଇ ବହୁତ ଉତ୍କଣ୍ଠା ଥିଲେ । ସୁନୀଲ ମଧ୍ୟ ବିବାହ ଭାରେ ବହୁତ ଖୁସି ଥିବାର ନଜର ଆସିଥିଲେ ।

ବହୁତ ସେଲିବ୍ରେଟି ଆସିଥିଲେ ସୁନୀଲ ମଧ୍ୟ ବିବାହ ଭାରେ ବହୁତ ଖୁସି ଥିବାର ନଜର ଆସିଥିଲେ । ଉଭୟଙ୍କ ପରିବାର ରିୟା ଏବଂ ସୁନୀଲ ଙ୍କୁ ଆଶୀର୍ବାଦ କରି ଏକ ଉତ୍ତମ ଦାମ୍ପତ୍ୟ ଜୀବନ ର କାମନା କରିଥିଲେ ।ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମ ରେ ତାଙ୍କୁ ଶୁଭେଛା ଜଣାଇଛନ୍ତି ।

reception ପାର୍ଟି ରେ ରିୟା ଦେ ପୁରା ଗୋଟିଏ କଣ୍ଢେଇ ପରି ଦେଖାଯାଉଛି । ରିୟା ଦେ ସୁନିଲ ଙ୍କୁ ଖୁବ୍ ପ୍ରଶଂସା କରିଥିଲେ ହ୍ୟାଡସମ ବୋଲି କହିଥିଲେ ।ତାଙ୍କର ପ୍ରେମ କାହାଣୀ ସଫଳ ହୋଇଥିଲା ।ରିୟା ତାଙ୍କ ବିବାହ କୁ ନେଇ ବହୁତ ଉତ୍କଣ୍ଠା ଥିଲେ ।

ସୁନୀଲ ମଧ୍ୟ ବିବା ଭାରେ ବହୁତ ଖୁସି ଥିବାର ନଜର ଆସିଥିଲେ । ଉଭୟଙ୍କ ପରିବାର ରିୟା ଏବଂ ସୁନୀଲ ଙ୍କୁ ଆଶୀର୍ବାଦ କରି ଏକ ଉତ୍ତମ ଦାମ୍ପତ୍ୟ ଜୀବନ ର କାମନା କରିଥିଲେ। ଏବଂ ଅପରାଜିତା ଆସିଥିଲେ ଓ ତାଙ୍କ ପରେ ପ୍ରକୃତି ମିଶ୍ର ମଧ୍ୟ ଆସିଥିଲେ ରିୟା ଦେ ଙ୍କ ସହିତ ଫଟୋ ଉଠେଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।