High Blood Pressure – ମାତ୍ର ୩ ଦିନରେ ହାଇ ବ୍ଲଡ୍ ପ୍ରେସର ସବୁଦିନ ପାଇଁ କଣ୍ଟ୍ରୋଲ ହେବ | କରନ୍ତୁ ଏହି ଚମତ୍କାରି ଉପାୟ,୧୦୦% ଗ୍ୟାରେଣ୍ଟି !

ଉଚ୍ଚ ରକ୍ତଚାପ ଆଜିକାଲି ପ୍ରତେକ ଘରେ ଏକେ ସାଧାରଣ କଥା ହୋଇ ଗଲାଣି । ପ୍ରତେକ ଘରେ କେହି ନା କେହି ଉଚ ରକ୍ତଚାପ ରୋଗୀ ନିଶ୍ଚିନ୍ତ ଭାବେ ମିଳିଯିବ । ଆପଣ ମାନେ ଜାଣିଥିବେ ଥରେ ଉଚ୍ଚ ରକ୍ତଚାପ ହେଲେ ଜୀବନ ସାରା ଔଷଧ ଖାଇବାକୁ ପଡିଥାଏ ।

ହେଲେ ଏହି ଔଷଧର ସେବନ କରିବା ଦ୍ଵାରା ଶରୀର ରେ ସାଇଡ ଏକଫେକ୍ଟ ମଧ୍ୟ ଦେଖିବାକୁ ମିଳିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ହୋମ ରେମେଡି ନେଇ ଆସିଛୁ ଯାହାର ସେବନ ଦ୍ଵାରା ଆପଣଙ୍କର ଏବେ ବେ ରକ୍ତଚାପ ଆରମ୍ଭ ହୋଇଥିଲେ ତାହା ଦୂର ହେବ ।

ଏହା ସହ ଯଦି ଆପଣ ବିପି ମେଡିସନ ନେଉଛନ୍ତି ତେବେ ଏହାର ସେବନ ଦ୍ଵାରା ଆପଣଙ୍କର ବିପିକୁ ଷ୍ଟେରିଲାଇଜ କରିବ । ବନ୍ଧୁଗଣ ସମାଧାନ ଜାଣିବା ପୂର୍ବ ରୁ ଆପଣ ମାନେ ଜାଣି ରଖନ୍ତୁ ଉଚ୍ଚ ରକ୍ତଚାପ ହବାର ଅନେକ କାରଣ ହୋଇପାରେ । ଜେନେଟିକ କାରଣ ହୋଇପାରେ ବା ଆଜିକାଲିର ଜୀବନ ଶୈଳୀ ବା ଷ୍ଟ୍ରେସ ପାଇଁ ବଢିପାରେ । ମୁଖ୍ୟତ ୨ଟି କାରଣ ପାଇଁ ଏହା ବଢିଥାଏ ।

ଗୋଟିରେ କାରଣ ହେଉଛି ଶରୀରରେ ଲୁଣର ମାତ୍ରା ଅଧିକ ଓ ଦିତୀୟଟି ହେଉଛି କୋଲେଷ୍ଟର ବୃଦ୍ଧି ହେବ । କୋଲେଷ୍ଟର କାରଣରୁ ରକ୍ତ ବାହିକାରେ ଫ୍ୟାଟ ଜମା ହୋଇଥାଏ ବା କୋଲେଷ୍ଟର ଜମା ହେବା ଆରମ୍ଭ ହୁଏ ତେବେ ରକ୍ତ ଧମନୀ ଛୋଟ ହେବାକୁ ଲାଗିଥାଏ । ଯାହା ଫଳରେ ଉଚ୍ଚ ରକ୍ତଚାପ ସମସ୍ଯା ଦେଖାଯାଏ । ଯାହା ହାର୍ଟ ବା ବ୍ରେନ ଉପରେ ପ୍ରେସର ପକାଇଥାଏ ।


ସେମିତି ଲୁଣରୁ ମିଳୁଥୁବା ସୋଡିୟମ ବ୍ଲଡ଼ ପ୍ରେସର ବୃଦ୍ଧି କରିବାର ମୁଖ୍ୟ କାରଣ ହୋଇଥାଏ । ଏବେ ଆସନ୍ତୁ ଜାଣିବା ହୋମ ରେମେଡି କେମିତି ପ୍ରସ୍ତୁତ କରିବା । ଏଥିପାଇଁ ଆବଶ୍ୟକ ରହିଛି ଫ୍ଲାକ ସିଡ ଯାହାକୁ ଆଲସୀ ମଧ୍ୟ କୁହାଯାଏ । ଯାହା ଦୋକାନ ରେ ଅତି ସହଜରେ ମିଳିଥାଏ । ଏହାକୁ ତିଆରି କରିବା ପୂର୍ବ ରୁ ଜାଣିବା ଦରକାର ଉଚ୍ଚ ରକ୍ତଚାପ ପାଇଁ ଆଲସୀ କେଉଁ ଭଳି କାମ କରିଥାଏ ।

ଆଲସୀ ରେ ଏକ ପ୍ରକାରର ପୋଷାକ ତତ୍ତ୍ଵ ମିଳିଥାଏ ଯାହା ଓମେଗା-୩ ଅଟେ । ଏହା ଆମ ଶରୀରରେ କୋଲେଷ୍ଟର ଜମା ହେବାକୁ ଦିଏ ନାହି । ଏହା ଆମ ଶରୀରରେ ବ୍ୟାଡ କୋଲେଷ୍ଟର ଜମା ହେବାକୁ ଦିଏ ନାହି । ଏଥିରେ ପ୍ରଚୁର ପୋଟାସିୟମ ମିଳିଥାଏ । ପ୍ରଥମେ ଏକ ପାତ୍ର ରେ ଦେଢ କପ ପାଣି ନିଅନ୍ତୁ ।

ପାଣିକୁ ଅଳ୍ପ ଗ୍ରାମ କରରୁ । ଏହା ପରେ ଏକ ଚାମଚ ଆଲସୀ ପକାନ୍ତୁ । ଏହି ପାଣି କୁ ସେତେ ଯାଏଁ ଫୁଟନ୍ତୁ ଯେଉଁ ଯାଏଁ ଏହା ଏକ କପ ନ ହୋଇଛି । ଏହା ହେବା ପରେ ଏହାକୁ ଥଣ୍ଡା କରନ୍ତୁ । ଏଥିରେ ଆଡ କରନ୍ତୁ ଅଧ ଚାମଚ ମହୁ ମିଶାନ୍ତୁ । ଦିନରେ କୌଣସି ସମୟରେ ଆପଣ ଏହାର ସେବନ କରିପାରିବେ । ଗୋଟେ ଦିନ ଥରେ ବା ଦୁଇ ଥର ଏହାର ସେବନ କରିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।