ias interview – ମୁଁ ଗୋଟେ ଝିଅ କୁ ତାର ନାଁ ପଚାରିଲି ସେ କହିଲା 1717 ତେବେ ଝିଅ ଟିର ନାମ କଣ ଥିଲା,ଯାହାର ଉତର ଦେବାରେ ୯୯% ଲୋକ ଫେଲ ମାରିଛନ୍ତି ,ସାହସ ଅଛି ତା ଉତର ଦିଅ ?
ବାପା ମା ମାନେ ସବୁ ବେଳେ ପିଲା ମାନଙ୍କ ର ଭଲ ମନ୍ଦ ଚିନ୍ତା କରି ଥାନ୍ତି । କାରଣ ପିଲା ଜନ୍ମ ହେବା ପାଖରୁ ବାପା ମା ସେହି ପିଲା ପଛରେ ବହୁତ ଟଙ୍କା ଖର୍ଚ୍ଚ କରି ଥାନ୍ତି । କାରଣ ତାଙ୍କର ଗୋଟେ ଟେନସନ ଥାଏ ପିଲା କେମିତି ବଡ଼ ହୋଇ ଆମ ନାଁ କୁ ଉଜ୍ଜ୍ୱଳ କରିବ । ସେଥି ପାଇଁ ପିଲା ତା ବାପା ମା ପାଖରେ ଯାହା ଅଳି କରି ଥାଏ । ବାପା ମା ତାକୁ ତାହା କିଣିକି ଦେଇ ଥାନ୍ତି । କାରଣ ପିଲାଙ୍କ ଖୁସି ରେ ବାପା ମା ମାନେ ମଧ୍ୟ ଖୁସି ।
ହେଲେ ଆଜି କାଲିର ପିଲା ପାଠ ବହୁତ ପଢୁ ଛନ୍ତି । କିନ୍ତୁ ଗୋଟେ ସରକାରୀ ଚାକରି ପାଇ ପାରୁ ନାହାନ୍ତି । କାରଣ ସେମାନେ ସବୁ ବେଳେ ବହି ଭିତରେ ଥିବା ପାଠ କୁ ପଢି ଥାନ୍ତି । କିନ୍ତୁ ବହି ବାହାରେ ଯେ କେତେ ପ୍ରଶ୍ନ ଅଛି ତାହା ସେମାନେ ଜାଣନ୍ତି ନାହିଁ । ତେବେ ଆସନ୍ତୁ ଆମେ କିଛି ପ୍ରଶ୍ନ କୁ ଆଲୋଚନା କରିବା । ହୁଏତ ଏହି ପ୍ରଶ୍ନ ଆପଣଙ୍କ କାମ ରେ ଲାଗି ପାରେ ।
1, ମୁଁ ଗୋଟେ ଝିଅ କୁ ତାର ନାଁ ପଚାରିଲି । ସେ କହିଲା 1717 । ତେବେ ତାର ନାଁ କଣ ଥିଲା ?
ଉ, ତେବେ ଏହାର ଉତ୍ତର ଟି ହେଉଛି ଲିଲି । କେମିତି ସେ 1717 ଟିକୁ ଓଲଟା ଇ ଦେଲା । ଯାହା ଫୋଳରେ କ୍ୟାପିଟାଲ ଅକ୍ଷର ର ହୋଇ ଗଲା ।
2, ପୁଅ ମାନଙ୍କ ର ନାମ , ଝିଅ ମାନଙ୍କ ର କାମ କିଏ କହି ପାରିବ ସେ କେଉଁ ପର୍ବ ର କାମ ?
ଉ, କୁମାର ପୂର୍ଣ୍ଣିମା । କୁମାର ହେଉଛି ପୁଅ ମାନଙ୍କ ର ନାମ କିନ୍ତୁ ଏହି ପର୍ବ ଟିକୁ ଝିଅ ମାନେ ପାଳନ କରି ଥାନ୍ତି ।
3, ଗୋଟିଏ ରୁମାଲ ରେ 4 ଟି କୋଣ ଅଛି । ଯଦି ଆମେ ରୁମାଲ ଟିରେ ଦୁଇଟି କୋଣ କାଟି ଦେଉ ତାହାଲେ , ରୁମାଲ ରେ ଆଉ କେତଟି କୋଣ ରହିବ ।
ଉ, ତେବେ ଉତ୍ତର ଟି ହେଉଛି ଆଉ 6 ଟି କଣ ରହିବ ।
4, କେଉଁ ଦେଶ ରେ କେବଳ ଝିଅ ମାନେ ବାସ କରି ଥାନ୍ତି , ସେଠାରେ ପୁଅ ମାନେ ରୁହନ୍ତି ନାହିଁ ।
ଉ, ସୁନାହଁ ଦେଶ ରେ
5, ସ୍ତ୍ରୀ ମାନେ ରାତି ରେ ଶୋଇବା ସମୟ ରେ କେମିତି ସୋଇ ଥାନ୍ତି ।
ଉ, ନିଘଡ଼ ନିଦ ରେ ସୋଇ ଥାନ୍ତି
6, ସ୍ତ୍ରୀ ମାନେ କଣ ପାଇଁ ଅଳ୍ପ ସୋଇ ଥାନ୍ତି ।
ଉ, କାରଣ ତାଙ୍କ ମୁଣ୍ଡ ରେ ଘର କାମ ର ଯନ୍ତ୍ରଣା ରହି ଥାଏ ।
7, ଯିଏ ମୋଦ ପିଏ ତାକୁ ଆମେ କହୁଚୁ ମଦୁଆ , ତେବେ ଯିଏ ବେଶି ଭଲ ପାଏ ତାକୁ ଆମେ କଣ କହିବୁ ।
ଉ, ଏହାର ଉତ୍ତର ଆପଣ କମେଣ୍ଟ ମାଧ୍ୟମ ରେ ଜଣାନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।