IAS Question ଚଉଠି ରାତିରେ କେଉଁ ଜିନିଷ ସ୍ତ୍ରୀ ଜମାରୁ ଖୋଲନ୍ତି ନାହିଁ ଝିଅର ଉତ୍ତର ଶୁଣି ଅଫିସର ସମସ୍ତେ ଅବାକ୍ ହୋଇଗଲେ…

ଆଜି କାଲି ର ଯୁବ ପିଢ଼ି ପାଠ ପଢା ସରିଲା ପରେ ଏକ ଭଲ ଚାକିରୀ କରିବା ପାଇଁ ମନ ରେ ଆଶା ବାନ୍ଧି ଥାଏ | କିନ୍ତୁ ଆପଣ ତ ଜାଣିଛନ୍ତି ଯେ ଆଜି କାଲି ର ଯୁଗ ରେ ଭଲ ଚାକିରୀ ଟି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ, କାରଣ କିଛି ଚାକିରୀ ପାଇବାକୁ ହେଲେ ଏକ ପରୀକ୍ଷା ରେ ଉତୀର୍ଣ୍ଣ ହେବାକୁ ପଡି ଥାଏ | ଆଉ ଏହି ପରୀକ୍ଷା ରେ ଅନେକ ସାଧାରଣ ଜ୍ଞାନ ଉପରେ ପ୍ରଶ୍ନ ଆସି ଥାଏ, ଯାହାକୁ ଭଲ ଭଲ ପିଲା ମାନେ ମଧ୍ୟ ଉତ୍ତର ଦେଇ ପାରି ନଥାନ୍ତି |

କିଛି ଇଣ୍ଟରଭ୍ୟୁ ରେ ମଧ୍ୟ ଅନେକ ମଜାଳିଆ ପ୍ରଶ୍ନ ପଚରା ଯାଇ ଥାଏ ଯାହାକୁ ଜାଣିବା ନିହାତି ଆବଶ୍ୟକ ନହେଲେ ଆମେ ସେଥିରେ ଅସଫଳ ହୋଇ ଫେରି ଆସି ଥାଉ | ଆହୁରି ଏମିତି ମଧ୍ୟ ପ୍ରଶ୍ନ ରହିଛି ଯାହା ନେଗେଟିଭ ଚିନ୍ତାଧାରା ଆମ ମନ ରେ ଆସି ଥାଏ କିନ୍ତୁ ଯଦି ବୁଦ୍ଧି ଖଟାଇବା ତେବେ ଏହାର ବହୁତ ସରଳ ଉତ୍ତର ଆମେ ଖୋଜି ପାଇ ପାରିବା | ତେବେ ଆଜି ଏଭଳି କିଛି ଜେନେରାଲ ନଲେଜ ର ଉତ୍ତର ସମ୍ପର୍କ ରେ ଜଣାଇବୁ ଯାହା ଦ୍ୱାରା ଭବିଷ୍ୟତ ରେ ଆପଣଙ୍କର ଅନେକ କାମ ରେ ଆସିବ |

1. ପ୍ରଶ୍ନ:- ଭାରତର ପ୍ରଥମ ନୃତ୍ୟ ବିଦ୍ୟାଳୟର ନାଁ କଣ ?
ଉତ୍ତର: ଶାନ୍ତିନିକେତନ

2. ପ୍ରଶ୍ନ:- ଭୁବନେଶ୍ୱର ବ୍ୟତୀତ ଆଉ କେଉଁ ସହରରେ ଅନେକ ଗୁଡିଏ ମନ୍ଦିର ଅଛି ?
ଉତ୍ତର: ପାଲିତାନା

 

3. ପ୍ରଶ୍ନ:- ଝାନସୀ ଦୁର୍ଗ କିଏ ନିର୍ମାଣ କରି ଥିଲେ ?
ଉତ୍ତର :ବୀର ସିଂ ଦେଓ

4. ପ୍ରଥମ ମହିଳା ପାଇଲଟ କିଏ ?
ଉତ୍ତର: ଆନନ୍ଦୀ ବାଈଯୋଶୀ

5. ପ୍ରଶ୍ନ:- ମଉକା ମିଳିଗଲା ମାତ୍ରକେ ପୁଅଟି ଝିଅର ମାରିଦେଲା ସେଇଟା କ’ଣ ?
ଉତ୍ତର: ପକେଟ

6. ପ୍ରଶ୍ନ:- ଯେତେବେଳେ ଝିଅମାନେ ଦୌଡ଼ିଥାନ୍ତି ତ ତାଙ୍କର କ’ଣ ଉପର ତଳ ହୋଇଥାଏ ?
ଉତ୍ତର: ଡ୍ରେସ

7. ପ୍ରଶ୍ନ:- ରାଜଘାଟରେ କାହାର ସମାଧି ରହିଛି ?
ଉତ୍ତର: ମହାତ୍ମାଗାନ୍ଧୀ

 


8. ପ୍ରଶ୍ନ:- ଭାରତର ସ୍ଥାପିତ ପ୍ରଥମ ବ୍ୟାଙ୍କର ନାମ କଣ ?
ଉତ୍ତର: ଦି ବ୍ୟାଙ୍କ ଅଫ ହିନ୍ଦୁସ୍ତାନ

9. ପ୍ରଶ୍ନ:- କେଉଁ ମନ୍ଦିରରେ ସବୁଠାରୁ ବଡ଼ ଷଣ୍ଢ ଅଛି ?
ଉତ୍ତର: ଲେପକ୍ଷୀ ମନ୍ଦିର

10. ପ୍ରଶ୍ନ:- ପାଣ୍ଡଵ ଜଳପାତ୍ର କେଉଁଠି ?
ଉତ୍ତର: ଖଜୁରାହୋ (ମଧ୍ୟପ୍ରଦେଶ)

11. ପ୍ରଶ୍ନ:- ଭାରତୀୟ ସେନାର ପ୍ରଥମ ମହିଳା ଜେନେରାଲ କିଏ ?
ଉତ୍ତର :ମେଜର ଜୀ.ଏ. ରାମ

12. ପ୍ରଶ୍ନ:- ଭାରତର କେଉଁ ମନ୍ଦିରରେ ମୂଷାମାନଙ୍କୁ ପୂଜା କରାଯାଏ ?
ଉତ୍ତର: କର୍ଣ୍ଣଦେବୀ ମନ୍ଦିର

13. ପ୍ରଶ୍ନ:- କେଉଁ ଦେଶରେ ବହୁତ ଅଧିକ ଗରମ ହେଲେ ମଧ୍ୟ ସେଠାକାର ସମସ୍ତ ଲୋକ ଗୋରା ହୋଇଥାନ୍ତି ?
ଉତ୍ତର: ଆରବ ଦେଶରେ

14. ପ୍ରଶ୍ନ:- ବର୍ତ୍ତମାନ ଯୁଗରେ କେଉଁ ଜିନିଷ ଲୋକମାନେ ସବୁଠାରୁ ଅଧିକ ମାରନ୍ତି ?
ଉତ୍ତର: ମିସଡ଼ କୋଲ

15. ପ୍ରଶ୍ନ:-ଚଉଠି ରାତିରେ କେଉଁ ଜିନିଷ ସ୍ତ୍ରୀ ଜମାରୁ ଖୋଲନ୍ତି ନାହିଁ?
ଉତ୍ତର: ମଙ୍ଗଳ ସୂତ୍ର

16. ପ୍ରଶ୍ନ:- ପ୍ରଥମ ମହିଳା ନର୍ତ୍ତକୀ କିଏ ?
ଉତ୍ତର: ମେନକା

17. ପ୍ରଶ୍ନ:- କୁଲୁ ସହର କେଉଁ ଉତ୍ସବ ପାଇଁ ପ୍ରସିଦ୍ଧ ?
ଉତ୍ତର: ଦଶହରା

18. ପ୍ରଶ୍ନ:- ଭାରତର କେଉଁ ମନ୍ଦିରକୁ ପ୍ରଥମେ ଗୋଟିଏ ସ୍ଥାନରୁ ଅନେକ ସ୍ଥାନକୁ ସ୍ଥାନନ୍ତରିତ କରାଯାଇଥିଲା ?
ଉତ୍ତର: ସଙ୍ଗମେଶ୍ୱର ମନ୍ଦିର

19. ପ୍ରଶ୍ନ:- ଜବାହାରଲାଲ ନେହେରୁ ବଟାନିକାଲ ଗାର୍ଡେନ କେଉଁ ଠାରେ ଅବସ୍ଥିତ ?
ଉତ୍ତର: ଶ୍ରୀ ନଗର

20. ପ୍ରଶ୍ନ:- କାର୍ଲେଗୁମ୍ଫା କେଉଁଠି ଅବସ୍ଥିତ?
ଉତ୍ତର: ପୁନେ