IAS Question ଚଉଠି ରାତିରେ କେଉଁ ଜିନିଷ ସ୍ତ୍ରୀ ଜମାରୁ ଖୋଲନ୍ତି ନାହିଁ ଝିଅର ଉତ୍ତର ଶୁଣି ଅଫିସର ସମସ୍ତେ ଅବାକ୍ ହୋଇଗଲେ…
ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।
ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ IAS ପରୀକ୍ଷା ଇଣ୍ଟରଭୁ ପରୀକ୍ଷା ରେ ପଚାରା ଯାଇଥିବା କେତୋଟି ଚତୁର ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ଆଜିକାଲିର ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ଚତୁର ପ୍ରଶ୍ନ;
(୧) ପ୍ରଶ୍ନ:- ଭାରତୀୟ ସେନାର ପ୍ରଥମ ମହିଳା ଜେନେରାଲ କିଏ ?
ଉତ୍ତର :ମେଜର ଜୀ.ଏ. ରାମ।
(୨) ପ୍ରଥମ ମହିଳା ପାଇଲଟ କିଏ ?
ଉତ୍ତର: ଆନନ୍ଦୀ ବାଈଯୋଶୀ।
(୩) ପ୍ରଶ୍ନ:- କେଉଁ ଦେଶରେ ବହୁତ ଅଧିକ ଗରମ ହେଲେ ମଧ୍ୟ ସେଠାକାର ସମସ୍ତ ଲୋକ ଗୋରା ହୋଇଥାନ୍ତି ?
ଉତ୍ତର: ଆରବ ଦେଶରେ।
(4) ପ୍ରଶ୍ନ:- ଯେତେବେଳେ ଝିଅମାନେ ଦୌଡ଼ିଥାନ୍ତି ତ ତାଙ୍କର କ’ଣ ଉପର ତଳ ହୋଇଥାଏ?
ଉତ୍ତର: ଡ୍ରେସ।
(୫) ପ୍ରଶ୍ନ:- ବର୍ତ୍ତମାନ ଯୁଗରେ କେଉଁ ଜିନିଷ ଲୋକମାନେ ସବୁଠାରୁ ଅଧିକ ମାରନ୍ତି ?
ଉତ୍ତର: Missed Call।
(୬) ପ୍ରଶ୍ନ:- ମଉକା ମିଳିଗଲା ମାତ୍ରକେ ପୁଅଟି ଝିଅର ମାରିଦେଲା ସେଇଟା କ’ଣ ?
ଉତ୍ତର: ପକେଟ।
(୭) ପ୍ରଶ୍ନ:- କାର୍ଲେଗୁମ୍ଫା କେଉଁଠି ଅବସ୍ଥିତ?
ଉତ୍ତର: ପୁନେ।
(୮) – ଚଉଠି ରାତିରେ କେଉଁ ଜିନିଷ ସ୍ତ୍ରୀ ଜମାରୁ ଖୋଲନ୍ତି ନାହିଁ?
ଉତ୍ତର-ମଙ୍ଗଳ ସୂତ୍ର
(୯) ପ୍ରଶ୍ନ:- ଭାରତର କେଉଁ ମନ୍ଦିରରେ ମୂଷାମାନଙ୍କୁ ପୂଜା କରାଯାଏ ?
ଉତ୍ତର: କର୍ଣ୍ଣଦେବୀ ମନ୍ଦିର।
(10) ପ୍ରଶ୍ନ:- ପାଣ୍ଡଵ ଜଳପାତ୍ର କେଉଁଠି ?
ଉତ୍ତର: ଖଜୁରାହୋ (ମଧ୍ୟପ୍ରଦେଶ)।
(୧୧) ପ୍ରଶ୍ନ:- ଝାନସୀ ଦୁର୍ଗ କିଏ ନିର୍ମାଣ କରି ଥିଲେ ?
ଉତ୍ତର :ବୀର ସିଂ ଦେଓ।
(୧୨) ପ୍ରଶ୍ନ:- ଜବାହାରଲାଲ ନେହେରୁ ବଟାନିକାଲ ଗାର୍ଡେନ କେଉଁ ଠାରେ ଅବସ୍ଥିତ ?
ଉତ୍ତର: ଶ୍ରୀ ନଗର।
(୧୩) ପ୍ରଶ୍ନ:- ଭାରତର କେଉଁ ମନ୍ଦିରକୁ ପ୍ରଥମେ ଗୋଟିଏ ସ୍ଥାନରୁ ଅନେକ ସ୍ଥାନକୁ ସ୍ଥାନନ୍ତରିତ କରାଯାଇଥିଲା ?
ଉତ୍ତର: ସଙ୍ଗମେଶ୍ୱର ମନ୍ଦିର।
(14) ପ୍ରଶ୍ନ:- କେଉଁ ମନ୍ଦିରରେ ସବୁଠାରୁ ବଡ଼ ଷଣ୍ଢ ଅଛି ?
ଉତ୍ତର: ଲେପକ୍ଷୀ ମନ୍ଦିର।
(୧୫) ପ୍ରଶ୍ନ:- ଭୁବନେଶ୍ୱର ବ୍ୟତୀତ ଆଉ କେଉଁ ସହରରେ ଅନେକ ଗୁଡିଏ ମନ୍ଦିର ଅଛି ?
ଉତ୍ତର: ପାଲିତାନା।
(୧୬) ପ୍ରଶ୍ନ:- କୁଲୁ ସହର କେଉଁ ଉତ୍ସବ ପାଇଁ ପ୍ରସିଦ୍ଧ ?
ଉତ୍ତର: ଦଶହରା।
(୧୭) ପ୍ରଶ୍ନ:- ରାଜଘାଟରେ କାହାର ସମାଧି ରହିଛି ?
ଉତ୍ତର: ମହାତ୍ମାଗାନ୍ଧୀ।
(୧୮) ପ୍ରଶ୍ନ:- ଭାରତର ପ୍ରଥମ ନୃତ୍ୟ ବିଦ୍ୟାଳୟର ନାଁ କଣ ?
ଉତ୍ତର: ଶାନ୍ତିନିକେତନ।
( ୧୯) ପ୍ରଶ୍ନ:- ପ୍ରଥମ ମହିଳା ନର୍ତ୍ତକୀ କିଏ ?
ଉତ୍ତର: ମେନକା।
(20) ପ୍ରଶ୍ନ:- ଭାରତର ସ୍ଥାପିତ ପ୍ରଥମ ବ୍ୟାଙ୍କର ନାମ କଣ?
ଉତ୍ତର: ଦି ବ୍ୟାଙ୍କ ଅଫ ହିନ୍ଦୁସ୍ତାନ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।