IAS Question –ଚୋଉଠି ରାତି ରେ ସ୍ୱାମୀ ତାର ସ୍ତ୍ରୀ କୁ ଧଳା ଧଳା କେଉଁ ଜିନିଷ ଦେଇ ଥାଏ । ଯାହା ସ୍ତ୍ରୀ ତାକୁ ଚୁସି ଚୁସି ଖାଇ ଥାଏ ଏହି ପ୍ରଶ୍ନର ଉତ୍ତର ଦେବାରେ 99% ଲୋକ ଫେଲ

ଆଜିର ସମାଜ ରେ ଗୋଟେ ସରକାରୀ ଚାକିରୀ ପାଇବା ଏତେ ଯେ କଷ୍ଟ ହେଲାଣି ତାହା କହି ହେବ ନାହିଁ । ଏହାର ଗୋଟିଏ କାରଣ ବେକାରୀ ଯୁବକ ଅଧିକ କିନ୍ତୁ ଚାକିରୀ ସଂଖ୍ୟା କମ । ଥରେ ଚିନ୍ତା କରନ୍ତୁ , 100 ଟି ପୋଷ୍ଟ ବାହାରିଲା ବେଳକୁ 1 ଲକ୍ଷ ଲୋକ ସେହି ଚାକିରୀ ଟି କରିବା ପାଇଁ ଫୋର୍ମ ପକୋଉ ଛନ୍ତି । ଯାହା ଫୋଳରେ ଗୋଟେ ପୋଷ୍ଟ ପାଇଁ ଏକ ହଜାର ଲୋକ ଲାଗୁ ଛନ୍ତି , ଆଉ ସେହି ଭିତରୁ ଆପଣ ଜଣେ । ତେଣୁ ଚାକିରୀ ଟିଏ କରିବା ପାଇଁ ହେଲେ ସେତିକି ଆପଣଙ୍କ ପାଖରେ ଜ୍ଞାନ ଥିବା ଅଵଶ୍ୟକ । ଯାହାର ମନେ ରଖିବା ଶକ୍ତି ଅଧିକ ଥିବ ସେ ଅଧୁକ ପାଠ କୁ ହଜମ କରି ପାରିବ ।

ତେଣୁ କେବଳ ଯେ ବହି ଭିତରୁ ପଢିଲେ ହବ ନାହିଁ , ବହି ବାହାରେ ମଧ୍ୟ ଏମିତି ପ୍ରଶ୍ନ ଅଛି ଯାହା ର ଉତ୍ତର ଦେବା ବହୁତ କଷ୍ଟ । କନ୍ତୁ ଉତ୍ତର ଜାଣି ସାରିବା ପରେ ଏହା ଆମକୁ ବହୁତ ସାଧା ଲାଗି ଥାଏ । ତେବେ ତାକୁ ଆମେ କହିବା ଡବଲ ମିନିଂ ପ୍ରଶ୍ନ । ଏହି ଡବଲ ମିନିଂ ପ୍ରଶ୍ନ IAS ପରୀକ୍ଷା ରେ ବହୁତ ପଚାରି ଥାନ୍ତି , କିନ୍ତୁ କିଛି ଛୁଆ ଏହାର ଉତ୍ତର ଦେଇ ପାରି ନ ଥାନ୍ତି , କାରଣ ଏମାନେ ବହୁତ କଷ୍ଟ କରି ଥାନ୍ତି କିନ୍ତୁ ବହି ଭିତରେ ବାହାରେ ନୁହେଁ , ତେବେ ଆସନ୍ତୁ କିଛି ପ୍ରଶ୍ନ ର ଉତ୍ତର ଜାଣିବା ।


1, ଚୋଉଠି ରାତି ରେ ଏମିତି କେଉଁ ଧଳା ଜିନିଷ ଟି ଦେଇ ଥାନ୍ତି , ଯାହା ଝିଅ ମାନେ ପିଇ ଦେଇ ଥାନ୍ତି ।

ଉ, କ୍ଷୀର ।

2, ଆଜି ପର୍ଯ୍ୟନ୍ତ କେତଟି ଉପଗ୍ରହ ସୃଷ୍ଟି ହୋଇଛି ।

ଉ, 53 ଟି ।

3, ସୂର୍ଯ୍ୟାଲୋକ ରେ କେତଟି ରଙ୍ଗ ଥାଏ ।

ଉ, ୭ଟି ।

4, ଚୁମ୍ବକ କେଉଁ ଜାତୀୟ ବସ୍ତୁ କୁ ଆକର୍ଷଣ କରି ଥାଏ ।

ଉ, ଲୁହା ଜାତୀୟ ବସ୍ତୁ କୁ ।

5, କେଉଁ ଦେଶରେ ଅଧିକ ଲୋକ ଗାଈ ରଖିବା ପାଇଁ ପସନ୍ଦ କରି ଥାନ୍ତି ।

ଉ, ଭାରତ ରେ ।

6, ଜନ ସଂଖ୍ୟା ଅନୁସାରେ ଭାରତ ପୃଥିବି ର କେତେ ନମ୍ବର ସ୍ଥାନ ରେ ରହିଛି ।

ଉ, ଭାରତ 2 ନମ୍ବର ସ୍ଥାନ ରେ ରହିଛି , ପ୍ରଥମ ରେ ଚୀନ ରହିଛି ।

7, ଭାରତ ରେ କେଉଁ ରାଜ୍ୟ ରେ ଧାନ ଚାଷ ରେ 1 ନମ୍ବର ହୋଇ ଥାଏ ।
ଉ, west bengal ରେ


8, ଗହମ ଚାଷ ପାଇଁ କେଉଁ ରାଜ୍ୟ ପ୍ରସିଦ୍ଧ ଅଟେ ।
ଉ, ଉତ୍ତର ପ୍ରଦେଶ ।

9, ହରିଦ୍ୱାର କେଉଁ ରାଜ୍ୟ ରେ ରହିଛି ।

ଉ, ହରିଦ୍ୱାର ଉତରା ଖଣ୍ଡ ରେ ରହିଛି ।

10, ପୁରୀ ଜିଲ୍ଲା କଣ ପାଇଁ ପ୍ରସିଦ୍ଧ ଅଟେ ।
ଉ, କାରଣ ସେଠାରେ ଜଗନ୍ନଥା ଙ୍କର ମଂଦିର ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।