ias interview-ପୁଅ ମାନଙ୍କର କେଉଁ ଜିନିଷ ଉପରେ ବସିବା ପାଇଁ ଝିଅ ମାନଙ୍କୁ ଅଧିକ ମଜା ଲାଗିଥାଏ ତାହା କଣ,ଯାହାର ଉତର ଦେବାରେ ୯୯% ଲୋକ ଫେଲ ମାରିଛନ୍ତି ,ସାହସ ଅଛି ତା ଉତର ଦିଅ ?

ବନ୍ଧୁଗଣ ଆପଣ ମାନେ ଦେଖୁଥିବେ କି ଲକ୍ଷ ଲକ୍ଷ ଯୁବକ ଯୁବତୀ ପାଠ ପଢୁଛନ୍ତି, ମାତ୍ର ଗୋଟେ ଭଲ ଚାକିରୀ କରିପାରୁ ନାହାନ୍ତି।ଏହାର କାରଣ ହେଉଛି ବର୍ତ୍ତମାନ ର ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକ ମଧ୍ୟରେ ଥିବା ଜ୍ଞାନ କୁ ଆହରଣ କରୁଛନ୍ତି ।ଆଉ ଏମାନ ଙ୍କର ପାଖରେ ସାଧାରଣ ଜ୍ଞାନ ର ଅଭାବ ରହିଛି। ଏମାନେ ନିଜ ଆଖ ପାଖରେ ଥିବା ଛୋଟ ଛୋଟ ଜ୍ଞାନ ଙ୍କୁ ଜମାରୁ ଧ୍ୟାନ ଦେଉ ନାହାନ୍ତି ,ଆଉ ଯେ କୌଣସି ପରୀକ୍ଷା ରେ କେବଳ ପୁସ୍ତକ ଜ୍ଞାନ ର ଆବଶ୍ୟକତା ନଥାଏ ବରଂ ସାଧାରଣ ଜ୍ଞାନ ଜରୁରୀ ହୋଇଥାଏ।

ସେମାନେ ଯାହା ବହି ରେ ପଢୁଛନ୍ତି ସେତିକି ହିଁ ଜ୍ଞାନ ଅର୍ଜନ କରୁଛନ୍ତି। ଯାହା ଫଳରେ ସେମାନେ ଯେତେବେଳେ କୌଣସି ସାକ୍ଷାତ କାର କୁ ଯାଉଛନ୍ତି ସେଠାରେ ବିଭିନ୍ନ ପ୍ରକାର ର ପୁସ୍ତକ ବହିର୍ଭୁତ ପ୍ରଶ୍ନ ପଚରା ଯିବା ଦ୍ୱାରା ସେମନେ ସେଠାରେ ସଠିକ ଉତ୍ତର ଦେଇ ପାରୁ ନାହାନ୍ତି ଓ ବିଫଳତା ର ସମ୍ମୁଖୀନ ହେଉଛନ୍ତି।

ତେବେ ଆଜି ଆପଣ ମାନଙ୍କ ପାଇଁ ଆମେ ଏପରି କିଛି ପ୍ରଶ୍ନ ଗୁଡିକ ନବୀ ଆସିଛୁ ଯାହାକି ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପରୀକ୍ଷାରେ ସାହାଯ୍ୟ କରିବ।

 ଏହି ପ୍ରଶ୍ନ ଗୁଡିକ ବିଭିନ୍ନ ପରୀକ୍ଷାରେ କିମ୍ବା ସାକ୍ଷାତ କାର ମାନଙ୍କ ରେ ପଚରା ଯାଇଥିଲା। ଏଗୁଡିକ ଆଗକୁ ମଧ୍ୟ ପଚରା ଯିବାର ସମ୍ଭାବନା ରହିଛି। ତେବେ ଆସନ୍ତୁ ଜାଣିବା ସେହି ଭଳି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ।

୧.ପ୍ରଶ୍ନ-ସେଇଟା କୋଉ ଜିନିଷ ଯୋଉଟା ଗୋଟିଏ ଝିଅ ପୁଅ କୁ କହିଥାଏ ଆହୁରି ଭିତର କୁ ଭର୍ତ୍ତି କରିବାକୁ ?
ଉତ୍ତର-ଛୁଞ୍ଚିସୂତା ।

୨.ପ୍ରଶ୍ନ- ତାହା କଣ ଅଟେ ଯାହା ମହିଳା ମାନେ ପୋଷାକ ତଳେ ପିନ୍ଧିଥାନ୍ତି ?
ଉତ୍ତର-ଜୋତା।

୩.ପ୍ରଶ୍ନ- ବିବାହ ପରେ ମହିଳା ମାନଙ୍କ ର କେଉଁ ଜିନିଷ ବଢିଯାଇ ଥାଏ ?
ଉତ୍ତର-ଚାହିଦା ।

୪.ପ୍ରଶ୍ନ:- କହିଲ ଦେଖି କେଉଁ ଦୀପ ଜଳେ ନାହିଁ ?
ଉତ୍ତର:- ପାରାଦ୍ୱୀପ।

୫.ପ୍ରଶ୍ନ-ଝିଅ ମାନେ ୧୮ ବର୍ଷ ପୂର୍ବରୁ କେଉଁ ଜିନିଷ କାହାକୁ ଦିଅନ୍ତି ନାହିଁ ?
ଉତ୍ତର-ଭୋଟ ।

୬.ପ୍ରଶ୍ନ- ଝିଅ ମାନଙ୍କ ର କେଉଁ ଜାଗା ରେ ହାତ ପୁରାଇଲେ ସେଥି ରୁ ପାଣି ବାହାରି ଥାଏ ?
ଉତ୍ତର-ଆଖିରେ ।

୭.ପ୍ରଶ୍ନ- ଏମିତି କଣ ଯାହା ଝିଅ ମାନଙ୍କର ସାନ ଆଉ ସ୍ତ୍ରୀ ଲୋକ ମାନଙ୍କ ର ବଡ଼ ହୋଇଥାଏ ?
ଉତ୍ତର-ବୟସ।

୮. ପ୍ରଶ୍ନ- ପୁଅ ମାନଙ୍କର କେଉଁ ଜିନିଷ ରେ ବସିବା କୁ ଝିଅ ମାନ ଙ୍କୁ ବହୁତ ମଜା ଲାଗେ ?
ଉତ୍ତର-ବାଇକ ରେ ।

୯.ପ୍ରଶ୍ନ-ଝିଅ ମାନ ଙ୍କର କେଉଁ ଜାଗାରେ ଜୋର ସେ ପ୍ରଥମ ଥର ପୁରାଇବା ଦ୍ୱାରା ସେଠାରେ ବହୁତ କଷ୍ଟ ହୋଇଥାଏ ?
ଉତ୍ତର-କାନ ବା ନାକ ଫୁଡେଇବା ଦ୍ଵାରା ।

୧୦.ପ୍ରଶ୍ନ -ତାହା କଣ ଅଟେ ଯାହା ବୁଢ଼ା ବୁଢ଼ୀ ଙ୍କର ଖସିଯାଏ ,କିନ୍ତୁ ଯୁବ ଯୁବତୀ ଙ୍କର ପଶିଯାଏ ?
ଉତ୍ତର-ଛୁଞ୍ଚି ସୂତା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।