ias interview-ମୁଁ ଗୋଟେ ଝିଅ କୁ ପଚାରିଲି ତୁମ ନାମ କଣ ? ସେ କହିଲା 1717 । ତାହାଲେ ଝିଅ ଟିର ନାମ କଣ କୁହ ,ଯାହାର ଉତର ଦେବାରେ ୯୯% ଲୋକ ଫେଲ ମାରିଛନ୍ତି ,ସାହସ ଅଛି ତା ଉତର ଦିଅ ?

ଆଜି କାଲି ଦୁନିଆ ରେ ଲୋକ ମାନେ ଶିକ୍ଷା କୁ ଗୁରୁତ୍ୱ ଦେବା ନିହାତି ଅଵଶ୍ୟକ । କାରଣ ଦୁନିଆ ଏତେ ଆଗକୁ ଗଲାଣି ଆପଣ ମାନେ କହି ପାରିବେ ନାହିଁ । ଏଠି ଗୋଟେ ଚାକିରୀ ପାଇଁ ଲକ୍ଷ ଲକ୍ଷ ଲୋକ ଫର୍ମ ପକାଉଛନ୍ତି । ଗୋଟେ ପୋଷ୍ଟ କୁ 10 ହଜାର ଲୋକ ପକାଉ ଛନ୍ତି । ତେଣୁ ଆପଣ ମାନକୁ କୋଟିଏ ରୁ ଗୋଟିଏ ହେବା ପାଇଁ ପଡିବ । ଆଜି କାଲି ଦୁନିଆ ରେ ଅଧିକ ଲୋକ ବହିରେ ପାଠ ପଢୁ ଛନ୍ତି । କିନ୍ତୁ ବହି ବାହାରେ ଥିବା ସାଧାରଣ ଜ୍ଞାନ କୁ କେବେ ହେଲେ ଦେଖୁ ନାହାଁନ୍ତି ।

ଯାହା ଫୋଳରେ ପ୍ରଶ୍ନ ରେ ଆସୁଛି ସାଧାରଣ ଜ୍ଞାନ , ଯାହା ବହି ଭିତରେ ନ ଥାଏ । ତେବେ ଆଜି AIS ରେ ପଚରା ଯାଇଥିବା କିଛି ପ୍ରଶ୍ନ ର ଉତ୍ତର ଆମେ ଆପଣଂକୁ ଜଣାଇବୁ ଯାହା ଆପଣଙ୍କ କାମ ରେ ଆସି ପାରେ ।

1, ମୁଁ ଗୋଟେ ଝିଅ କୁ ପଚାରିଲି ତୁମ ନାମ କଣ? ସେ କହିଲା 1717 ତାହାଲେ ଝିଅ ଟିର ନାମ କଣ ଥିଲା । 99 ପ୍ରତିଶତ ଫେଲ ହୋଇ ଗଲେ ଉତ୍ତର ଦେଇ ପାରିଲେ ନାହିଁ ।

ଉ, ତାହାର ଇଂରାଜୀ ଅକ୍ଷର ଟି ହେଉଛି LiLi ।

2, ଗୋଟିଏ ଦେଶରେ ହେଉ କିମ୍ବା ଗୋଟେ ସମାଜ ରେ ହେଉ , କିମ୍ବା ଗୋଟେ ସମାଜ ରେ ହେଉ କିମ୍ବା ଗୋଟେ ସମ୍ପ୍ରଦାୟ ରେ ହେଉ , ଗୋଟେ ମହିଳାର ର କଣ ଛୁଇଁବା ସମ୍ଭବ ହୋଇ ଥାଏ ।

ଉ, ଝିଅ ବା ମହିଳା ମାନଙ୍କର ଆଶା ବା ଭାବନା କୁ ଛୁଇଁବା ବହୁତ କଷ୍ଟ ହୋଇ ଥାଏ ।

3, ଏମିତି କେଉଁ ଜିନିଷ ଝିଅ ମାନଙ୍କର ରହିଛି , ଯାହା ଦେଖି ହୁଏ କିନ୍ତୁ ସ୍ପର୍ଶ କରି ହୁଏ ନାହିଁ । କିନ୍ତୁ ଯିଏ ଛୁଇଁ ଦିଏ ଝିଅ ତାର ହୋଇ ଯାଏ ।

ଉ , ତେବେ ଝିଅ ର ହୃଦୟ କୁ ଛୁଇଁ ହୁଏ ନାହିଁ କିନ୍ତୁ ଯିଏ ଛୁଇଁ ଦିଏ , ଝିଅ ତାର ହୋଇ ଯାଇ ଥାଏ ।

4, ଏମିତି କେଉଁ ଜିନିଷ ରହିଛି ପ୍ରଥମେ ଛେପ ମାରି ଠିଆ କରା ଯାଇ ଥାଏ , ତା ପରେ କଣା ଦେଖି ଗାତ ରେ ପୁରା ଯାଇ ଥାଏ ।

ଉ, ଛୁଞ୍ଚି ରେ ସୂତା ପୁରେଇବା ।

5, ମା ଠାରୁ ଜନ୍ମ ନିଏ , କିନ୍ତୁ ମା କୁ ଛୁଇଁ ଦେଲେ ମରି ଯାଇ , ସେହି ଜିନିଷ ଟି କଣ ।

ଉ, ଲୁଣ ।

6, କେଉଁ ଫୋଳ ର ଆଖି ତିନୋଟି ।
ଉ , ନଡ଼ିଆ

7, କାଟିଲେ ରକ୍ତ ନାହିଁ , କୁଟିଲେ ରକ୍ତ ନାହିଁ କି ଯିବ ସେ କହିଲ ଭାଇ ।

ଉ, ଚିଙ୍ଗୁଡ଼ି ।

8, କଳା ଗଛ ମୂଳେ ଧରିଲି ଚର , ନଖ ମୁନ ତଳେ ତାର ହେଲା ବିଚାର । କହିଲ ଦେଖି ସେ କିଏ ।
ଉ, ଏହାର ଉତ୍ତର ହେଉଛି ଉଙ୍କୁଣୀ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।